ଭାରତରେ ୨୦୨୫ରୁ ଆରମ୍ଭ ହେବ ଜନଗଣନା!

ମିନତି ମିଶ୍ର ପ୍ରତି ୧୦ ବର୍ଷରେ ହେଉଥିବା ଜନଗଣନାକୁ ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଆରମ୍ଭ ହୋଇଛି ଚର୍ଚ୍ଚା। ଆସନ୍ତା ୨୦୨୫ ମସିହାରୁ ଭାରତରେ ଆରମ୍ଭ ହେବ ଜନଗଣନା ପ୍ରକ୍ରିୟା। ଏହି ପ୍ରକ୍ରିୟା ଆସନ୍ତା...

ଶ୍ରାଦ୍ଧ ଦିବସରେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ନବୀନ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ   ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ଟୁଇଟ୍ କରି ତାଙ୍କ ବାପା ତଥା ପୂର୍ବତନ...

ବଲିଉଡ ରାପର୍ ରଫ୍‌ତାରଙ୍କୁ କରୋନା

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡ ରାପର୍ ରଫ୍‌ତାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ନିଜେ ରଫ୍‌ତାର ସୂଚନା ଦେଇଛନ୍ତି। ବର୍ତ୍ତମାନ ସେ ହୋମ୍‌ କ୍ଵାରେଣ୍ଟାଇନ୍‌ରେ ଅଛନ୍ତି। ରଫ୍‌ତାର ନିଜ...

ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ

tiger
ଓଡ଼ିଶାଲାଇଭ୍ ବ୍ୟୁରୋ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନଭେମ୍ବର ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। କୋଭିଡ୍ ଗାଇଡଲାଇନକୁ ପାଳନ କରି ପର୍ଯ୍ୟଟକମାନେ ବୁଲିପାରିବେ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପକ୍ଷରୁ ସୂଚନା ଦିଆଯାଇଛି। ତେବେ...

ଚର୍ଚ୍ଚାରେ ସମ୍ବଲପୁର ବିଶ୍ଵବିଦ୍ୟାଳୟ: ଦୁଇ ଦିନରେ ୨ଟି ପ୍ରଶ୍ନପତ୍ର ଲିକ୍

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁର ବିଶ୍ଵବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନ ଉଠିଛି। କାରଣର ଦୁଇ ଦିନରେ ଦୁଇଟି ପ୍ରଶ୍ନପତ୍ର ଲିକ୍ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଶ୍ନପତ୍ର ଲିକ୍ ହେବା ଯୋଗୁଁ...

କୋଭିଡ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ରାଜ୍ୟବ୍ୟାପୀ ପୁଣି ଧରପଗଡ଼ – ୪୮ ଘଣ୍ଟାରେ ୨୪ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ୫୦ ଲକ୍ଷ ଜରିମାନା ଆଦାୟ ୧,୨୮୭ଟି ଗାଡ଼ି ଜବତ କଟକ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ମୃତ୍ୟୁହାର ହ୍ରାସ ପାଉଥିଲେ ମଧ୍ୟ ସଂକ୍ରମଣ ଆଶଙ୍କା ଏବେ ବି ଥମି ନାହିଁ।...

ଦିଲ୍ଲୀ କ୍ୟାପିଟାଲ୍ସ ସହ ମ୍ୟାଚ ପୂର୍ବରୁ ସିଏସକେକୁ ଝଟକା – ଦଳରୁ ବାଦ୍ ପଡ଼ିଲେ ଅମ୍ବାତି ରାଇଡୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ ବିପକ୍ଷ ମ୍ୟାଚ୍ ପୂର୍ବରୁ ସିଏସକେକୁ ଲାଗିଛି ଝଟକା। ଆହତ ଜନିତ କାରଣରୁ ଦଳରୁ ବାଦ୍ ପଡ଼ିଛନ୍ତି ଷ୍ଟାର ବ୍ୟାଟ୍ସମ୍ୟାନ୍ ଅମ୍ବାତି ରାଇଡୁ। ଅମ୍ବାତି ରାଇଡୁ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍...

ନ୍ୟୁଜ୍‌ ଅପଡେଟ୍‌ @2PM (୨୩ ସେପ୍ଟେମ୍ବର, ୨୦୧୯)

ODISHALIVE_NEWS UPDATE_2PM
ଓଡ଼ିଶାଲାଇଭ ବ୍ୟୁରୋ ଓଡ଼ିଶା ସହ ଦେଶବିଦେଶର ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍ ଆଜିର ମୁଖ୍ୟ ଖବର। ଓଡ଼ିଶାରେ ପୁଣି ପୁଞ୍ଜିନିବେଶ କରିବ କୋରିଆ, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ୪୬ ଜଣିଆ ଦଳ ଓଡ଼ିଶାରୁ ପୋସ୍କୋର...

ଜୁଲାଇ ୩୧ ଯାଏ ମହାରାଷ୍ଟ୍ର ଲକ୍‌ଡାଉନ୍

lockdown
ଓଡିଶାଲାଇଭ ବ୍ୟୁରୋ ପଶ୍ଚିମବଙ୍ଗ ପରେ ମହାରାଷ୍ଟ୍ର ସରକାର ବଢ଼ାଇଲେ ଲକ୍‌ଡାଉନ୍‌ ଅବଧି। ଜୁଲାଇ ୩୧ ଯାଏ ମହାରାଷ୍ଟ୍ର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ଉଦ୍ଧବ ଠାକ୍‌ରେଙ୍କ ସରକାର। ମହାରାଷ୍ଟ୍ରରେ କରୋନା ସ୍ଥିତି ଅଣାୟତ୍ତ ହୋଇଯାଇଥିବାରୁ ଏହାକୁ...

କଟକ ସହରରୁ ଆଉ ୫୩ ପଜିଟିଭ୍ ଚିହ୍ନଟ

corona
ଓଡିଶାଲାଇଭ୍ କରୋନା ବ୍ୟୁରୋ ଆଜି କଟକ ସହରରୁ ଆଉ ୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍‌ରୁ ୪୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।...