‘‘ମୁଁ ଲୁଲୁ ମହାପାତ୍ରଙ୍କ ଝିଅ। ମୁଁ ହେଉଛି ବ୍ରହ୍ମଗିରିର ଝିଅ। ଏହା ହିଁ ହେଉଛି ମୋର ପରିଚୟ’’, କହିଛନ୍ତି ଉପାସନା ମହାପାତ୍ରା ବ୍ରହ୍ମଗିରି ବିଧାନସଭା ଆସନ ପାଇଁ ବୁଧବାର ଦିନ ପୁରୀ ଉପ-ଜିଲ୍ଲାପାଳଙ୍କ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ ବିଜେପି ପ୍ରାର୍ଥୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରା ଲଳିତେନ୍ଦୁ ହେଉଛନ୍ତି ସ୍ୱର୍ଗତ ଲଲୁ ମହାପାତ୍ରଙ୍କ ଭାଇ। ଏହି ପ୍ରାର୍ଥିପତ୍ର ଦାଖଲ ବେଳେ ବ୍ରହ୍ମଗିରିରୁ ପୁରୀ ଆଭିମୁଖେ ଆସିଥିଲା ବିଶାଳ ଶୋଭାଯାତ୍ରା। ଏଥିରେ ସାମିଲ ହୋଇଥିଲେ ଲୁଲୁଙ୍କ ଝିଅ ଉପାସନା।

Leave a Reply

Your email address will not be published. Required fields are marked *

*