ଶୀତ ପାଇଁ ନନ୍ଦନକାନନରେ ସିମ୍ପାଞ୍ଜିଙ୍କ ଖୁଆଡରେ ଲାଗିଲା ରୁମ୍ ହିଟର

ଓଡ଼ିଶାଲାଇଭ୍‍ ବ୍ୟୁରୋ ଶୀତ ଦାଉରୁ ସିମ୍ପାଞ୍ଜି ଓ ଓରାଙ୍ଗଉଟାନମାନଙ୍କୁ ରକ୍ଷା କରିବା ପାଇଁ ସେମାନେ ରହୁଥିବା ଖୁଆଡରେ ଖଟ ଏବଂ କମ୍ବଳ ଯୋଗାଇ ଦେବା ସହ ସନ୍ଧ୍ୟାରେ ଖୁଆଡରେ ରୁମ୍ ହିଟର ଲଗାଯାଇ ରୁମ୍‌କୁ...

ପେଡାଲରେ ପ୍ରକୃତି ସଂରକ୍ଷଣ: କୋଣାର୍କରୁ କୋରାପୁଟ ସାଇକଲ ଯାତ୍ରାରେ ଯିବେ ୨୦ଜଣ ପ୍ରତିନିଧି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରକୃତି ସୁରକ୍ଷାର ବାର୍ତ୍ତା ନେଇ ଡିସେମ୍ବର ୨୩ରୁ ଆରମ୍ଭ ହେଉଛି କୋଣାର୍କ ଅନ୍ତରାଷ୍ଟ୍ରୀୟ ସାଇକ୍ଲୋଥନ୍। ଏହି ଅଭିଯାନରେ ୨୦ ଜଣ ପ୍ରତିନିଧି ସାମିଲ୍‌ ହୋଇ କୋଣାର୍କରୁ କୋରାପୁଟ ସାଇକେଲ ଯାତ୍ରା କରିବେ। ପ୍ରଦୂଷଣରେ...

କୋଣାର୍କ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ: ଏଥରର ଆକର୍ଷଣ ଭିନ୍ନକ୍ଷମ ଶିଳ୍ପୀ

ଓଡ଼ିଶାଲାଇଭ୍‌ ସ୍ୱତନ୍ତ୍ର ପ୍ରତିନିଧି ଡିସେମ୍ବର ୧ରୁ ୫ କୋଣାର୍କ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ୮ଟି ଦେଶରୁ ଆସୁଛନ୍ତି ବହୁ ବାଲୁକା ଶିଳ୍ପୀ ମହିଳା ଓ ଭିନ୍ନକ୍ଷମ ଶିଳ୍ପୀ ହେବେ ଆକର୍ଷଣ ୫...

କୋଣାର୍କ ଉତ୍ସବ ଉଦଘାଟିତ: ଓଡ଼ିଶୀ-ଭାରତନାଟ୍ୟମ ନୃତ୍ୟରେ ବିଭୋର ହେଲେ ଦର୍ଶକ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଣାର୍କ ଉତ୍ସବ-୨୦୧୭ ଉଦ୍‌ଘାଟିତ ଚନ୍ଦ୍ରଭାଗା ବେଳଭୂମିରେ 'ବାଲୁକା କଳା ଉତ୍ସବ' ବି ଶୁଭାରମ୍ଭ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କଲେ ଉଦ୍‌ଘାଟନ ପ୍ରଥମ ସନ୍ଧ୍ୟାରେ ପରିବେଷଣ...

ଚନ୍ଦ୍ରଭାଗା ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ: ମଜା ନେଉଛନ୍ତି ବିଦେଶୀ ଓ ସ୍ଥାନୀୟ ପର୍ଯ୍ୟଟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଚନ୍ଦ୍ରଭାଗା ବେଳାଭୂମିରେ ଚାଲିଛି ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ। ଭାରତ ଛଡ଼ା ୮ଟି ଦେଶରୁ ଅନେକ କଳାକାର ଭାଗ ନେଇଛନ୍ତି। ପର୍ଯ୍ୟଟକମାନେ ସୁନ୍ଦର ସୁନ୍ଦର ବାଲୁକା କଳାର ମଜା ନେଉଛନ୍ତି। କୋଣାର୍କସ୍ଥିତ ଚନ୍ଦ୍ରଭାଗା...

କୋଣାର୍କ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା: ମନ ମୋହିଲା ଡୋନା ଗାଙ୍ଗୁଲିଙ୍କ ଓଡ଼ିଶୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଦର୍ଶକଙ୍କୁ ମତୁଆଲା କରିଛି କୋଣାର୍କ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା। କଥକ ଏବଂ ଓଡ଼ିଶୀ ନୃତ୍ୟରେ ବିଭୋର ହୋଇଛନ୍ତି ଦର୍ଶକ। ଅଭିନବ ଡ୍ୟାନ୍ସ କମ୍ପାନିର କଥକ ଏବଂ ଡୋନା ଗାଙ୍ଗୁଲି ଓ ସାଥୀଙ୍କ...

କୋଣାର୍କ ଉତ୍ସବ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପାଇଁ ଏକ ବିରାଟ ପ୍ଲାଟଫର୍ମ – ଡୋନା ଗାଙ୍ଗୁଲି

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=0-zyd8YPBhY] "କୋଣାର୍କ ନୃତ୍ୟ ମଣ୍ଡପରେ ନାଚିଲା ବେଳେ ପଛରେ ସୂର୍ଯ୍ୟ ମନ୍ଦିର ଏବଂ ସାମ୍ନା ଆକାଶରେ ଚନ୍ଦ୍ରଙ୍କୁ ଦେଖି ମୋତେ ଆତ୍ମହରା ଲାଗେ।" "କୋଣାର୍କ ଉତ୍ସବ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପାଇଁ ଏକ...

କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟା: ଓଡ଼ିଶୀ-କୁଚିପୁଡି ନୃତ୍ୟରେ ଝୁମିଲେ ଦର୍ଶକ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଥମ ଏବଂ ଦ୍ୱିତୀୟ ସନ୍ଧ୍ୟା ପରି କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟା ଥିଲା ଚିତ୍ତାକର୍ଷକ। ମାଲେସିଆରୁ ଆସିଥିବା ନୃତ୍ୟଗୁରୁ ରାମ୍‌ଲି ଇବ୍ରାହିମଙ୍କ ଓଡ଼ିଶୀ, ବନଶ୍ରୀ ରାଓ ଏବଂ ଗ୍ରୁପ୍‌ ତରଫରୁ ମଞ୍ଚସ୍ଥ...

କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟା: ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କଲା ମଣିପୁରୀ-ଓଡ଼ିଶୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଣାର୍କ ଉତ୍ସବ ମଞ୍ଚରେ ଖ୍ୟାତିସମ୍ପନ୍ନ କଳାକାରଙ୍କ ନୃତ୍ୟରେ ତିନି ଦିନ ହେଲା ବିଭୋର ହେଉଥିବା ଦର୍ଶକ ଚତୁର୍ଥ ସନ୍ଧ୍ୟାରେ ବି ମଜିଛନ୍ତି। ବିମ୍ବାବତୀ ଦେବୀଙ୍କ ମଣିପୁରୀ ଏବଂ ଦକ୍ଷ ମଶ୍ରୁୱାଲାଙ୍କ ଓଡ଼ିଶୀ...

କୋଣାର୍କ ଭଗ୍ନ କାରୁକଳାର ଆକର୍ଷଣ – ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟ

ନୀଳାମ୍ବର ରଥ କୋଣାର୍କ ମନ୍ଦିର ବୁଲିବା ପରେ ପାଖରେ ଥିବା କୋଣାର୍କ ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟ ନ ବୁଲିବା ପର୍ଯ୍ୟନ୍ତ ସମ୍ଭବତଃ ଆପଣ କୋଣାର୍କ ମନ୍ଦିର ଦେହରେ ଦିନେ ସ୍ଥାନ ପାଉଥିବା ଅପୂର୍ବ କାରୁକଳାର ପୂର୍ଣ୍ଣାଙ୍ଗ...