ସ୍ମାର୍ଟ ବସ୍ – ଗଣପରିବହନ କ୍ଷେତ୍ରରେ ଆଣିବ ଏକ ନୂଆ ବିପ୍ଳବ

ଶ୍ୟାମଲ କିଶୋର ରେଳଗାଡ଼ି ଓ ବସ୍‌ର ଏହା ହେଉଛି ଏକ ଅଦ୍ଭୁତ ମିଶ୍ରଣ। ରେଳଲାଇନ୍‌ ନାହିଁ, ଚାଳକ ନାହାନ୍ତି, ଗାଡ଼ି ଯାତ୍ରୀଙ୍କୁ ନେଇ ଗନ୍ତବ୍ୟ ସ୍ଥଳକୁ ଚଳାଚଳ କରୁଛି। ଏକା ରାସ୍ତାରେ ପାଖାପାଖି ଯାତାୟାତ...

ସେପ୍ଟେମ୍ବର ସୁଦ୍ଧା ଓଡ଼ିଶାରେ ଆଉ ୪ଟି ବିମାନ ବନ୍ଦର, ‘ଉଡାନ୍‍’ ସେବା ଲାଗି କେନ୍ଦ୍ର-ରାଜ୍ୟ ଚୁକ୍ତି

ଓଡ଼ିଶାଲାଇଭ୍‍ ବ୍ୟୁରୋ ବିମାନ ଉଡାଣ କ୍ଷେତ୍ରରେ ଓଡ଼ିଶା ଆଉ ପଛରେ ପଡ଼ିରହିବ ନାହିଁ। ଯଦି ସବୁ କିଛି ଠିକ୍ ଚାଲେ ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ଅଧିକ ୪ଟି ବିମାନ ବନ୍ଦରରୁ ଉଡାଣ ଆରମ୍ଭ...

ସେପ୍ଟେମ୍ବର ୧୮ରେ ଚତୁର୍ଥ ଓଡ଼ିଶା ଟୁରିଜିମ୍ କନକ୍ଲେଭ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବା ପାଇଁ ଆସନ୍ତା ସେପ୍ଟେମ୍ବର ୧୮ ତାରିଖରେ ହେବାକୁ ଯାଉଛି ଚତୁର୍ଥ ଓଡ଼ିଶା ଟୁରିଜମ କନକ୍ଲେଭ। ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶା (ଏଚଆରଏଓ)...

ସାହିତ୍ୟ କୃତିକୁ ନେଇ ହେବ ଟ୍ରେନ୍‌ର ନାମକରଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ ରେଳଯାତ୍ରାକୁ ଟିକିଏ ଅଧିକ ଜ୍ଞାନବର୍ଦ୍ଧକ ଓ ସାହିତ୍ୟିକ କରିବା ପାଇଁ ରେଳ ମନ୍ତ୍ରାଳୟ ଏକ ନୂଆ ପ୍ରସ୍ତାବ ଉପରେ ବିଚାର କରୁଛି। ଏହି ପ୍ରସ୍ତାବ ଅନୁସାରେ ଟ୍ରେନ୍‌ଗୁଡ଼ିକୁ ସେହି ଅଞ୍ଚଳର...

ସାରା ଭାରତରେ ଯାହା ନାହିଁ, ତାହା ଓଡ଼ିଶାରେ ରହିଛି – ଜେ କେ ମହାନ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=YUA7wI_Nbzc ଫିକି ଜାତୀୟ ପର୍ଯ୍ୟଟନ କମିଟିର ଯୁଗ୍ମ ଅଧ୍ୟକ୍ଷ ତଥା ସ୍ୱସ୍ତି ଗ୍ରୁପ୍‌ର ସିଏମ୍‌ଡି ଜେ କେ ମହାନ୍ତି ଓଡ଼ିଶା ଟ୍ରାଭେଲ ବଜାରର ତୃତୀୟ ସଂସ୍କରଣରେ ଯୋଗ ଦେଇ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରର...

ସମୁଦ୍ରର ସୁ ସୁ ଶବ୍ଦରେ, ଥଣ୍ଡା ପବନରେ, ବେଳାଭୂମି ଟେଣ୍ଟରେ ବିତାନ୍ତୁ ଗୋଟିଏ ରାତି

ଓଡ଼ିଶାଲାଇଭ୍ ବ୍ୟୁରୋ https://youtu.be/NuxZ1L5BBb4  କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରକୂଳରେ ମେରାଇନ୍‌ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌ର ବିଳାସପୂର୍ଣ୍ଣ ଟେଣ୍ଟରେ ବିତାନ୍ତୁ ଗୋଟିଏ ରାତି। ସମୁଦ୍ରର ସୁ ସୁ ଶବ୍ଦରେ, ଶୀତଳ ବାଲିରେ, ଥଣ୍ଡା ପବନରେ ଓ ପ୍ରକୃତିର କୋଳରେ କିଏ...

ସତୀଗୁଡ଼ା ଡ୍ୟାମ୍: ଆଦିବାସୀ ରମଣୀ ‘ମଞ୍ଜୁସା’ଙ୍କ ସତୀତ୍ୱ ଓ ଆତ୍ମ ବଳିଦାନର ସ୍ଥାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେବଳ ଶୀତ କି ଗ୍ରୀଷ୍ମ ନୁହେଁ, ବର୍ଷାଦିନରେ ବି ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀରେ ବୁଲିବାର ମଜା କିଛି ଅଲଗା ଥାଏ। ଖୋଲା ଆକାଶରେ ଭାସୁଥିବା ମେଘଖଣ୍ଡ ପୁଣି କେତେବେଳେ ପବନ ସହ...

ସଂକ୍ଷେପରେ କୋଣାର୍କ ଉତ୍ସବ, ଦେଖନ୍ତୁ ଭିଡିଓ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=yOV--z9EN8M କୋଣାର୍କ ଉତ୍ସବକୁ ନେଇ ଓଡ଼ିଶାଲାଇଭ୍‌ର ସଂକ୍ଷିପ୍ତ ଭିଡିଓ ଦେଖନ୍ତୁ। କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇ ଯାଇଛି ବିଶ୍ୱପ୍ରସିଦ୍ଧ କୋଣାର୍କ ଉତ୍ସବ। ଡିସେମ୍ବର ୧ରୁ ୫ ଯାଏଁ ଚାଲିଥିଲା ଏହି ଉତ୍ସବ। ଶିତୁଆ ସନ୍ଧ୍ୟାରେ...

ଶ୍ରୀମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

ଡକ୍ଟର ଭାସ୍କର ମିଶ୍ର ଶ୍ରୀଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରା ମଧ୍ୟରୁ ସ୍ନାନଯାତ୍ରା ଅନ୍ୟତମ ପ୍ରସିଦ୍ଧ ଉତ୍ସବ। ପ୍ରତିବର୍ଷ ଜ୍ୟେଷ୍ଠ ପୂର୍ଣ୍ଣମୀ ତିଥିରେ ଶ୍ରୀଜୀଉମାନଙ୍କର ଏହି ସ୍ନାନ ମହୋତ୍ସବ ପାଳିତ ହୋଇଥାଏ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ...

ଶ୍ରୀ ରାମାୟଣ ଏକ୍ସପ୍ରେସ – ତୀର୍ଥଯାତ୍ରୀଙ୍କୁ ବୁଲାଇବ ଅଯୋଧ୍ୟାରୁ ରାମେଶ୍ୱରମ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଟି କୋଟି ଶ୍ରଦ୍ଧାଳୁଙ୍କ ପାଇଁ ଖୁସିଖବର। ଭାରତ ସହିତ ଶ୍ରୀଲଙ୍କାର ଯେଉଁସବୁ ସ୍ଥାନରେ ମହାପ୍ରଭୁ ଶ୍ରୀରାମଙ୍କ ପାଦ ପଡ଼ିଛି ସେଠାକୁ ଯାଇ ଦର୍ଶନ କରିବା ଏବେ ସହଜ ହୋଇଯାଇଛି। ବୁଧବାରଠାରୁ ଏକ...