ରାଜଧାନୀ ପୂଜାମଣ୍ଡପ: ରସୁଲଗଡ଼ରେ ଝଟକୁଛି ଅକ୍ଷରଧାମ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=xFRIrlCCi1Y] କୋଭିଡ ମହାମାରୀର ଦୁଇ ବର୍ଷ ପରେ ରାଜଧାନୀ ଭୁବନେଶ୍ଵରରେ ଆୟୋଜନ କରାଯାଇଛି ଶାରଦୀୟ ଦୁର୍ଗାପୂଜା। ଚଳିତ ବର୍ଷ କଟକଣା ମୁକ୍ତ ଦୁର୍ଗାପୂଜାରେ ସାମିଲ ହୋଇଛନ୍ତି ହଜାର ହଜାର ଭକ୍ତ। ଭୁବନେଶ୍ଵରରେ...

ବିଶାଖାପାଟଣାରେ ଧୁମଧାମରେ ଦୁର୍ଗାପୂଜା ପାଳିଲେ ପ୍ରବାସୀ ଓଡ଼ିଆ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): କରୋନା ମହାମାରୀ ଯୋଗୁଁ ୨ ବର୍ଷ ଧରି ପ୍ରବାସୀ ଓଡ଼ିଆଙ୍କ ସମସ୍ତ ପର୍ବ ସମ୍ପୂର୍ଣ ରୂପେ ବନ୍ଦ ରହିଥିଲା। କଟକଣା ଉଠିବା ପରେ ସବୁ ପର୍ବକୁ...

ଆଜି ଷଷ୍ଠୀ- ଧରାବତରଣ କରିବେ ମା’ ଦୁର୍ଗା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ମହାଷଷ୍ଠୀ ପୂଜା। ଧରାପୃଷ୍ଠକୁ ଅବତରଣ କରିବେ ଜଗତଜନନୀ ମା’ ଦୁର୍ଗା। ମହାଷଷ୍ଠୀରେ ଦଶଭୁଜା ମା’ ଆବିର୍ଭାବ ହୋଇଥାନ୍ତି ବୋଲି ବିଶ୍ଵାସ ରହିଛି। ମା’ଙ୍କ ଆଗମନ ପାଇଁ ସମସ୍ତ ପୂଜାମଣ୍ଡପରେ ପ୍ରସ୍ତୁତି...

କେନ୍ଦ୍ରାପଡ଼ା ଦୁର୍ଗାପୂଜାରେ ନିଆରା ପରମ୍ପରା: ମୁଣ୍ଡରେ ଝୁଣା ପୋଡ଼ି କରାଯାଏ ମା’ଙ୍କ ଆରାଧନା

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲାରେ ଦୁର୍ଗାପୂଜାରେ ଦେଖିବାକୁ ମିଳେ ଏକ ଭିନ୍ନ ପରମ୍ପରା। ମୁଣ୍ଡ ଉପରେ ନିଆଁ ଜାଳି ଝୁଣା ଧୂଆଁରେ ମା'ଙ୍କୁ କରାଯାଏ ଆରାଧନା। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ନୀଳକଣ୍ଠପୁର ପୂଜାମଣ୍ଡପରେ ଭିନ୍ନ...

ଈଟିଭି ଏବଂ ଓଟିଭିରେ ବିକାଶମୂଳକ ସାମ୍ବାଦିକତା – ଓଡ଼ିଶାରେ ଟେଲିଭିଜନର ଯାତ୍ରା (ଭାଗ-୩୨)

ଡକ୍ଟର ଫକୀର ମୋହନ ନାହାକ ‘ଓଡ଼ିଶାରେ ଟେଲିଭିଜନର ଯାତ୍ରା’ ଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ...

ବାଲେଶ୍ୱର ଦଶହରାର ମୁଖ୍ୟ ଆକର୍ଷଣ ବାଡ଼ି ଖେଳ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱରରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ବିଧି ବେଶ ପୁରାତନ। ଏଠାରେ ଦଶହରାରେ ନିଆରା ପରମ୍ପରା ଦେଖିବାକୁ ମିଳେ। ସବୁଠାରୁ ବଡ଼ କଥା ହେଲା ଦଶହରା ଅବସରରେ ମୁଖ୍ୟ ଆକର୍ଷଣ ପାଲଟିଥାଏ ବାଡ଼ି...

କଟକ ଦୁର୍ଗା ପୂଜାରେ ଜରି ମେଢ଼ର ଆଦର

ଓଡ଼ିଶାଲାଇଭ୍ ବ୍ୟୁରୋ ସମୟ ବଦଳିବା ସହ କଟକର ଦୁର୍ଗା ପୂଜା ପାଳନର ଢଙ୍ଗ ବି ବଦଳୁଛି। ଏବେ ଅଧିକାଂଶ ପୂଜା ମଣ୍ଡପରେ ଚାନ୍ଦି ମେଢ଼ ଶୋଭା ପାଉଥିବାବେଳେ ଆଉ କିଛି ପୂଜା ମଣ୍ଡପରେ ମା’ଙ୍କୁ...

‘ରୋଜିସ୍ କିଚେନ’ରୁ ସଫଳ ମହିଳା ଉଦ୍ୟୋଗୀ ସରୋଜା ଚୌଧୁରୀ

ସଂଗୀତା ମାନସିଂହ [youtube https://www.youtube.com/watch?v=P-0dzxp_1IY] ରୋଷେଇ ଆସୁନଥିଲା ବୋଲି ଦିନେ ଯିଏ ଶାଶୂଙ୍କଠାରୁ ପଦିଏ ମିଠା ଗାଳି ଶୁଣିଥିଲେ, ଏବେ ତାଙ୍କ ହାତ ରନ୍ଧା ଖାଦ୍ୟ ତାଙ୍କୁ ଦେଇଛି ସ୍ଵତନ୍ତ୍ର ପରିଚୟ ଏବଂ ପ୍ରତିଷ୍ଠା। ଭୁବନେଶ୍ୱରରେ...

ଇତିହାସରେ ଜୟପୁର ଦଶହରା – ରୁପା ବିମାନରେ ବସି ୯ ଦିନ ସହର ପରିକ୍ରମା କରୁଥିଲେ ମା’ କନକଦୁର୍ଗା

ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଜା ବିକ୍ରମଦେବ ନିଜ ରାଜଧାନୀ ଜୟପୁରକୁ ଆଣିବା ପରେ ସେଠାରେ ପ୍ରତିଷ୍ଠା ହୋଇଥିଲେ ଦେବୀ କନକଦୁର୍ଗା। ସେବେଠାରୁ ଦେବୀଙ୍କ ଆରାଧନା ସହ ଜୟପୁରରେ ପାଳିତ ହୋଇ ଆସୁଛି ଶାରଦୀୟ ଦଶହରା। କୋରାପୁଟ...

କେନ୍ଦ୍ରାପଡ଼ାର ନିଆରା ପରମ୍ପରା: ଦୁର୍ଗାପୂଜା ବେଳେ ହୁଏ କୁମାରୀଙ୍କ ପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା ସହର ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ବଙ୍ଗାଳି ସାହିରେ ଦୁର୍ଗାପୂଜା ଅବସରରେ ମା’ଙ୍କୁ ଭିନ୍ନ ପରମ୍ପରାରେ ପୂଜା କରାଯାଏ। ଆସିଛି ପାର୍ବଣର ଋତୁ। ଦୁର୍ଗା ପୂଜା ପାଇଁ ଉତ୍ସବ ମୁଖର ହୋଇ ଉଠିଛି ସାରା ରାଜ୍ୟ।...