mint leaves

ସୁସ୍ଥ ତ୍ୱଚା ପାଇଁ ଜରୁରୀ ପୁଦିନା- ଜାଣନ୍ତୁ ଏହାର ଉପକାରିତା

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଦିନା ପତ୍ରରେ ରହିଛି ଓୌଷଧୀୟ ଗୁଣ। ଥଣ୍ଡା ପ୍ରଦାନ କରୁଥିବା ଏହି ଗୁଳ୍ମ ଜାତୀୟ ଉଦ୍ଭିଦ ଖାସ୍ କରି ଗରମ ଦିନରେ ଶରୀରକୁ ଥଣ୍ଡା ରଖେ। ହଜମ ପ୍ରକ୍ରିୟା ଠିକ୍ କରିବାଠୁ...
dil bechara

ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ର ଟ୍ରେଲର କଲା ବିଶ୍ୱ ରେକର୍ଡ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ସମସ୍ତ ଅପେକ୍ଷାର ଅନ୍ତ ଘଟାଇ ଅଭିନେତା ସୁଶାନ୍ତ ସିଂଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍ ବେଚାରା’ର ଟ୍ରେଲର୍ ଜୁଲାଇ ୬ ତାରିଖରେ ରିଲିଜ୍ ହୋଇଛି। ଏହାକୁ ଦର୍ଶକ ଖୁବ୍ ପସନ୍ଦ...
Akshaye-Khanna

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ଯାଞ୍ଚ ଦାବିରେ ଆଗକୁ ଆସିଲେ ଅଭିନେତା ଅକ୍ଷୟ ଖନ୍ନା

ଓଡ଼ିଶାଲାଇଭ୍ ବ୍ୟୁରୋ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରଠୁ ବି ଟାଉନରେ ବଢ଼ିଚାଲିଛି ବିବାଦ। ଏହି ବିବାଦର ଶିକାର ହେଉଛନ୍ତି କେତେକ ନାମୀଦାମୀ କଳାକାର। ଏଥିମଧ୍ୟରେ ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ଯାଞ୍ଚ ପାଇଁ...

ସୁରକ୍ଷିତ ଦୀପାବଳି ପାଳିବାକୁ ବାଲୁକା କଳାରେ ବାର୍ତ୍ତା ଦେଲେ ସୁଦର୍ଶନ ପଟ୍ଟନାୟକ

ଓଡ଼ିଶାଲାଇଭ ବ୍ୟୁରୋ ବାଲୁକା କଳା ମାଧ୍ୟମରେ ସୁରକ୍ଷିତ ଦୀପାବଳି ପାଳିବାକୁ ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେ ପୁରୀ ବେଳାଭୂମିରେ ଏହି ବାଲୁକା କଳା ନିର୍ମାଣ କରିଛନ୍ତି। ଏଥିରେ ସେ...

ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ ବାତ୍ୟା ବୁଲ୍‌ବୁଲ୍‌ – ଆଇଏମ୍‌ଡି

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ବୁଲ୍‌ବୁଲ୍‌ ଉଗ୍ର ରୂପ ନେଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହେଉଛି। ଭାରତୀୟ ପାଣିପାଗ ବିଭାଗର ତାଜା ରିପୋର୍ଟ ଅନୁସାରେ, ବୁଲ୍‌ବୁଲ୍‌ ସୁନ୍ଦରବନ ଦେଇ ଗତି କରିବ ଏବଂ ଏହା...

ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ୍‌ କରିବ ମହାବାତ୍ୟା ଅମ୍ପନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୀଘା-ହାତିଆ ମଝିରେ ସୁନ୍ଦରବନ ପାଖରେ ଲ୍ୟାଣ୍ଡଫଲ କରିବ ଅମ୍ପନ ପାରାଦୀପଠାରୁ ୭୭୦ କିଲୋମିଟର ଦୂରରେ ଅମ୍ପନ ବଙ୍ଗୋପସାଗରରେ ଅମ୍ପନ ହେଉଛି ଦ୍ୱିତୀୟ ମହାବାତ୍ୟା ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୬୫ରୁ...

ସୁନ୍ଦରଗଡ଼ର ବିଷ୍ଣୁ ମୁଣ୍ଡାଙ୍କୁ ନୂଆ ପରିଚୟ ଦେଲା ‘ଟସର ଚାଷ’

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼: ‘‘ଟସର ଚାଷ କରି ମୁଁ ଖୁସିରେ ମୋ’ ପରିବାର ଚଳାଉଛି। ଏହି ଚାଷରୁ ଯାହା ରୋଜଗାର ହେଉଛି ସେଥିରେ ପିଲାମାନଙ୍କ ପାଠପଢ଼ା ସହିତ ଘର ଖର୍ଚ୍ଚ ମଧ୍ୟ କରୁଛି’’, ନିଜର...

ସୁନ୍ଦରଗଡ଼ର ପାନପୋଷ କ୍ରୀଡ଼ା ଛାତ୍ରାବାସ: ଗାଁ ଗହଳିର ହକି ପ୍ରତିଭାମାନଙ୍କ ଭବିଷ୍ୟତର ସ୍ୱପ୍ନକୁ ଦେଉଛି ନୂଆ ଉଡ଼ାଣ

ଓଡ଼ିଶାଲାଇଭ୍ ବ୍ୟୁରୋ ‘‘ଆମ ସ୍ପୋର୍ଟସ୍ ହଷ୍ଟେଲରେ ଭଲ କୋଚ ଅଛନ୍ତି। ସେମାନେ ଆମକୁ ଭଲଭାବେ ତାଲିମ ଦେଉଛନ୍ତି। ହକି ଅଭ୍ୟାସ କରିବା ଲାଗି ଆମକୁ ନୂଆ ଷ୍ଟିକ୍ ସହିତ ବିଭିନ୍ନ ଉପକରଣ ଆଦି ମିଳିଛି।...
odisha sasana 1

ସୁନ୍ଦରଗଡ଼ ଜିଲ୍ଲାରେ ଡାକ୍ତରଙ୍କ ନିଯୁକ୍ତି: ମେ ୮ ଯାଏଁ କରିପାରିବେ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡାକ୍ତରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ମେ ୮ ଯାଏଁ ଆବେଦନ କରିପାରିବେ। ଏହି ନିଯୁକ୍ତି ଡିଷ୍ଟ୍ରିକ୍ଟ ମିନେରାଲ...
coconut f

ସୁନ୍ଦର କେଶଠାରୁ ଆରମ୍ଭ କରି ଚମକଦାର ତ୍ୱଚା ପର୍ଯ୍ୟନ୍ତ, ଜାଣନ୍ତୁ ନଡ଼ିଆର ଉପକାରିତା

ଓଡ଼ିଶାଲାଇଭ୍ ବ୍ୟୁରୋ ନଡ଼ିଆ ହେଉଛି ଏକ ବହୁଗୁଣର ଅଧିକାରୀବିଶିଷ୍ଟ ଫଳ। ନଡ଼ିଆ ତେଲ କେଶ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥିବା ବେଳେ ନଡ଼ିଆ ପାଣି ତ୍ୱଚାରୁ ଦାଗ, ବ୍ରଣ ଆଦି ଦୂର କରିବାରେ ବ୍ୟବହାର...