ଲୋକସଭା ନିର୍ବାଚନରେ ବିଜେଡିର ରଣନୀତି, ଘୋଷଣା କରିଥିବା ୧୫ ଆସନରୁ ୧୧ଟିରେ ଲଢ଼ିବେ ନୂଆ ପ୍ରାର୍ଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ରାଜ୍ୟର ୨୧ଟି ଲୋକସଭା ଆସନରୁ ବୁଧବାର ଦୁଇଟି ପର୍ଯ୍ୟାୟରେ ୧୫ଟି ଆସନ ପାଇଁ ଦଳ ପ୍ରାର୍ଥୀ...

ଆସିଲା ବିଜେଡିର ଦ୍ଵିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା: ପୁରୀରୁ ଅରୂପ ପଟ୍ଟନାୟକ, କଟକରୁ ଲଢ଼ିବେ ସନ୍ତୃପ୍ତ ମିଶ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଆସିଲା ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା। ଦ୍ୱିତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ପୁରୀ ଲୋକସଭା ଆସନରୁ...

ଭୁବନେଶ୍ଵର ସଂସଦୀୟ କ୍ଷେତ୍ର ଦଖଲ ପାଇଁ ଏଥର ମୁହାଁମୁହିଁ ହେବେ ଅପରାଜିତା ଷଡ଼ଙ୍ଗୀ-ମନ୍ମଥ ରାଉତରାୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଥର ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଦଖଲ ପାଇଁ ଜୋରଦାର ହେବ ରାଜନୈତିକ ଲଢ଼େଇ। ନିର୍ବାଚନ ମଇଦାନରେ ମୁହାଁମୁହିଁ ହେବେ ଅପରାଜିତା ଷଡ଼ଙ୍ଗୀ ଏବଂ ମନ୍ମଥ ରାଉତରାୟ। ଭୁବନେଶ୍ଵର ସାଂସଦ ଥିବା ଅପରାଜିତା ଷଡ଼ଙ୍ଗୀ...

ଓଡ଼ିଶା ଲୋକସଭା ଓ ବିଧାନସଭା ନିର୍ବାଚନ ଲାଗି ଆସିଲା ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ଜାଣନ୍ତୁ କିଏ...

ଓଡ଼ିଶାଲାଇଭ୍ ବ୍ୟୁରୋ ଅପେକ୍ଷାର ଅନ୍ତ ହେଲା। ଓଡ଼ିଶା ଲୋକସଭା ଏବଂ ବିଧାନସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜୁ ଜନତା ଦଳ (ବିଜେଡି)। ବୁଧବାର ଦିନ ବିଜେଡି ସୁପ୍ରିମୋ...

ବିଜେଡିରେ ଯୋଗ ଦେଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡିରେ ଯୋଗ ଦେଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ନିଜ ସମର୍ଥକଙ୍କ ସହ ବୁଧବାର ଦିନ ଶଙ୍ଖ ଭବନକୁ ଆସି ବିଜେଡିରେ ବିଧିବଦ୍ଧ ଭାବେ ସାମିଲ...

ଓଡ଼ିଶାର ସୀମାନ୍ତ ଭୋଟ ବ୍ୟାଙ୍କ ଉପରେ ଆନ୍ଧ୍ରପ୍ରଦେଶର ନଜର

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): କୋଟିଆ ପରେ ଗଞ୍ଜାମ ଜିଲ୍ଲାର ସୀମାନ୍ତ ଇଲାକାର ଭୋଟ ବ୍ୟାଙ୍କ ଉପରେ ଏବେ ନଜର ପକାଇଛି ଆନ୍ଧ୍ରପ୍ରଦେଶ। ଏଥିପାଇଁ ଅଙ୍କକଷା ଆରମ୍ଭ କରିଛନ୍ତି ଆନ୍ଧ୍ରପ୍ରଦେଶର ନେତା ଓ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡିରୁ ଇସ୍ତଫା ଦେଲେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ। ନିଜ ଇସ୍ତଫା ପତ୍ର ସେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ଦଳରେ ତାଙ୍କୁ ଅଣଦେଖା କରାଯାଉଥିବାରୁ ବିଜେଡି...

ଓଡ଼ିଶାର ୧୮ ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା, ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରାପଡ଼ାରୁ ବୈଜୟନ୍ତ...

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକସଭା ନିର୍ବାଚନରେ ଓଡ଼ିଶା ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି। ରାଜ୍ୟର ୨୧ଟି ଲୋକସଭା ଆସନରୁ ୧୮ଟି ଆସନ ଲାଗି ରବିବାର ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ବିଜେପି ପକ୍ଷରୁ...

ଏଥର ସରଗରମ ହେବ ଆନ୍ଧ୍ରପ୍ରଦେଶ ରାଜନୀତି: ନିର୍ବାଚନ ମଇଦାନକୁ ଓହ୍ଲାଇବେ ୬ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରାଧିକାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଚାଲିଛି କସରତ, ବାପାଙ୍କ ପରି ରାଜ୍ୟର ରାଜନୈତିକ କମାଣ ସମ୍ଭାଳିବାକୁ ପ୍ରସ୍ତୁତ ହେଉଛନ୍ତି ପୁଅ! (ବିଶାଖାଟଣା ଯଶୋବନ୍ତ ପାଢ଼ୀ): ୨୦୨୪ ସାଧାରଣ ନିର୍ବାଚନ ଲାଗି ଆନ୍ଧ୍ରପ୍ରଦେଶରେ ଚଳଚଞ୍ଚଳ...

ଶ୍ରଦ୍ଧାଞ୍ଜଳି: ଡାକ୍ତର ଦାମୋଦର ରାଉତ

ଭାସ୍କର ପରିଚ୍ଛା ଓଡ଼ିଶା ରାଜନୀତିର ପିତାମହ ଭୀଷ୍ମ ଭାବେ ପରିଚିତ ଥିଲେ ଡାକ୍ତର ଦାମୋଦର ରାଉତ। ସେ ୭ ଥର ବିଧାୟକ ଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ...