ହୋଲି ପାଳିବନି ବିଜେପି

ଓଡ଼ିଶାଲାଇଭ୍ ବ୍ୟୁରୋ ଏଥର ହୋଲି ପାଳିବନି ବିଜେପି। ଏନେଇ ବୁଧବାର ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସମସ୍ତ ରାଜ୍ୟ ସଭାପତିଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି। ଏହି ଚିଠିରେ ଲେଖାଯାଇଛି ଯେ, କୋରୋନା ଭାଇରସ...

ହେଲୋ ଓଡ଼ିଶା – ଏଥର ଲୋକଙ୍କୁ କ’ଣ କହିବେ ଅମିତ ଶାହ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ମୋଦୀ ସରକାରରେ ମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଫେବ୍ରୁଆରି ୨୮ରେ ଓଡ଼ିଶା ଆସୁଛନ୍ତି ଅମିତ ଶାହ। (ଭୁବନେଶ୍ୱରରୁ ସରୋଜ ମହାପାତ୍ର): ଫେବ୍ରୁଆରି ୨୮ରେ ଭୁବନେଶ୍ୱରରେ କ’ଣ କହିବେ ଅମିତ...

ହେଲିକପ୍ଟର ବିବାଦ: ବୈଜୟନ୍ତ ଯିବେ ଥାନାକୁ, ନୋଟିସ ଦେଲା ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚିଲିକା ନୋ ଫ୍ଲାଇଙ୍ଗ ଜୋନରେ ହେଲିକପ୍ଟର ଉଡ଼ାଇ ବିବାଦରେ ଫସିଥିବା ବୈଜୟନ୍ତ ପଣ୍ଡାଙ୍କୁ ପୋଲିସ ନୋଟିସ ଦେଇଛି। ବୁଧବାର ଦିନ ୧୨ଟା ସୁଦ୍ଧା ପୁରୀ ଏସ୍‌ପିଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ...

ହୁକିଟୋଲାକୁ ଡଙ୍ଗା ଚଳାଚଳ ଉପରେ ବନ ବିଭାଗ ଲଗାଇଲା କଟକଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପର୍ଯ୍ୟଟନ କ୍ଷେତ୍ର ହୁକିଟୋଲାକୁ ବିନା ପଞ୍ଜିକରଣ ଡଙ୍ଗାରେ ପର୍ଯ୍ୟଟକମାନଙ୍କୁ ନେବେ ଆଣିବା ଉପରେ କଟକଣା ଲଗାଇଛି ବନ ବିଭାଗ। ଏଣିକି ଆଉ ମାଛଧରା ଡଙ୍ଗାରେ ପର୍ଯ୍ୟଟ ମାନଙ୍କୁ ନେଇ ପାରିବେନି ଡଙ୍ଗା...

ହୀରାଖଣ୍ଡ ଟ୍ରେନରେ ଗଲେ, ସାଧାରଣ ଲୋକଙ୍କ ସହ କଥା ହେଲେ – କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ

ଓଡ଼ିଶାଲାଇଭ୍ ବ୍ୟୁରୋ ରାୟଗଡ଼ାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ହୀରାଖଣ୍ଡ ଏକ୍ସପ୍ରେସରେ ଭୁବନେଶ୍ଵରରୁ-ରାୟଗଡ଼ା ଯାତ୍ରା ଟ୍ରେନ ଯାତ୍ରୀଙ୍କଠାରୁ ମତାମତ ନେଲେ ମନ୍ତ୍ରୀ ଓଡ଼ିଶା ଗସ୍ତରେ ଦୁଇ କେନ୍ଦ୍ରମନ୍ତ୍ରୀ ବିଜେପିର ‘ଜନ ଆଶୀର୍ବାଦ ଯାତ୍ରା’ରେ...

ହିଂସାକୁ ଉସ୍‌କେଇଲେ କଂଗ୍ରେସ ନେତା – ‘‘ପେଟ୍ରୋଲ-ଡିଜେଲ ପ୍ରସ୍ତୁତ ରଖ, ନିର୍ଦ୍ଦେଶ ଗଲେ ନିଆଁ ଲଗାଇ ଦେବ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘‘ପେଟ୍ରୋଲ, ଡିଜେଲ ପ୍ରସ୍ତୁତ ରଖ। ନିର୍ଦ୍ଦେଶ ଗଲେ ସିଧା ନିଆଁ ଲଗାଇ ଦେବ। ଯାହା ହେବ ଦେଖାଯିବ’’ – କଂଗ୍ରେସ ନେତା ପ୍ରଦୀପ ମାଝିଙ୍କ ଏହି ଫୋନ୍‌କଲ୍‌ ରାଜ୍ୟ ରାଜନୀତିରେ ଝଡ଼...

ହିଂସା ସତ୍ତ୍ୱେ ପଶ୍ଚିମବଙ୍ଗରେ ସର୍ବାଧିକ ଭୋଟ

ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ ୭୧ ଲୋକସଭା ଆସନଲାଗି ଆଜି ଚତୁର୍ଥ ପର୍ଯ୍ୟାୟରେ ମତଦାନ ହେଉଛି। ହିଂସା ସତ୍ତ୍ୱେ ପଶ୍ଚିମବଙ୍ଗରେ ସକାଳ ୧୦ଟା ସୁଦ୍ଧା ସବୁଠୁ ଅଧିକ ମତଦାନ ହୋଇଛି। ସକାଳ ୧୦ଟା ସୁଦ୍ଧା ବିହାରରେ...

ହିଂସା ଛାଡ଼ି ଭାଇଚାରା ବାଣ୍ଟିବା: ପ୍ରେମ ଆନନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ନିର୍ବାଚନ ସମୟରେ ଗାଁ ଗହଳିରେ ଏବେ ହିଂସାକାଣ୍ଡ ଦେଖିବାକୁ ମିଳୁଛି। ତେଣୁ ହିଂସାକୁ ଭୁଲି ସଂଗୀତ ମାଧ୍ୟମରେ ଭାଇଚାରର ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ। ଓଡ଼ିଶାଲାଇଭ୍...

ହିମାଚଳ ପ୍ରଦେଶରେ ମଉଳିଲା ପଦ୍ମ, ଉଠିଲା ହାତ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁମତ ମିଳିବାର ସଙ୍କେତ ମିଳିସାରିଲାଣି। କିନ୍ତୁ ହିମାଚଳ ପ୍ରଦେଶରେ ବିଜେପିକୁ ପଛରେ ପକାଇ କଂଗ୍ରେସ ସ୍ଥିତି ସୁଦୃଢ଼ କରିଛି। ପାହାଡୀ ରାଜ୍ୟ ହିମାଚଳ ପ୍ରଦେଶରୁ...

ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁଖବିନ୍ଦର ସିଂ ସୁଖୁ

ଓଡ଼ିଶାଲାଇଭ୍ ବ୍ୟୁରୋ ହିମାଚଳ ପ୍ରଦେଶ ପାଇଲା ନୂଆ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ସୁଖବିନ୍ଦର ସିଂ ସୁଖୁ। ଶିମଲାରେ ଆୟୋଜିତ ଏକ ସ୍ଵତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ନେଇଛନ୍ତି।...