ବାତ୍ୟାକୁ ନେଇ ଭୟଭୀତ ନହୋଇ ସତର୍କ ରହିବାକୁ ଏସଆରସିଙ୍କ ପରାମର୍ଶ

ଓଡ଼ିଶାଲାଇଭ୍ ବ୍ୟୁରୋ ସାମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ନହୋଇ ସତର୍କ ରହିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା। ସେ କହିଛନ୍ତି ଦକ୍ଷିଣ ଆଣ୍ଡାମାନ ସାଗରରେ...

ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ଦେଶର ପରବର୍ତ୍ତୀ ସେନା ମୁଖ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ଦେଶର ନୂତନ ସେନା ମୁଖ୍ୟ। କେନ୍ଦ୍ର ସରକାର ତାଙ୍କ ନିଯୁକ୍ତିକୁ ସବୁଜ ସଙ୍କେତ ଦେଇଛନ୍ତି। ଏ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୋମବାର ସୂଚନା...

ହୁତୁ ହୁତୁ ହୋଇ ଜଳି ଗଲା କେଶରୀ ମଲ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂ ସ୍ଥିତ କେଶରୀ ମଲରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ମଲରେ ଥିବା ୬ରୁ ୭ଟି ଦୋକାନରେ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡରେ ଗୋଟିଏ ଦୋକାନ ସମ୍ପୂର୍ଣ୍ଣ...

ଶପଥ ନେଲେ ହାଇକୋର୍ଟର ଦୁଇ ନୂଆ ବିଚାରପତି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ହାଇକୋର୍ଟର ଦୁଇ ଜଣ ନୂଆ ବିଚାରପତି ଶୁକ୍ରବାର, ଜୁନ ୧୦ ତାରିଖରେ ଶପଥ ଗ୍ରହଣ କରିଛନ୍ତି। ଶପଥ ନେଇଥିବା ନବ ନିଯୁକ୍ତ ଦୁଇ ବିଚାରପତି ହେଲେ ଜଷ୍ଟିସ ଶୁଭାଶିଷ ତାଳପତ୍ର...

ବିଜେଡି ବିଜୟୀ: ସୁବାସ ସିଂଙ୍କ ମୁଣ୍ଡରେ କଟକ ମେୟର ମୁକୁଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ଦିନ ଧରି ଚାଲିଥିବା ନିର୍ବାଚନ ଲଢ଼େଇରେ ଆଜି ପୂର୍ଣ୍ଣଛେଦ ପଡ଼ିଲା। କଟକ ଭୋଟରଙ୍କ ଭରସା ଜିତି କଟକ ମହାନଗର ନିଗମ ମେୟର ମୁକୁଟ ପିନ୍ଧିବାକୁ ଯୋଗ୍ୟ ସାବ୍ୟସ୍ତ ହେଲେ ବିଜେଡି...

ଆଜିଠୁ ବର୍ଷିବ ଦୁଇଦିନ : ୭ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମା ଝଡ଼ ତଥା ବଙ୍ଗୋପସାଗରରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଉଷ୍ଣ ଜଳୀୟ ବାଷ୍ପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଗୁରୁବାରଠାରୁ ରାଜ୍ୟର କେତେକ ଜିଲ୍ଲାରେ...

ଭୁବନେଶ୍ଵର ଡେପୁଟି ମେୟର ହେଲେ ମଞ୍ଜୁଲତା କହଁର

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ମହାନଗର ନିଗମର ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି ୨୨ ନମ୍ବର ଓ୍ଵାର୍ଡର କର୍ପୋରେଟର ମଞ୍ଜୁଲତା କହଁର। ବିଏମ୍‌ସିର ଡେପୁଟି ମେୟର ପାଇଁ ଅନେକ ଆଶାୟୀ ରହିଥିଲେ। କିନ୍ତୁ ଦଳ...

ରତିକାନ୍ତରୁ ୠତୁପର୍ଣ୍ଣା: ଓଡ଼ିଶାର ପ୍ରଥମ କିନ୍ନର ଅଫିସର୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ରତିକାନ୍ତରୁ ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା ପାଲଟିଥିବା ଆମ ସମୟର ଜଣେ କିନ୍ନରଙ୍କ ଜୀବନ ସଂଗ୍ରାମ ଓ ସଫଳତାର କାହାଣୀ ସ୍କୁଲବେଳେ ପିଟି ସାର୍ କହୁଥିଲେ, “କ୍ଲାସରେ କିଏ କିଏ ମାଇଚିଆ ଅଛ, ଛିଡ଼ା ହୁଅ”। ପୂର୍ବତନ...
AIIMS-Bhubaneswar OPD

୭ରୁ ଏମ୍ସ ଓପିଡ଼ିରେ ରୋଗୀ ସେବା ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ଫେବ୍ରୁଆରି ୭ ତାରିଖରୁ ଭୁବନେଶ୍ଵର ସ୍ଥିତ ଏମ୍ସ ହସ୍ପିଟାଲର ଓପିଡ଼ି ଖୋଲିବ। କୋଭିଡ ଗାଇଡ଼ ଲାଇନ ପାଳନ କରାଯାଇ ଓପିଡ଼ିରେ ରୋଗୀ ସେବା କାର୍ଯ୍ୟ ଜାରି ରହିବ। ଓପିଡ଼ି କାର୍ଯ୍ୟ...

କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ କଲେ ୫-ଟି ସଚିବ ଭି କେ ପାଣ୍ଡିଆନ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଭି କେ ପାଣ୍ଡିଆନ ଗୁରୁବାର ସକାଳୁ ସକାଳୁ କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ମା’ଙ୍କ ଦର୍ଶନ...