କ୍ୟାମେରାମ୍ୟାନ ମାନସ ସ୍ଵାଇଁ ହତ୍ୟା ମାମଲା: ୮ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ଵାଇଁ ହତ୍ୟା ମାମଲାରେ ୮ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ମାସନ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସମ୍ପୂର୍ଣ୍ଣ ଓ୍ଵେବ ପୋର୍ଟାଲ ମାଲିକାଣୀ...

କ୍ୟାବିନେଟ ଅନୁମୋଦନ: ପୁରୀରେ ୧୩୫ କୋଟି ଟଙ୍କାରେ ନିର୍ମାଣ ହେବ ଧର୍ମଶାଳା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ କ୍ୟାବିନେଟରେ ମଙ୍ଗଳବାର ଦିନ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ବିଧାନସଭାରେ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ। ପାନୀୟ ଜଳ ପ୍ରକଳ୍ପ,...

କୋହଳ ହେଲା ନିର୍ବାଚନ କଟକଣା : ଏଣିକି ୨୦ ଜଣଙ୍କୁ ନେଇ ପ୍ରଚାର କରିପାରିବେ ପ୍ରାର୍ଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। କୋଭିଡ କଟକଣା ଯୋଗୁଁ ନିର୍ବାଚନ ପ୍ରାଚାର ଠିକ୍ ଭାବେ କରିପାରୁ ନଥିଲେ ପ୍ରାର୍ଥୀ। ମାତ୍ର ୫ ଜଣଙ୍କୁ ସାଙ୍ଗରେ ଧରି ପ୍ରଚାର ପାଇଁ ପ୍ରାର୍ଥୀଙ୍କୁ ଅନୁମତି...

କୋହଳ ହେଲା କଟକଣା : ସହରାଞ୍ଚଳରୁ ହଟିଲା ନାଇଟ୍ କର୍ଫ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଧୀରେ ଧୀରେ କୋଭିଡ ସଂକ୍ରମଣ ହାର କମିବାକୁ ଲାଗିଛି। ଏହି ଦୃଷ୍ଟିରୁ ରାଜ୍ୟ ସରକାର କ୍ରମାଗତ ଭାବେ କୋଭିଡ କଟକଣାକୁ କୋହଳ କରୁଛନ୍ତି। ସହରାଞ୍ଚଳଗୁଡ଼ିକରେ କୋଭିଡ ପାଇଁ ଲାଗୁ ହୋଇଥିବା...

କୋହଳ ହେଲା କଟକଣା : ୨୧ ପରେ ବିନା କୋଭିଡ ସାର୍ଟିଫିକେଟରେ ଶ୍ରୀମନ୍ଦିର ପ୍ରବେଶ କରିପାରିବେ ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଶ୍ରୀମନ୍ଦିର ପ୍ରବେଶ ପାଇଁ ଲାଗୁ ହୋଇଥିବା କଟକଣାକୁ କୋହଳ କରାଯାଇଛି। ପୂର୍ବରୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ଡବଲ ଡୋଜ ଟିକା ସାର୍ଟିଫିକେଟ ସହ ଭୋଟର ଏବଂ ଆଧାରକାର୍ଡ ସାଙ୍ଗରେ ନେବାକୁ...

କୋର୍ଟରେ ଆଞ୍ଚଳିକ ଭାଷାକୁ ଗୁରୁତ୍ଵ ଦେବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ କୋର୍ଟଗୁଡ଼ିକରେ ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଏହା ଦ୍ଵାରା ନ୍ୟାୟିକ ବ୍ୟବସ୍ଥା ଉପରେ ସାଧାରଣ ନାଗରିକମାନଙ୍କର ବିଶ୍ଵାସ ବଢ଼ିବ। ଦିଲ୍ଲୀ ବିଜ୍ଞାନ...

କୋର୍ଟଙ୍କ ରାୟ ପରେ ବି ତୁଟୁନି ତପସ୍ଵିନୀ-ସୁମିତ ବିବାହ ବିବାଦ

ଓଡ଼ିଶାଲାଇଭ୍ ବ୍ୟୁରୋ    ସ୍ଵାମୀଙ୍କ ସହ ରହିବା ପାଇଁ ୪୪ ଦିନ ହେଲା ସଂଘର୍ଷ ଚଳାଇ ସୁମିତଙ୍କ ଘର ଆଗରେ ଧାରଣା ଦେଇଥିଲେ ତପସ୍ଵିନୀ । ତପସ୍ଵିନୀ ଓ ସୁମିତଙ୍କ ବିବାହ ବିବାଦକୁ ନେଇ ମଙ୍ଗଳବାର...

କୋର୍ଟଙ୍କ ନିର୍ଦ୍ଦେଶ: ବର୍ଷା ଛାଡ଼ିବେ ଅନୁଭବଙ୍କ ଘର

ଓଡ଼ିଶାଲାଇଭ୍ ବ୍ୟୁରୋ ସେଲିବ୍ରିଟି କପଲ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦକୁ ନେଇ ଚାରିଆଡ଼େ ଚର୍ଚ୍ଚା। ଦୀର୍ଘ ଦିନ ହେଲା ଯେଉଁ ଘରେ ରହିବାକୁ ବର୍ଷା ଅଡ଼ିବସିଥିଲେ ସେହି ଘର ଛାଡ଼ିବାକୁ...

କୋରାପୁଟ ଝିଅ ‘ଏନି ପ୍ରିନ୍ସ’ ଜିତିଲେ ‘ମିସ୍‌ ଇଣ୍ଡିଆ’ ଏଲିଗେଣ୍ଟ ଟାଇଟଲ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଜାତୀୟ ସ୍ତରରେ ଆଉ ଜଣେ ଓଡ଼ିଆ ଝିଅ କମାଲ୍‌ ଦେଖାଇଛନ୍ତି। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଏନି ପ୍ରିନ୍ସ ନାଗ 'ମିସ୍‌  ଇଣ୍ଡିଆ' ଏଲିଗେଣ୍ଟ ଟାଇଟଲ୍‌-୨୦୧୭ ହାସଲ କରିଛନ୍ତି। ମଡେଲ ଇଣ୍ଡଷ୍ଟ୍ରିରେ...

କୋଭିଡ୍ ଚିକିତ୍ସା ପାଇଁ ସୁନ୍ଦରଗଡ଼ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଏବଂ ରାଉରକେଲା ସରକାରୀ ଚିକିତ୍ସାଳୟରେ ଫ୍ଲୁ କ୍ଲିନିକ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାରେ ସମ୍ଭାବ୍ୟ କୋଭିଡ୍ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଜିଲ୍ଲାରେ କୋଭିଡ୍ ନିୟନ୍ତ୍ରଣ ପାଇଁ ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ ଓ ଟିକାକରଣ ଉପରେ ଗୁରୁତ୍ୱ...