ଗରିବ ମେଧାବୀ ମେଡିକାଲ ଛାତ୍ରଙ୍କ ପାଠପଢ଼ା ଖର୍ଚ୍ଚ ବହନ କଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ମେଧାବୀ ଛାତ୍ର ଇଫୁ ମଲ୍ଲିକ। କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଏମ୍‌ବିବିଏସ୍‌ରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।...

ଗଣେଶ୍ୱର ବାବୁ – ଯୋଡ଼ିଏ ଶବ୍ଦ

ସୀତାକାନ୍ତ ମହାପାତ୍ର ଲେଖକ ଏବଂ ଇଂରାଜୀ ଭାଷାର ପ୍ରଫେସର ସ୍ୱର୍ଗତଃ ଗଣେଶ୍ୱର ମିଶ୍ରଙ୍କ ସମ୍ପର୍କରେ ସମାଜର ବିଭିନ୍ନ ବର୍ଗର ପରିଚିତ ବ୍ୟକ୍ତିଙ୍କ ସ୍ମୁତିଚାରଣ। ବର୍ତ୍ତମାନ ଓ ପରବର୍ତ୍ତୀ  ପିଢିସହ ଗଣେଶ୍ୱରଙ୍କୁ ଯୋଡ଼ିବା ଲାଗି ଓଡ଼ିଶାଲାଇଭର ଏହି...

ଗଠନ ହେଲା ନବୀନ ସରକାରଙ୍କ ନୂଆ ମନ୍ତ୍ରିମଣ୍ଡଳ: ଶପଥ ନେଲେ ୨୧ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଗଠନ ହୋଇଛି ନବୀନ ସରକାରଙ୍କର ନୂଆ ମନ୍ତ୍ରିମଣ୍ଡଳ। ରବିବାର ଶପଥ ଗ୍ରହଣ କରିଛନ୍ତି ନୂଆ ମନ୍ତ୍ରୀଗଣ। ପୁରା ମନ୍ତ୍ରିମଣ୍ଡଳର ହୋଇଛି ନବକଳେବର। ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ମୋଟ ୨୧ ଜଣ।...

ଗଜପତି ଜିଲ୍ଲାରେ ଜଳବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଏବଂ ୫-ଟି ସଚିବ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫-ଟି ସଚିବ ଭି କେ ପାଣ୍ଡିଆନ ଓ ଜଳସମ୍ପଦ ସଚିବ ଅନୁ ଗର୍ଗ ଗୁରୁବାର ଗଜପତି ଜିଲ୍ଲା ଗସ୍ତରେ ଯାଇ ଛେଳିଗଡ଼ ଜଳସେଚନ (ଜଳବିଦ୍ୟୁତ)...

ଖୋଲିଲା ଅଙ୍ଗନବାଡ଼ି: ସୁନ୍ଦରଗଡ଼ ଜିଲ୍ଲାରେ ସାନ ପିଲା ଓ ଅଭିଭାବକଙ୍କୁ ଆକର୍ଷିତ କଲା ‘ବାଲା ମଡେଲ’ ଅଙ୍ଗନବାଡ଼ି କେନ୍ଦ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ମହାମାରୀର ପ୍ରକୋପ କମିବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ସୋମବାରଠାରୁ ଖୋଲିଛି। ଦୀର୍ଘ ଦିନ ପରେ ପୁଣି ଅଙ୍ଗନବାଡ଼ି କେନ୍ଦ୍ରକୁ ସାନ ସାନ ପିଲାମାନେ ଆସିଥିବାରୁ ସେମାନଙ୍କ...

ଖୋଲିବ ମାନସ ହତ୍ୟାର ଗୁମର: ଗିରଫ ହେଲେ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ଦିନର ଲୁଚକାଳି ଖେଳ ପରେ ଶେଷରେ ସୋମବାର କ୍ରାଇମବ୍ରାଞ୍ଚ ଜାଲରେ ପଡ଼ିଲେ କ୍ୟାମେରାମ୍ୟାନ ମାନସ ସ୍ଵାଇଁ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶର୍ମିଷ୍ଠା ରାଉତ। ‘ସଂପୂର୍ଣ୍ଣ’ ଓ୍ଵେବପୋର୍ଟାଲ ମାଲିକାଣି ଶର୍ମିଷ୍ଠା ରାଉତ...

ଖୁବଶୀଘ୍ର ବଜାରକୁ ଆସିବ ୨୦ଟଙ୍କିଆ ମୁଦ୍ରା, ପ୍ରଧାନମନ୍ତ୍ରୀ କଲେ ଲଞ୍ଚ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏବେ ବଜାରରରେ ୨, ୫,୧୦ଟଙ୍କିଆ କଏନ୍‌ ପ୍ରଚଳିତ। ସମସ୍ତେ ଏହାକୁ ପ୍ରତିଦିନ ବ୍ୟବହାର ବି କରୁଛନ୍ତି। କିନ୍ତୁ ସରକାର ଏବେ ୨୦ଟଙ୍କିଆ କଏନ ବଜାରକୁ ଆଣିବାକୁ ଯାଉଛନ୍ତି। ଯାହାର ଡିଜାଇନ୍‌ ବାକି...

ଖୁବଶୀଘ୍ର ଦୁବାଇରୁ ଭୁବନେଶ୍ଵରକୁ ସିଧାସଳଖ ବିମାନ ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ଖୁବଶୀଘ୍ର ଦୁବାଇରୁ ଭୁବନେଶ୍ୱରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଏନେଇ ଦୁବାଇରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ। ଭୁବନେଶ୍ୱରରୁ ଦୁବାଇ ଏବଂ ଦୁବାଇରୁ ଭୁବନେଶ୍ୱର ସିଧାସଳଖ ବିନା ଅପେକ୍ଷାରେ...

ଖାକିରେ ଦାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଖାକି ପୋଷାକରେ ଥିବା ବ୍ୟକ୍ତି ଜଣକୁ ଦେଖିଲେ, ବିପଦରେ ଥିବା ଲୋକଟି ଶାନ୍ତିରେ ନିଃଶ୍ଵାସ ମାରେ। କାରଣ ସେ ହେଉଛି ଦେଶର ରକ୍ଷକ। ତେବେ ସେହି ରକ୍ଷକ ଯଦି ଭକ୍ଷକ ସାଜେ...

ଖାଉଟିଙ୍କ ବିଶ୍ୱାସରେ ଭଟ୍ଟା

ସରଳ କୁମାର ଦାସ   ଦେଶର ଅର୍ଥନୀତି ଉପରେ ଖାଉଟିଙ୍କର କେତେ ବିଶ୍ୱାସ ରହିଛି ତାକୁ ମାପିବା ପାଇଁ ରିଜର୍ଭ ବ୍ୟାଙ୍କ ତରଫରୁ ପ୍ରତି ଦୁଇ ମାସରେ ଥରେ ଏକ ସର୍ଭେ କରାଯାଇଥାଏ। ସେପ୍ଟେମ୍ବର ୨୦୧୯...