ଚିରନିଦ୍ରାରେ ‘ମହାଭାରତ’ର ଭୀମ

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକପ୍ରିୟ ଧାରାବାହିକ ‘ମହାଭାରତ’ରେ ଭୀମ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ଅଭିନେତା ପ୍ରବୀଣ କୁମାର ସୋବତୀଙ୍କର ପରଲୋକ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିବା ପ୍ରବୀଣ କୁମାର...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ। ଏହି ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଓଡ଼ିଶାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ। ପ୍ରାର୍ଥିପତ୍ର ଦାଖଲ...

ରାଜ୍ୟରେ ଦିନକରେ କୋଭିଡ ମୃତ୍ୟୁ ସଂଖ୍ୟା ୮୮୩୮କୁ ବୃଦ୍ଧି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆଉ ୨୦ ଜଣଙ୍କର କୋଭିଡରେ ମୃତ୍ୟୁ ହୋଇଛନ୍ତି। କୋଭିଡ ମୃତ୍ୟୁ ସଂଖ୍ୟା ୮,୮୩୮କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଯାଜପୁର ଜିଲ୍ଲାର ସର୍ବାଧିକ ୪ ଜଣ...

ଉତ୍ତର ପ୍ରଦେଶରେ ପୁଣି ସରକାର ଗଢ଼ିବ ବିଜେପି

ଓଡ଼ିଶାଲାଇଭ୍ ବ୍ୟୁରୋ ଏଥର ସିଟ୍ ସଂଖ୍ୟା କମିବ, କିନ୍ତୁ ଉତ୍ତର ପ୍ରଦେଶ(ୟୁପି)ରେ ପୁଣି ବିଜେପି ସରକାର ଗଢ଼ିବାର ଚିତ୍ର ସ୍ପଷ୍ଟ ହୋଇଛି। ଯୋଗୀ ସରକାରଙ୍କ ଉପରେ ଏଥର ବି ଭରସା କରିଛନ୍ତି ଜନତା। ଉତ୍ତର ପ୍ରଦେଶର...

ସୋଆ ଏନ୍ଏସ୍ଏସ୍ ପକ୍ଷରୁ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ରାଷ୍ଟ୍ରୀୟ ସେବା ଯୋଜନା ପକ୍ଷରୁ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଜୁନ୍ ୨୬ ତାରିଖ ଅନ୍ତର୍ଜାତୀୟ ଔଷଧ ଅପବ୍ୟବହାର ଏବଂ...

କାଶୀପୁରରେ ଥମୁନି ହଇଜା, ୯ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା କାଶୀପୁରରେ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମ ସତ୍ତ୍ୱେ ହଇଜା ସ୍ଥିତି ଆୟତ୍ତକୁ ଆସୁନି। କ୍ରମଶଃ ବଢ଼ିଚାଲିଛି ରୋଗୀଙ୍କ ସଂଖ୍ୟା।...

ଅନଲାଇନରେ ହେବ ଓଟିଇଟି ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ମାଟ୍ରିକ ପରୀକ୍ଷା ପରେ ଓଟିଇଟି ପରୀକ୍ଷା ଏଣିକି ଓଟିଇଟି ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯିବ। ଅନଲାଇନରେ ହେବ ଓଟିଇଟି ପରୀକ୍ଷା। ପ୍ରଶ୍ନପତ୍ର ଲିକ୍‌ ହେବା ପରେ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।...

ଅକ୍ଷର ଚିହ୍ନିଲେ ସବୁ ଆଙ୍କର୍!

ବିଜନ କୁମାର ମହାପାତ୍ର କିଛି ବର୍ଷ ଧରି ଓଡ଼ିଶାରେ ବୈଦ୍ୟୁତିକ ଗଣମାଧ୍ୟମର ପ୍ରସାର ଘଟିଛି। ସାଧାରଣ ମନୋରଞ୍ଜନ ସହିତ ଟେଲିଭିଜନ ନ୍ୟୁଜ ଚ୍ୟାନେଲ୍‌ର ସଂଖ୍ୟା ବୃଦ୍ଧି ପାଇଛି। ବିଶେଷକରି ୨୪ ଘଣ୍ଟିଆ ନ୍ୟୁଜ ଚ୍ୟାନେଲ୍‌ର...

“ରାଷ୍ଟ୍ରପତ୍ନୀ” କହି ଅଡ଼ୁଆରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ବଦଳରେ ରାଷ୍ଟ୍ରପତ୍ନୀ କହି ଅଡ଼ୁଆରେ ପଡ଼ିଛନ୍ତି କଂଗ୍ରେସର ଲୋକସଭା ସାଂସଦ ଅଧୀର ରଞ୍ଜନ ଚୌଧୁରୀ। ଏହି ଘଟଣାକୁ ନେଇ ବିବାଦ ବଢ଼ିବା ପରେ ସଫେଇ ଦେଇଛନ୍ତି...

୯ ବର୍ଷ ପରେ ମୁମ୍ବାଇରେ ପହଞ୍ଚିଲା ବେବି ମୋଶେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୬/୧୧ ଆକ୍ରମଣରେ ପିତାମାତାଙ୍କୁ ହରାଇଥିଲା ମୋଶେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତ୍ୟାନାହୁଙ୍କ ସହ ଭାରତ ଆସିଛନ୍ତି ମୋଶେ ଗତବର୍ଷ ଇସ୍ରାଏଲ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଶେଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ...