ଆଜି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ: କେଉଁଠୁ ପାଇବେ ଫଳାଫଳ?

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ। ଅପରାହ୍ଣ ୪ଟାରେ ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ...

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲି ଯୁକ୍ତ ୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳାଫଳ ପ୍ରକାଶ ପାଇବ। ଅପରାହ୍ଣ ୪ଟାରେ ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ଆଜି ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର...

ପ୍ରକୃତି ମିଶ୍ରଙ୍କୁ ପୋଲିସ୍‌ର ଜେରା: କୁଆଡ଼େ ଗଲେ ବାବୁସାନ?

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀର ରାଜରାସ୍ତାରେ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଅଭିନେତା ବାବୁସାନ ମହାନ୍ତିଙ୍କ ପତ୍ନୀ ମାଡ଼ ମାରିବା ଘଟଣା ଥାନାକୁ ଯିବା ପରେ ପ୍ରକୃତି ମିଶ୍ରଙ୍କୁ ଜେରା କରିଛି ପୋଲିସ୍ । ଏବେ...

କାରଗିଲ ବିଜୟକୁ ପୂରିଲା ୨୩ ବର୍ଷ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି କାରଗିଲ ବିଜୟ ଦିବସ। ଆଜିର ଦିନରେ ନିଜ ଦେଶର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ସେଇ ବୀର ଯବାନଙ୍କ ସ୍ମୃତିଚାରଣ କରୁଛନ୍ତି ଦେଶବାସୀ। ୧୯୯୮ ମସିହାରୁ ପାକିସ୍ତାନ ଆରମ୍ଭ କରିଥିବା...

ନଭୀ ମୁମ୍ବାଇ ମହାନଗର ନିଗମର ୬୧ ଲକ୍ଷ ଟଙ୍କା ଛାଡ଼ କଲେ ଓଡ଼ିଶା ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ     କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ମୁମ୍ବାଇ ସ୍ଥିତ ଓଡ଼ିଶା ଭବନରେ ଡାକ୍ତରମାନଙ୍କ ରହଣି ବାବଦ ଦେୟ ଛାଡ଼ ପ୍ରଥମ ଲହରରେ ଛାଡ଼ ହୋଇଥିଲା ୨ କୋଟି ଟଙ୍କା କୋଭିଡ ରୋଗୀଙ୍କ ଚିକିତ୍ସା...

ବଦଳିଲା ଠିକଣା: ରାଷ୍ଟ୍ରପତି ଭବନରୁ ବିଦାୟ ନେଲେ ରାମନାଥ କୋବିନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଦିନ ରାଷ୍ଟ୍ରପତି ଭବନରୁ ବିଦାୟ ନେଇଛନ୍ତି। ଏବେ ତାଙ୍କ ଠିକଣା ବଦଳି ନୂଆଦିଲ୍ଲୀ ସ୍ଥିତ ୧୨ ଜନପଥ ନୂଆ ଠିକଣା ପାଲଟିଛି। ଜୁଲାଇ ୨୪ ତାରିଖରେ...

ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇ ନୂଆ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ପଞ୍ଚଦଶ ରାଷ୍ଟ୍ରପତି ତଥା ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଆଜି ପଦ ଏବଂ ଗୋପନୀୟତାର ଶପଥ ନେଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ...

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମିଳିଲା ଜାମିନ

ଓଡ଼ିଶାଲାଇଭ୍ ବ୍ୟୁରୋ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଜାମିନ ମିଳିଛି। ସର୍ତ୍ତମୂଳକ ଭାବେ ପ୍ରଶାନ୍ତ ଜଗଦେବଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଲୋକଙ୍କ ଉପରେ କାର ଚଢ଼ାଇବା ମାମଲାରେ ବିଧାୟକଙ୍କୁ ଜାମିନ ମିଳିଛି। ଏ...

ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଅଗ୍ରଗତି ସମୀକ୍ଷା କଲେ କ୍ରୀଡ଼ା ଓ ଯୁବସେବା ବିଭାଗ...

ଓଡ଼ିଶାଲାଇଭ୍ ବ୍ୟୁରୋ ‘‘ପଡ଼ିଲାଣି ଅଭ୍ୟାସ ପଡ଼ିଆର ଟର୍ଫ, ନିର୍ଦ୍ଧାରିତ ସମୟ ସୁଦ୍ଧା ଶେଷ ହେବ ମୁଖ୍ୟ ଷ୍ଟାଡିୟମର କାର୍ଯ୍ୟ’’ ବିର୍ସା ମୁଣ୍ଡା ଫୁଟବଲ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର ମଧ୍ୟ ସମୀକ୍ଷା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

ଦାୟିତ୍ୱ ନେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁ। ଶପଥ ଗ୍ରହଣ ପରେ ସଂସଦ ଭବନର ସେଣ୍ଟ୍ରାଲ ହଲରୁ ସାରା ଦେଶକୁ ସମ୍ବୋଧନ କରିଛନ୍ତି ନୂଆ ରାଷ୍ଟ୍ରପତି...