୫ ସରକାରୀ ବାବୁଙ୍କୁ ବାଧ୍ୟତାମୂଳକ ଅବସର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଉ ୫ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର। ଦୁର୍ନୀତି ଓ ଅପାରଗତା ଅଭିଯୋଗ ପରେ ରାଜ୍ୟ ସରକାର ଏହିଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବାଧ୍ୟତାମୂଳକ...

ଭାରତୀୟ ନୌସେନାକୁ ନୀତିନ୍ ଗଡ଼କରୀଙ୍କ ନାଲି ଆଖି

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ୍ ଗଡ଼କରୀ ଗୁରୁବାର ଭାରତୀୟ ନୌସେନାକୁ ଏକ ଶକ୍ତ ଚାପୁଡ଼ା ଦେଇଛନ୍ତି। ଦକ୍ଷିଣ ମୁମ୍ବାଇର ପ୍ରମୁଖ ଅଞ୍ଚଳରେ ନୌସେନା ଅଧିକାରୀଙ୍କ କ୍ଵାଟର୍ସ ନିର୍ମାଣ କିମ୍ବା ଆନୁଷଙ୍ଗିକ...

ସୋଆ ଏନ୍ଏସ୍ଏସ୍ ପକ୍ଷରୁ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ରାଷ୍ଟ୍ରୀୟ ସେବା ଯୋଜନା ପକ୍ଷରୁ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଜୁନ୍ ୨୬ ତାରିଖ ଅନ୍ତର୍ଜାତୀୟ ଔଷଧ ଅପବ୍ୟବହାର ଏବଂ...

ସରିଲା ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ, ଦ୍ଵିତୀୟ ପର୍ଯ୍ୟାୟ ପାଇଁ ସଜବାଜ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ମୋଟ ୭୨.୨ ପ୍ରତିଶତ ଅଧିକ ମତଦାନ ହୋଇଥିବା ରାଜ୍ୟ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ...

ଓଡ଼ିଶା ଇତିହାସର ଦ୍ୱିତୀୟ ଖାରବେଳ: ବିଜୁ ପଟ୍ଟନାୟକ

ଶାନ୍ତନୁ କୁମାର ଆଚାର୍ଯ୍ୟ ବିଜୟାନନ୍ଦ ପଟ୍ଟନାୟକ କେବଳ ଜଣେ ଓଡିଆ ରାଜନୀତିଜ୍ଞ ନୁହନ୍ତି; ସେ ଥିଲେ କଳିଙ୍ଗ ବୀର ବିଜୁ ପଟ୍ଟନାୟକ! ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଓ ତାଙ୍କ ପୁରୁଷାକାରକୁ ଆଧୁନିକ ଓଡ଼ିଶା ଇତିହାସର ପ୍ରସିଦ୍ଧ...

ବିଦ୍ରୋହୀ ବିଧାୟକଙ୍କୁ ମନେଇବାକୁ ଉଦ୍ଧବ ଠାକରେଙ୍କ ଆଉ ଏକ ପ୍ରୟାସ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଷ୍ଟ୍ରରେ ମୁଣ୍ଡ ଟେକିଥିବା ରାଜନୈତିକ ସଙ୍କଟ ମଧ୍ୟରେ ବିଦ୍ରୋହୀ ବିଧାୟକଙ୍କୁ ମନେଇବା ପାଇଁ ପୁଣି ଏକ ପ୍ରୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଆପୋସ ଆଲୋଚନା କରି ନିଜ ନିଜ ଭିତରେ...

ଓଡ଼ିଆ ସ୍ୱାଭିମାନ ଓ ମଧୁସୂଦନ

ଦାଶ ବେନହୁର ‘‘ଇତିହାସ ତୂରୀ      ଜଗତେ ଘୋଷୁଛି ମୋର ସୁତଙ୍କର ଯଶ, ତାଙ୍କର ବଂଶଜ       ଘୃଣିତ ଓଡ଼ିଆ ଏହା ମୋ କପାଳ ଦୋଷ। ବହୁକାଳ ଧରି        ରୋଦନ କରୁଛି ନୟନକୁ ଦିଶୁନାହିଁ, ମୋହର ସନ୍ତାନ      କତିକି ଆସିଲେ ଅଣ୍ଡାଳି ଚିହ୍ନିବି ମୁହିଁ।’’ ଏ...

ଏଚଏଫଏମଡି: ଭୂତାଣୁ ବଦଳାଉଛି ସ୍ୱଭାବ, ଏଆଇପିଏଚ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗବେଷଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଏଚଏଫଏମଡି ବା ‘ହାତ,ପାଦ ଓ ମୁହଁ’ ରୋଗର ପରିବର୍ତ୍ତିତ ସ୍ୱଭାବ ସମ୍ପର୍କରେ ଜାଣିବା ପାଇଁ  ଭୁବନେଶ୍ୱରସ୍ଥିତ ଏଆଇପିଏଚ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗବେଷଣା କରାଯାଉଛି। ଦେଶର ବିଭିନ୍ନ ସ୍ଥାନରେ ‘ହ୍ୟାଣ୍ଡ, ଫୁଟ୍ ଆଣ୍ଡ ମାଉଥ...

ପୁରୀରେ ହେବ ବିଶ୍ୱସ୍ତରୀୟ ରେଳ ଷ୍ଟେସନ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରସ୍ତାବିତ ପୁରୀ ରେଳ ଷ୍ଟେସନର ନବକଳେବର କାର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ମଙ୍ଗଳବାର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ଷ୍ଟେସନରେ ପହଞ୍ଚି ନବକଳେବର କାର୍ଯ୍ୟକ୍ରମର ଅନୁଧ୍ୟାନ କରିଥିଲେ।...

ଲିଟରେଚର କାଉଚ୍ ମାମଲାରେ ହରପ୍ରସାଦ ଦାସଙ୍କ ଅଡୁଆ ବଢ଼ିଲା, ଥାନାରେ ଏତଲା ଦେଲେ ମହିଳା

ଓଡ଼ିଶାଲାଇଭ୍ ବ୍ୟୁରୋ ଲିଟରେଚର କାଉଚ୍ ମାମଲାରେ ଲେଖକ ହରପ୍ରସାଦ ଦାସଙ୍କ ମାନହାନି ମକଦ୍ଦମା ପରେ ଏବେ ସମ୍ପୃକ୍ତ ମହିଳାଙ୍କ ଏତଲା ଘଟଣାକୁ ନୂଆମୋଡ଼ ଦେଇଛି । ଏ ହେଲା ସୋସିଆଲ୍ ମିଡିଆ ମାମଲା। କଥା କଥାକେ...