ହାତରେ ମାତ୍ର ୧୫ ଟଙ୍କା ଧରି ୧୨ ବର୍ଷ ବୟସରେ ଏକାକୀ ଭୁବନେଶ୍ୱର ଆସିଥିଲେ ଦୂତୀ

ଦୂତୀ ଚାନ୍ଦ ଯେତେବେଳେ ଦୌଡ଼ ରାଣୀ ଦୂତୀଙ୍କ ପ୍ରେମ ଜୀବନକୁ ନେଇ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି ସେତେବେଳେ ଓଡ଼ିଶାଲାଇଭ୍ ହାତରେ ଲାଗିଛି ତାଙ୍କ ଜୀବନର ଏକ ଅଜଣା କାହାଣୀ। ମୁଁ ଯେଉଁ ସପନ ନେଇ...

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସେଲିବ୍ରିଟି କପୁଲ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତିଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଗୋଟିଏ ପରେ ଗୋଟିଏ...

ହସ ଛଡାଇନେଲା ରାଜଧାନୀ: ବାଣୀବିହାର ଓଭରବ୍ରିଜ୍‍ ତଳେ ଅତୀତକୁ ଝୁରୁଛନ୍ତି ‘ମନୋରମା’

ଓଡ଼ିଶାଲାଇଭ୍‌ ବ୍ୟୁରୋ “ମୋର ପିଲାଛୁଆ କେହି ନାହାନ୍ତି। ଆରପାରିକୁ ଚାଲିଯାଇଛି ସ୍ୱାମୀ। ଯେଉଁ ବାବୁ ଘରେ ୩୦ ବର୍ଷ ହେଲା କାମ କରୁଥିଲି ତାଙ୍କ ଗେଟ୍‌‌ରେ ତାଲା ଝୁଲୁଛି। ଏତେବଡ଼ ସହରରେ ମୁଣ୍ଡ ଗୁଞ୍ଜିବାକୁ...

ହଳଧର ନାଗ – କବିତାର ମନ୍ତ୍ରସିଦ୍ଧ ଋଷିପୁତ୍ର

କେଦାର ମିଶ୍ର ପୃଥିବୀ ଓ ଚନ୍ଦ୍ରମା ଦୁଇ ଭାଇଭଉଣୀ। ପୃଥିବୀ ଅପରୂପା ସୁନ୍ଦରୀ। ସମୟର ଦେବତା ଯୌବନପ୍ରାପ୍ତି ପରେ ସୁନ୍ଦରୀ ପୃଥିବୀ ପ୍ରେମରେ ପଡ଼ିଗଲେ। ସମୟ ଓ ପୃଥିବୀର ପ୍ରଣୟ କାହାଣୀ ଗଡ଼ି ଚାଲିଲା...

ହଟିଲା ବିବାଦୀୟ ଭାରତ ଦର୍ଶନ ତୀର୍ଥଯାତ୍ରା ପୋଷ୍ଟର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ ଶ୍ରୀମନ୍ଦିର ଫଟୋ ସ୍ଥାନରେ ଇସ୍କନ ମନ୍ଦିର ଫଟୋ ଛାପି ବିବାଦରେ ଛନ୍ଦି ହୋଇପଡିଥିବା ଭାରତୀୟ ରେଳ ପର୍ଯ୍ୟଟନ ଉନ୍ନୟନ ନିଗମ (ଆଇଆରସିଟିସି) ଆନ୍ଦୋଳନ ପରେ ଚେତିଛି।  ଭାରତ ଦର୍ଶନ ତୀର୍ଥଯାତ୍ରାର ପ୍ରଚାର...

ହଟିଲା କଟଣା: ଏଥର ରବିବାର ବି କରିହେବ ଜଗା ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ   ସାଧାରଣ ଭକ୍ତଙ୍କ ପାଇଁ ଖୁସି ଖବର। ଦୀର୍ଘ ଦିନର ଆଶା ଏବେ ପୂରଣ ହେବାକୁ ଯାଉଛି। ଏଥର ରବିବାର ମଧ୍ୟ ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବେ। ଆସନ୍ତା ମାର୍ଚ୍ଚ...

ହକିର ଦ୍ରୋଣାଚାର୍ଯ୍ୟ ପ୍ରଦୀପ କୁମାର ଷଡ଼ଙ୍ଗୀ

ସତୀଶ ଶର୍ମା ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ହକି ଖେଳାଳିଙ୍କୁ ଗଢ଼ିଛନ୍ତି କୋଚ୍ ପ୍ରଦୀପ କୁମାର ଷଡ଼ଙ୍ଗୀ। ଆଜିର ଯୁଗରେ ଯେତେବେଳେ ଅଧିକାଂଶ ଲୋକ ଅଳ୍ପ ପରିଶ୍ରମ କରି ଅନ୍ୟମାନଙ୍କ ଉପଲବ୍ଧିକୁ ନିଜର କହି...

ହଁ ମୋର ସମଲିଙ୍ଗୀ ସମ୍ପର୍କ ଅଛି – ଦୂତୀ ଚାନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ସବୁ ବିତର୍କ ଓ ଅଭିଯୋଗକୁ ଖଣ୍ଡନ କରି ଦୂତୀ ସୋସିଆଲ ମିଡିଆରେ କହିଛନ୍ତି ନିଜ ମନର କଥା। ‘‘ହଁ ମୁଁ ମୋ’ କଥା ସାରା ଦୁନିଆକୁ ଜଣେଇ ସାରିଛି। ମୋର ସମଲିଙ୍ଗୀ ସମ୍ପର୍କ...

ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନକୁ କାହିଁକି ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଏ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନ। ପ୍ରତି ବର୍ଷ ଜାନୁଆରି ୧୨କୁ ଦେଶବ୍ୟାପୀ ଯୁବ ଦିବସ ଭାବେ ପାଳନ କରାଯାଏ। ଆଧୁନିକ ଭାରତର ନିର୍ମାତା କୁହାଯାଉଥିବା ସ୍ୱାମୀ ବିବେକାନନ୍ଦଙ୍କୁ ମନେ ପକାଇବା ପାଇଁ...

ସ୍ୱାଇନ୍‌ ଫ୍ଲ୍ୟୁ ଆଶଙ୍କାରୁ ନିଜକୁ ଦୂରେଇ ରଖନ୍ତୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ୱାଇନ୍‌ ଫ୍ଲ୍ୟୁ ଏକ ଭୂତାଣୁ ଜନିତ ରୋଗ। ଏହା ଇନ୍‌ଫ୍ଲ୍ୟୁଏଞ୍ଜା  (ଏଚ୍୧ଏନ୍୧ ଭାଇରସ୍) ଦ୍ଵାରା ବ୍ୟାପିଥାଏ। ବିଶେଷକରି ଥଣ୍ଡା ଓ ବର୍ଷା ଦିନରେ ଏହାର ପ୍ରଭାବ ଅଧିକ ଥାଏ। ତେବେ ସ୍ୱାଇନ୍‌...