ଭୁବନେଶ୍ୱର ପହଞ୍ଚିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ

ଓଡ଼ିଶାଲାଇଭ୍ ବ୍ୟୁରୋ ସମର୍ଥନ ଯୋଗାଡ଼ କରିବାକୁ ଭୁବନେଶ୍ୱରରେ ପହଞ୍ଚିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ଶୁକ୍ରବାର ଦିନ ୧୧ଟାରେ ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ...

ପାଇକ ବିଦ୍ରୋହର ଇତିହାସ- ଏକ ସଂକ୍ଷିପ୍ତ ଉପସ୍ଥାପନା

ଓଡ଼ିଶାଲାଇଭ୍‍ ବ୍ୟୁରୋ ପ୍ରଖ୍ୟାତ ଐତିହାସିକ ସ୍ୱର୍ଗତ କୃପାସିନ୍ଧୁ ମିଶ୍ରଙ୍କ ଦ୍ୱାରା ଲିଖିତ ଏବଂ ବୁକ୍ସ ଆଣ୍ଡ ବୁକ୍ସଙ୍କ ଦ୍ୱାରା ପ୍ରକାଶିତ ‘ଉତ୍କଳ ଇତିହାସ’ ସୂତ୍ରରୁ। ଓଡ଼୍ରମାନେ ପ୍ରଥମରୁ ସମରକୁଶଳ ଜାତି ଥିଲେ। ସେମାନେ କ୍ଷତ୍ରୀୟ, ମାତ୍ର ପତିତ କ୍ଷତ୍ରୀୟ ଥିଲେ। ଯୁଦ୍ଧ ସେମାନଙ୍କର ପ୍ରଧାନ ବ୍ୟବସାୟ ଥିଲା। ଗଙ୍ଗବଂଶର ରାଜତ୍ୱକାଳରେ ଓଡ୍ରମାନେ ସେମାନଙ୍କ ସୈନ୍ୟ ଶ୍ରେଣୀଭୁକ୍ତ ଥିଲେ...

ଏପ୍ରିଲରୁ ପୁଣି ମଧ୍ୟାହ୍ନ ଭୋଜନ ଖାଇବେ ସ୍କୁଲ ପିଲା

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ ମହାମାରୀ ପାଇଁ ଦୁଇ ବର୍ଷ ଧରି ରାଜ୍ୟର ସମସ୍ତ ସ୍କୁଲରେ ବନ୍ଦ ରହିଥିଲା ମଧ୍ୟାହ୍ନ ଭୋଜନ। ଧୀରେ ଧୀରେ କୋଭିଡ ପ୍ରଭାବ କମିଥିବାରୁ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି...

ବାରାଣାସୀ ସିରିଜ ବିସ୍ଫୋରଣ ମାମଲାରେ ୧୬ ବର୍ଷ ପରେ ଆସିଲା ରାୟ: ଦୋଷୀକୁ ଫାଶୀ ଦଣ୍ଡାଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ବାରାଣାସୀ ସିରିଜ ବିସ୍ଫୋରଣ ମାମଲାରେ ସୋମବାର ୧୬ ବର୍ଷ ପରେ ରାୟ ଶୁଣାଇଛନ୍ତି କୋର୍ଟ। ଏହି ମାମଲାରେ ଗାଜିଆବାଦ ଜିଲ୍ଲା ଏବଂ ସ୍ଵତନ୍ତ୍ର କୋର୍ଟ ଆତଙ୍କବାଦୀ ଭଲୀଉଲ୍ଲା ଖାନକୁ ଦୋଷୀ ସାବ୍ୟସ୍ତ...

ବଢ଼ିଲା ଅଙ୍ଗନଓ୍ଵାଡି କର୍ମୀଙ୍କ ପ୍ରୋତ୍ସାହନ ରାଶି

ଓଡ଼ିଶାଲାଇଭ୍ ବ୍ୟୁରୋ ସେବା ନିବୃତ ହେଉଥିବା ଅଙ୍ଗନଓ୍ଵାଡି କର୍ମୀ ଏବଂ ସହାୟକଙ୍କ ପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି। ଏହା ସହ ଅଙ୍ଗନଓ୍ଵାଡି କର୍ମୀଙ୍କୁ ସବେତନ ଚିକିତ୍ସା ଛୁଟି ମିଳିପାରିବ। ଏହା...

“ପଦ୍ମଭୂଷଣ ରାହୁଲ ବଜାଜଙ୍କର ବିୟୋଗ ଶିଳ୍ପ ଜଗତ ପାଇଁ ଅପୂରଣୀୟ କ୍ଷତି”

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ୫୦ ବର୍ଷ ଧରି ବଜାଜ ଗ୍ରୁପର ଚେୟାରମ୍ୟାନ ରହିଥିବା ପଦ୍ମଭୂଷଣ ରାହୁଲ ବଜାଜଙ୍କର ପରଲୋକ ହୋଇଛି। ପୁଣେ ସ୍ଥିତ ବାସଭବନରେ ତାଙ୍କର ୮୩ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଦୀର୍ଘ...

ଓଡ଼ିଆ ଝିଅ ଅନୁଷା ଆମେରିକାରେ ପୁରସ୍କୃତ

ପ୍ରଶାନ୍ତ କୁମାର ମଙ୍ଗରାଜ ସାହିତ୍ୟରେ ଓଡ଼ିଆ ଝିଅଙ୍କ ଗାରିମା ଶୁଣିଲେ ଚକିତ ଲାଗିବ। ଆମେ ଓଡ଼ିଶା ମାଟିରେ ଓଡ଼ିଆ ଝିଅଙ୍କୁ ଗଳ୍ପ ପଢ଼ାଇବାକୁ ପ୍ରଚେଷ୍ଟା କରୁଥିବା ବେଳେ ଏଇ ମାଟିର ଶିଶୁ ଅନୁଷା ଗଳ୍ପ...

ଆଜିର ବଡ଼ ଖବର (ମେ ୩୦, ୨୦୧୮)

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍‌ର ‘ଆଜିର ବଡ଼ ଖବର’। ହ୍ୱାଟସ୍‌ଆପ୍‌କୁ ଟକ୍କର ଦେବ ବାବା ରାମଦେବଙ୍କ 'କିମ୍ଭୋ' ଆପ୍ ଟେଲିକମ୍ ଏବଂ ସୋସିଆଲ ମିଡିଆ ସେକ୍ଟରରେ ପ୍ରବେଶ କରିଛନ୍ତି ଯୋଗଗୁରୁ ବାବା ରାମଦେବ। ପତଞ୍ଜଳି କମ୍ୟୁନିକେସନ ପକ୍ଷରୁ ନିକଟରେ ସିମ୍‌...

ରୋଗୀଙ୍କୁ ୮ କିମି କାନ୍ଧରେ ବୋହିଥିବା ଡାକ୍ତରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

(ଓଡ଼ିଶାଲାଇଭ୍‌ ବ୍ୟୁରୋ) ଡାକ୍ତର ଓମ୍‌କାର ହୋତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଲକାନଗିରି ଜିଲ୍ଲାର ଜଣେ ଗର୍ଭବତୀଙ୍କୁ ୮ କିମି କାନ୍ଧରେ ବୋହିନେଇ ମେଡିକାଲରେ ପହଞ୍ଚାଇଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଛନ୍ତି। ଡାକ୍ତର...

‘ବାଟୋଇ’ର ସ୍ରଷ୍ଟା ବୀଣାପାଣି ମହାନ୍ତିଙ୍କୁ ‘ପଦ୍ମଶ୍ରୀ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘ବାଟୋଇ’ ପାଇଁ ବୀଣାପାଣି ମହାନ୍ତିଙ୍କୁ ମିଳିଥିଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। କଟକ: ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତି ପାଇବେ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନ। ଏହା ପୂର୍ବରୁ ଅନେକ ପୁରସ୍କାରରେ ପୁରସ୍କୃତ ହୋଇଥିବା...