ନବକୃଷ୍ଣ ଚୌଧୁରୀଙ୍କ ବିକୃତ ପ୍ରତିମୂର୍ତ୍ତି ପାଇଁ କାହାକୁ ଦାୟୀ କରିବା?

କପିଳାସ ଭୂୟାଁ ଗାନ୍ଧୀବାଦୀ ନେତା ତଥା ସ୍ଵାଧୀନତା ପରେ ଓଡ଼ିଶାର ପ୍ରଥମ ନିର୍ବାଚିତ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ (୧୯୫୦-୧୯୫୬) ବିକୃତ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ବିରୋଧର ସ୍ଵର କ୍ରମେ ତେଜିବା ଆରମ୍ଭ କରିଛି।...

ମୋ’ ବୃତ୍ତିଗତ ଜୀବନରେ ‘ଦମନ’

ଡାକ୍ତର ସରୋଜ କୁମାର ମିଶ୍ର ଖବରକାଗଜରୁ ପଢ଼ିଲି ‘ଦମନ’ ସିନେମା ଭଲ ହୋଇଛି। ସୁନ୍ଦରଗଡ଼ର ପ୍ରେକ୍ଷାଳୟରେ ପୂର୍ଣ୍ଣ ଗହଳିରେ ଚାଲିଛି। ଭୁରି ଭୁରି ପ୍ରସଂଶା ସମସ୍ତଙ୍କର। ଟିକସ ରିହାତି ବି ହୋଇଗଲାଣି। ନିର୍ଦ୍ଦେଶକଙ୍କଠାରୁ ସ୍ୱାସ୍ଥ୍ୟ...

ଗରିବ ମେଧାବୀ ମେଡିକାଲ ଛାତ୍ରଙ୍କ ପାଠପଢ଼ା ଖର୍ଚ୍ଚ ବହନ କଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ମେଧାବୀ ଛାତ୍ର ଇଫୁ ମଲ୍ଲିକ। କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଏମ୍‌ବିବିଏସ୍‌ରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।...

୧୩୪ ଆସନରେ ବିଜୟ ସହ ଦିଲ୍ଲୀରେ ଏମସିଡି ନିର୍ବାଚନ ଜିତିଲା ଆପ୍‌, ଭାଙ୍ଗିଲା ୧୫ ବର୍ଷର ବିଜେପି ଗଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀ ନଗର ନିଗମ (ଏମସିଡି) ନିର୍ବାଚନରେ ଆମ ଆଦମୀ ପାର୍ଟି (ଆପ୍)କୁ ମିଳିଲା ବହୁମତ। ୨୫୦ଟି ଆସନରୁ ଆପକୁ ସର୍ବାଧିକ ୧୩୪ଟି ଆସନ ମିଳିଥିବା ବେଳେ ବିଜେପିକୁ ୧୦୪, କଂଗ୍ରେସ  ୯...

ଆମେରିକା ଓ ଲଣ୍ଡନ ବଜାରରେ ବିକ୍ରି ହେବ ଓଡ଼ିଶା ମହିଳା ଏସ୍‌ଏଚ୍‌ଜିର ସାମଗ୍ରୀ – ସୁଜାତା ଆର୍. କାର୍ତ୍ତିକେୟନ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=RkYqHot4-LQ]‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୨’ର ତୃତୀୟ ସଂସ୍କରଣ ଭୁବନେଶ୍ଵର ଜନତା ମଇଦାନଠାରେ ଆୟୋଜିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ଏହି ଦ୍ଵିବାର୍ଷିକ ନିବେଶକ ସମ୍ମିଳନୀରେ ବଡ଼ ବଡ଼...

ଭିନ୍ନକ୍ଷମ ହେଲେ ବି ତାଙ୍କ ଭିତରେ ରହିଛି ଭିନ୍ନ ଏକ କ୍ଷମତା

ଓଡ଼ିଶାଲାଇଭ୍ ବ୍ୟୁରୋ ଯେଉଁମାନେ ସମାଜରେ ଭିନ୍ନକ୍ଷମ ସେମାନଙ୍କ ପାଖରେ ଥାଏ ଭିନ୍ନ ଏକ କ୍ଷମତାର ପରିଚୟ। ସେଥିପାଇଁ ସେମାନଙ୍କର ଆଉ ଏକ ନାମ ଦିବ୍ୟାଙ୍ଗ। ନିଶ୍ଚିତ ରୂପେ ଏମାନେ ଦିବ୍ୟ ଅଙ୍ଗରେ ଗଠିତ। କାରଣ...

ରାଜ୍ୟ ସିନିଅର ପୁରୁଷ ହକି ଚାମ୍ପିଅନସିପସ: ଦ୍ଵିତୀୟ ମ୍ୟାଚରେ ୪-୩ ଗୋଲରେ ଜିତିଲା ପୂର୍ବତଟ ରେଳବାଇ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=lVso2bSCbo0] ଭୁବନେଶ୍ଵର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଏବଂ କିଟ୍ ଷ୍ଟାଡିୟମଠାରେ ଚାଲିଥିବା ରାଜ୍ୟ ସିନିଅର ପୁରୁଷ ହକି ଚାମ୍ପିଅନସିପସର ଦୁଇଟି ସେମିଫାଇନାଲ ଅନୁଷ୍ଠିତ ହୋଇଛି। ଶୁକ୍ରବାର ଦିନ ଖେଳାଯାଇଥିବା ଦ୍ଵିତୀୟ ସେମିଫାଇନାଲରେ...

ନବରଙ୍ଗପୁରରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲା ଇନଡୋର ଷ୍ଟାଡିୟମଠାରେ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ବ୍ୟାଡମିଣ୍ଟନ ସଂଘ ସହ ଅନୁବନ୍ଧିତ ନବରଙ୍ଗପୁର ଜିଲ୍ଲା ବ୍ୟାଡମିଣ୍ଟନ ସଂଘ...

ଅଗଷ୍ଟ ୮ରେ ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଓଡ଼ିଶାଲାଇଭ୍ ବ୍ୟୁରୋ ପୂର୍ବରୁ ଯୁକ୍ତ ୨ ବିଜ୍ଞାନ ଏବଂ ବାଣିଜ୍ୟ ଫଳ ପ୍ରକାଶ ପାଇଥିବାବେଳେ ଆସନ୍ତା ୮ ତାରିଖରେ ଯୁକ୍ତ ୨ କଳା ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ। ୮ ତାରିଖ...

ଏ ମାଟିର କନ୍ୟା

ନବୀନ ପଟ୍ଟନାୟକ  “ମୁଁ ଦ୍ରୌପଦୀ ମୁର୍ମୁ...”। ଜୁଲାଇ ୨୫ ତାରିଖ ସମୟ ପୂର୍ବାହ୍ନ ୧୦.୧୪ ମିନିଟ୍। ଆମ ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ନୂଆଦିଲ୍ଲୀର ସଂସଦ ଭବନର ସେଣ୍ଟ୍ରାଲ ହଲରେ ଯେତେବେଳେ ଏହି ଶବ୍ଦ ଉଚ୍ଚାରିତ...