ବିଜ୍ଞାନରେ ପ୍ରଥମ ମହିଳା ଡକ୍ଟରେଟ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତର ପ୍ରଥମ ମହିଳା ଯିଏ ବିଜ୍ଞାନରେ ଡକ୍ଟରେଟ ଉପାଧି ହାସଲ କରିଥିଲେ ତାଙ୍କୁ ଆଜି ଗୁଗଲ ପକ୍ଷରୁ ସମ୍ମାନିତ କରାଯାଇଛି। ସେହି ମହାନ ମହିଳା ହେଉଛନ୍ତି ଅସୀମା ଚାଟ୍ଟାର୍ଜି। ୧୯୨୦ ଓ ୧୯୩୦...

ପାକ୍‌ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ: କହିଲେ,”ଆମେ ଡାକ୍ତର ତିଆରି କରୁଛୁ, ପାକିସ୍ତାନ ‘ଜିହାଦୀ’ ତିଆରି କରୁଛି”

ଓଡ଼ିଶାଲାଇଭ୍ ବ୍ୟୁରୋ ମିଳିତ ଜାତିସଂଘର ସାଧାରଣ ପରିଷଦରେ ପୁଣି ପାକିସ୍ତାନ ଉପରେ ବର୍ଷିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ। ଜାତିସଂଘ ମଞ୍ଚରେ ପାକିସ୍ତାନର କାର୍ଯ୍ୟକଳାପକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। କହିଛନ୍ତି, "ଭାରତ...

ପ୍ରେମ ଆନନ୍ଦଙ୍କ ‘ଏ ସୋନୁ…’ ଗୀତ ଇଣ୍ଟରନେଟ୍‌‍ରେ ଭାଇରାଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘ଏ ସୋନୁ ତୋର ମୋ ଉପରେ ଭରସା ନାଇଁ ନ କାଇଁ... ଦୁର୍ଗା ପୂଜା ଉପଲକ୍ଷେ ରିଲିଜ୍ ହେବାକୁ ଥିବା ‘ବାବୁଲା ବାରବୁଲା’ ସିନେମାର ଏହି ଗୀତ ଇଣ୍ଟରନେଟ୍‌ରେ ଧମାଲ ମଚାଇଛି। ମୂଳ...

ବିଜେପୁରରେ ରୀତାଙ୍କୁ ପ୍ରାର୍ଥୀ କଲା ବିଜେଡି, ଏଥର ଜମିବ ଲଢେଇ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପୁର ଉପ-ନିର୍ବାଚନ ପାଇଁ ବିଜେଡି ତା’ର ପ୍ରାର୍ଥୀ ଘୋଷଣା କରିଛି। କିଛିଦିନ ତଳେ ମୃତ୍ୟୁବରଣ କରିଥିବା କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ପ୍ରାର୍ଥୀ କରିବାକୁ ଦଳ ସ୍ଥିର...

କୋରାପୁଟ ଝିଅ ‘ଏନି ପ୍ରିନ୍ସ’ ଜିତିଲେ ‘ମିସ୍‌ ଇଣ୍ଡିଆ’ ଏଲିଗେଣ୍ଟ ଟାଇଟଲ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଜାତୀୟ ସ୍ତରରେ ଆଉ ଜଣେ ଓଡ଼ିଆ ଝିଅ କମାଲ୍‌ ଦେଖାଇଛନ୍ତି। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଏନି ପ୍ରିନ୍ସ ନାଗ 'ମିସ୍‌  ଇଣ୍ଡିଆ' ଏଲିଗେଣ୍ଟ ଟାଇଟଲ୍‌-୨୦୧୭ ହାସଲ କରିଛନ୍ତି। ମଡେଲ ଇଣ୍ଡଷ୍ଟ୍ରିରେ...

ବିଜେପୁରରେ ‘ରୀତା’ ହେଲେ ବିଜେଡି ପ୍ରାର୍ଥୀ: ‘ଅନୁକମ୍ପା’ କାର୍ଡ ଖେଳିଲେ ନବୀନ, ଏବେ କର୍ମୀଙ୍କ ଉପରେ ନଜର

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପୁରକୁ ନେଇ କଳ୍ପନାଜଳ୍ପନାର ଅନ୍ତ ଘଟାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଶେଷରେ ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କ ନାଁ ବିଧିବଦ୍ଧ ଭାବେ ଘୋଷଣା କରି 'ଅନୁକମ୍ପା'...

ଆଖି ବୁଜିଲେ ବିଶ୍ୱର ସବୁଠୁ ଓଜନିଆ ମହିଳା ଇମାନ୍ ଅହମ୍ମଦ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱର ସବୁଠୁ ଓଜନିଆ ମହିଳା ଇମାନ୍ ଅହମ୍ମଦ ଆଉ ନାହାନ୍ତି। ସୋମବାର ଭୋର୍ ସମୟରେ ଆବୁଧାବିର ବର୍ଜିଲ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ହୃଦରୋଗ ଓ କିଡ୍‌ନୀ ରୋଗରେ ସେ...

ତିହାର ଜେଲ୍‌ ଗଲେ ଆଇ ଏମ୍‌ କୁଦ୍ଦୁସି

ଓଡ଼ିଶାଲାଇଭ୍ ବ୍ୟୁରୋ ତିହାର ଜେଲ୍ ଗଲେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଆଇ.ଏମ୍‌ କୁଦ୍ଦୁସି। କୁଦ୍ଦୁସିଙ୍କ ସମେତ ଅନ୍ୟ ଦୁଇ ଅଭିଯୁକ୍ତ ବି ପି ଯାଦବ ଏବଂ ବିଶ୍ବନାଥ ଅଗ୍ରଓ୍ବାଲ ମଧ୍ୟ ଜେଲ୍ ଯାଇଛନ୍ତି।...

ଆମିର ଖାନଙ୍କ ମନେପଡିଲା ପ୍ରଥମ ପ୍ରେମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆମିରଙ୍କ ପରବର୍ତ୍ତୀ ସିନେମା ‘ସିକ୍ରେଟ ସୁପରଷ୍ଟାର’ର ଆଉ ଏକ ଗୀତ ରିଲିଜ ହୋଇଛି। ଏହି ନୁଆ ଗୀତ ‘ଆଇ ୱିଲ ମିସ୍ ୟୁ’କୁ ସୋସିଆଲ ମିଡିଆରେ ସେୟାର କରି ଭାବୁକ ହୋଇଉଠିଛନ୍ତି...

ଦେଶର ଟପ୍‍ ଟେନ୍‍ ଧନୀଙ୍କ ଭିତରେ ପାତଞ୍ଜଳି ଆୟୁର୍ବେଦ ମାଲିକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାତଞ୍ଜଳି ଆୟୁର୍ବେଦର ମାଲିକ ଆଚାର୍ଯ୍ୟ ବାଳକୃଷ୍ଣ ଏକ ଲମ୍ବା କୁଦ ମାରିଛନ୍ତି। ସେ ବର୍ତ୍ତମାନ ଦେଶର ଟପ୍‍ ୧୦ ଧନୀ ଲୋକମାନଙ୍କ ମଧ୍ୟରେ ଅନ୍ୟତମ। ‘ହୁରୁନ ଇଣ୍ଡିଆ’ ନାମକ ଏକ ସଂସ୍ଥା...