ହେମଗିର ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ହେମଗିର ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଉପସ୍ଥିତ ରହି ଜନସାଧାରଣଙ୍କ...

ହେମଗିର ବ୍ଲକର ୫ଟି ପଞ୍ଚାୟତ ପାଇଁ ୧୧୯ଟି ଉନ୍ନୟନ ପ୍ରକଳ୍ପ ଘୋଷଣା କଲେ ଜିଲ୍ଲା ପ୍ରଶାସନ

ଓଡ଼ିଶାଲାଇଭ୍ ବ୍ୟୁରୋ ଖଣି ପ୍ରଭାବିତ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ନିଆଯିବା ବେଳେ ପ୍ରଶାସନ ପକ୍ଷରୁ ଜନସହଭାଗିତାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଲୋକମାନଙ୍କ ଦ୍ୱାରା ଗ୍ରାମସଭା ସ୍ତରରୁ ପାରିତ ହୋଇ...

ହୁତୁ ହୁତୁ ହୋଇ ଜଳି ଗଲା କେଶରୀ ମଲ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂ ସ୍ଥିତ କେଶରୀ ମଲରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ମଲରେ ଥିବା ୬ରୁ ୭ଟି ଦୋକାନରେ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡରେ ଗୋଟିଏ ଦୋକାନ ସମ୍ପୂର୍ଣ୍ଣ...

ହିଂସା ଛାଡ଼ି ଭାଇଚାରା ବାଣ୍ଟିବା: ପ୍ରେମ ଆନନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ନିର୍ବାଚନ ସମୟରେ ଗାଁ ଗହଳିରେ ଏବେ ହିଂସାକାଣ୍ଡ ଦେଖିବାକୁ ମିଳୁଛି। ତେଣୁ ହିଂସାକୁ ଭୁଲି ସଂଗୀତ ମାଧ୍ୟମରେ ଭାଇଚାରର ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ। ଓଡ଼ିଶାଲାଇଭ୍...

ହିନ୍ଦୀ ଚଳଚ୍ଚିତ୍ର ‘ଅନ୍ତର୍ଧ୍ୱନି’ରେ ଓଡ଼ିଆ ମଡେଲ ସ୍ୱପ୍ନା ପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୂଆଦିଲ୍ଲୀରେ ରହୁଥିବା ଓଡ଼ିଆ ମଡେଲ୍-ଅଭିନେତ୍ରୀ ସ୍ୱପ୍ନା ପତି ନଜର ଆସିବେ ହିନ୍ଦୀ ସିନେମା ‘ଅନ୍ତର୍ଧ୍ୱନି’ରେ। ନିକଟରେ ମୁମ୍ବାଇରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରାଯାଇଥିଲା। ୨୪ ଏଫପିଏସ୍ ନିବେଦିତ ଏହି...

ହିଞ୍ଜିଳିରେ କମେଣ୍ଟ ମରାରୁ ହତ୍ୟାକାଣ୍ଡ: ଏକା ସାଙ୍ଗରେ ଆଖି ବୁଜିଲେ ୪ ଭାଇ

ଓଡ଼ିଶାଲାଇଭ୍ ବ୍ୟୁରୋ ଉଜୁଡ଼ି ଗଲା ସଂସାର। ଶୂନ ହୋଇଗଲା ମା’ର କୋଳ। ଗୋଟିଏ ରାତିରେ ତିନି ପୁଅ ଓ ଜଣେ ପାଳିତ ପୁଅର ଜୀବନ ଚାଲିଗଲା। ଦୁର୍ବୃତ୍ତଙ୍କ ଆକ୍ରମଣରୁ ରକ୍ଷା ପାଇପାରିଲେନି କେହି। ସାମାନ୍ୟ...

ହିଜାବ ବିବାଦ : ରାୟ ନଆସିବା ଯାଏଁ ଶିକ୍ଷାନୁଷ୍ଠାନରେ ଧାର୍ମିକ ପୋଷାକ ମନା

ଓଡ଼ିଶାଲାଇଭ୍ ବ୍ୟୁରୋ କର୍ଣ୍ଣାଟକରେ ହିଜାବକୁ ନେଇ ଚାଲିଥିବା ବିବାଦ ଉପରେ ଗୁରୁବାର ହାଇକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ଶୁଣାଣି କରିଛନ୍ତି। ମାମଲା ଅଦାଲତରେ ବିଚାରାଧୀନ ଥିବା ପର୍ଯ୍ୟନ୍ତ ଏବଂ ସମାଧାନ ନହେବା ପର୍ଯ୍ୟନ୍ତ କୌଣସି ଛାତ୍ରଛାତ୍ରୀ...

ହାଲଡେନ, ଭୁବନେଶ୍ୱର ଓ ବିଜୁ ପଟ୍ଟନାୟକ

ଭାସ୍କର ପରିଚ୍ଛା "ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ହେବା ପରେ ୧୯୬୨ ମସିହାରେ ମାତ୍ର ୩୮ ହଜାର ଲୋକ ରହୁଥିଲେ। ଚାରିଆଡ଼େ ଥିଲା ଘଞ୍ଚ ଅରଣ୍ୟ। ସହର ଭିତରେ ଭଳିକି ଭଳି ଫୁଲର ଗଛ ଓ...

ହାପି ହୋଲି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ସାରା ରାଜ୍ୟ ପାଳୁଛି ରଙ୍ଗର ପର୍ବ ହୋଲି। ଗାଁଠୁ ସହର ହୋଇଉଠିଛି ଉତ୍ସବମୁଖର। ହାତରେ ଭଳିକି ଭଳି ରଙ୍ଗ ଧରି ପରସ୍ପିରକୁ ରଙ୍ଗରେ ରଙ୍ଗେଇ ହୋଲିର ସୁଭେଚ୍ଛା ଦେଇ ଚାଲିଛନ୍ତି...

ହାତୀବେଶ ପରେ ୩ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ପାଇବେ ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ନିମନ୍ତେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି। ରାଜେନ୍ଦ୍ରାଭିଷେକ ନୀତିଠାରୁ ଆରମ୍ଭ କରି ନିଳାଦ୍ରୀବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ନେଇ ବୈଠକରେ ଆଲୋଚନା ହୋଇଛି। ସ୍ନାନ...