ବଢ଼ିଲା ଅଡ଼ୁଆ: ‘ମୋଦୀ’ ସରନେମକୁ ନେଇ ବିବାଦୀୟ ମନ୍ତବ୍ୟ ପାଇଁ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲଦଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ‘ମୋଦୀ’ ସରନେମକୁ ନେଇ ରାହୁଲ ଗାନ୍ଧୀ ୨୦୧୯ ମସିହାରେ ଦେଇଥିବା ବିବାଦୀୟ ମନ୍ତବ୍ୟ ଘଟଣାରେ ଗୁରୁବାର ରାୟ ପ୍ରକାଶ ପାଇଛି। ଏହି ଘଟଣାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ୨ ବର୍ଷର ଜେଲ୍...

ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ପାଇଁ ଅନଲାଇନରେ ପ୍ରମାଣପତ୍ର ଦାଖଲ ପ୍ରକ୍ରିୟା ସେପ୍ଟେମ୍ବର ୨୬ରୁ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୩-୨୪ ବ୍ୟାଚରେ ନାମଲେଖା ପାଇଁ ଅନଲାଇନ ମାଧ୍ୟମରେ ସାର୍ଟିଫିକେଟ ଓ ଆବଶ୍ୟକ ବିଭିନ୍ନ ପ୍ରମାଣପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ...

ବରଗଡ଼: ମା’ର ତଣ୍ଟିଚିପି ହତ୍ୟା କଲା ମାତାଲ ପୁଅ

ଓଡ଼ିଶାଲାଇଭ୍ ବ୍ୟୁରୋ (ବରଗଡ଼): ଦଶମାସ ଗର୍ଭରେ ଧରି ଯେଉଁ ପୁଅକୁ ଜନ୍ମ ଦେଇଥିଲା, ସେଇ ପୁଅ ନିଶାଗ୍ରସ୍ତ ହୋଇ ମା’ର ଜୀବନ ନେଇଗଲା। ଏଭଳି ଅମାନୁଷିକ ଘଟଣା ଘଟିଛି ବରଗଡ଼ ଜିଲ୍ଲା ସଦର ଥାନା...

ଫୁଲବାଣୀ: ମିଗୁନପଦରରେ ପ୍ରତିଷ୍ଠା ହେଲା ଜିଲ୍ଲାର ପ୍ରଥମ ବିଏସଏଫ କ୍ୟାମ୍ପ 

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସମରବନ୍ଧ ପଞ୍ଚାୟତ ମିଗୁନପଦର ଗ୍ରାମରେ ପ୍ରତିଷ୍ଠା ହେଲା ଜିଲ୍ଲାର ପ୍ରଥମ ବିଏସଏଫ କ୍ୟାମ୍ପ। ଏହା ପୂର୍ବରୁ ମାଓବାଦୀଙ୍କ ମୁକାବିଲା ଲାଗି...

ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ: ବିବାହିତ ଝିଅଙ୍କୁ ବି ମିଳିପାରିବ ଅନୁକମ୍ପାମୂଳକ ନିଯୁକ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ବିବାହିତ ଝିଅଙ୍କୁ ବି ମିଳିପାରିବ ଅନୁକମ୍ପାମୂଳକ ନିଯୁକ୍ତି। ଜଣେ ମୃତ ସରକାରୀ କର୍ମଚାରୀଙ୍କ ବିବାହିତ ଝିଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପ୍ରସଂଗରେ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ମୃତ ସରକାରୀ କର୍ମଚାରୀଙ୍କ...
job

ପଞ୍ଚାୟତ ଏକ୍ସିକ୍ୟୁଟିଭ ଅଫିସର ପଦବୀ ପାଇଁ ନିଯୁକ୍ତି ସୁଯୋଗ, ମାର୍ଚ୍ଚ ୨୭ ସୁଦ୍ଧା କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏବେ ପଞ୍ଚାୟତ ଏକ୍ସିକ୍ୟୁଟିଭ ଅଫିସର (ପଞ୍ଚାୟତ ନିର୍ବାହୀ ଅଧିକାରୀ) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଓଡ଼ିଶା ସବୋର୍ଡିନେଟ୍ ଷ୍ଟାଫ ସିଲେକସନ କମିଶନ (ଓଏସଏସଏସସି) ପକ୍ଷରୁ ଏହି ୨୨୯୭...

ଅଫେରା ରାଇଜେ ବଲିଉଡର ‘ଗୋଲଡେନ ମ୍ୟାନ’ ବାପି ଲାହିରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡର ଲୋକ ପ୍ରିୟ ଗାୟକ, ମ୍ୟୁଜିକ କମ୍ପୋଜର ତଥା ସଂଗୀତ ନିର୍ଦ୍ଦେଶକ ବାପି ଲାହିରୀଙ୍କର ପରଲୋକ ହୋଇଛି। ୬୯ ବର୍ଷ ବୟସରେ ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କର ନିଧନ ହୋଇଛି। ବଲିଉଡର...

ପାଣିପାଗ ପୂର୍ବାନୁମାନ ହେବ ଆହୁରି ସହଜ, ଆଜି ଇସ୍ରୋ ଲଞ୍ଚ କରିବ ଇନସାଟ୍-୩ଡିଏସ୍ ସାଟେଲାଇଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶନିବାର ଲଞ୍ଚ କରିବାକୁ ଯାଉଛି ଇନସାଟ୍-୩ଡିଏସ୍ ସାଟେଲାଇଟ୍। ଏହା ଦ୍ଵାରା ପାଣିପାଗ ସମ୍ବନ୍ଧୀୟ ସୂଚନା ଜାଣିବା ଆହୁରି ସହଜ ହେବ। ଏହା ଇନସାଟ୍ ସିରିଜର...

ଜି-୨୦ ସମ୍ମିଳନୀ: ବିଶ୍ଵନେତାଙ୍କ ସମ୍ମୁଖରେ ମାଣ୍ଡିଆର ଉପକାରିତା ବଖାଣିବେ ଓଡ଼ିଶାର ଦୁଇ ଆଦିବାସୀ ମହିଳା

ଓଡ଼ିଶାଲାଇଭ୍ ବ୍ୟୁରୋ ଜି-୨୦ ସମ୍ମିଳନୀରେ ଯୋଗ ଦେବେ ଓଡ଼ିଶାର ଦୁଇ ଆଦିବାସୀ ମହିଳା ଚାଷୀ ବିଶ୍ଵନେତାଙ୍କୁ ମାଣ୍ଡିଆ ଚାଷର ସଫଳତା ବାବଦରେ ଜଣାଇବେ ରାଇମତୀ ଓ ଶୁବାସା ସମ୍ମିଳନୀରେ ଅତିଥିଙ୍କୁ ପରଷାଯିବ ମାଣ୍ଡିଆରୁ...

କନ୍ଧମାଳ: ନକ୍ସଲ ପ୍ରବଣ ଅଞ୍ଚଳରେ ବିଏସଏଫ ପକ୍ଷରୁ ଜନସମ୍ପର୍କ ଶିବିର 

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ବଟିମୁଣ୍ଡା ଗ୍ରାମରେ ଭାରତୀୟ ସୀମା ସୁରକ୍ଷା ବାହିନୀ ପକ୍ଷରୁ ଏକ ଜନ ସମ୍ପର୍କ ଶିବିର ଆୟୋଜନ କରାଯାଇଛି। ଏହି ଜନ ସମ୍ପର୍କ କାର୍ଯ୍ୟକ୍ରମରେ...