ବାରିପଦା ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖାରୁ ୯ କୋଟି ୫୭ ଲକ୍ଷ ଟଙ୍କା ଠକେଇ ମାମଲା: ଅର୍ଥନୈତିକ...

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବାରିପଦାର ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖାରୁ ୯ କୋଟି ୫୬ ଲକ୍ଷ ଟଙ୍କାର ଠକେଇ ଘଟଣାରେ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ମୟୂରଭଞ୍ଜ...

ବିଜେଡି ଛାଡ଼ି ବିଜେପିରେ ମିଶିଲେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ। ବିଜେପିର ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଗୀତାଞ୍ଜଳି ସୋମବାର ଦିନ ବିଧିବଦ୍ଧ ଭାବେ ଦଳରେ ସାମିଲ...

ନୂଆପଡ଼ାରେ ବାଜିରେ ଲାଗିଛି ସମ୍ମାନ: ଆର ୟା ପାରର ଲଢ଼େଇ ପାଇଁ ମଇଦାନରେ ହେଭିୱେଟ୍ ନେତା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ନୂଆପଡ଼ା ବିଧାନସଭା ଆସନରେ ଏଥର ସମ୍ମାନର ଲଢ଼େଇ ହେବାକୁ ଯାଉଛି। ଏହି ଆସନରେ ଅନେକ ହେଭିୱେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ। ଆର ୟା ପାରର ଲଢ଼େଇ ପାଇଁ ସବୁ...

ଆସିଲା ବିଜେଡିର ସପ୍ତମ ତାଲିକା: ଆଉ ୬ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ନିଜର ସପ୍ତମ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଦଳ ପକ୍ଷରୁ ରାଜ୍ୟର ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି।...

ଖରା ଛୁଟି: ଏପ୍ରିଲ ୨୫ରୁ ବନ୍ଦ ରହିବ ଓଡ଼ିଶାର ସବୁ ସ୍କୁଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ସବୁ ସ୍କୁଲରେ ଏପ୍ରିଲ ୨୫ ତାରିଖରୁ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା ହୋଇଛି। ରାଜ୍ୟରେ ବଢ଼ିଚାଲିଥିବା ଖରାକୁ ଦୃଷ୍ଟିରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ସୋମବାରଠାରୁ ବୁଧବାର ଯାଏଁ ୩ ଦିନ...

ଓଡ଼ିଶା ବିଧାନସଭା ଓ ଲୋକସଭା ଆସନ ପାଇଁ ଆସିଲା କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଧାନସଭା ଓ ଲୋକସଭା ଆସନ ଲାଗି ଆସିଲା କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା। ରାଜ୍ୟର ୩ଟି ଲୋକସଭା ଓ ୧୬ଟି ବିଧାନସଭା ଲାଗି ଶନିବାର ଦିନ ପ୍ରାର୍ଥୀ ଘୋଷଣା କରିଛି...

ମହାନଦୀ ଡଙ୍ଗା ବୁଡ଼ି ଘଟଣା: ଉଦ୍ଧାର ହେଲା ସମସ୍ତ ୮ ମୃତଦେହ

ଓଡ଼ିଶାଲାଇଭ୍ ବ୍ୟୁରୋ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ନିକଟ ମହାନଦୀରେ ଶୁକ୍ରବାର ଦିନ ହୋଇଥିବା ଡଙ୍ଗା ବୁଡ଼ି ଘଟଣାରେ ସମସ୍ତ ୮ ଜଣ ଯାତ୍ରୀଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ଛତିଶଗଡ଼ର। ଶୁକ୍ରବାର ଦିନ ଦୁଇ ଜଣଙ୍କର...

ଢେଙ୍କାନାଳ ଲୋକସଭା ଆସନ ପାଇଁ ଜମିବ ଲଢ଼େଇ: ଅଭିଜ୍ଞ ରୁଦ୍ରନାରାୟଣଙ୍କୁ ଟକ୍କର ଦେବେ ଅବିନାଶ ଓ ସସ୍ମିତା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଢେଙ୍କାନାଳ ଲୋକସଭା ଆସନ ପାଇଁ ରାଜନୈତିକ ଲଢ଼େଇ ଲଢ଼ିବେ ଅଭିଜ୍ଞ ରୁଦ୍ରନାରାୟଣ ପାଣି, ଡକ୍ଟର ଅବିନାଶ ସାମଲ ଓ ସସ୍ମିତା ବେହେରା। ଢେଙ୍କାନାଳ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି...

ଖରାରୁ ମିଳିବ ଆଶ୍ଵସ୍ତି: ଏଣିକି ଟ୍ରାଫିକ୍ ପୋଲିସ ପିନ୍ଧିବେ ସ୍ଵତନ୍ତ୍ର ଏସି ହେଲମେଟ

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ଓଡ଼ିଶାରେ ଏବେ ମୁଣ୍ଡ ଫଟା ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ତେବେ ଖରାରୁ ରକ୍ଷା ପାଇବା ପାଇଁ ଏଣିକି ଟ୍ରାଫିକ୍ ପୋଲିସ ପିନ୍ଧିବେ ସ୍ଵତନ୍ତ୍ର ଏସି ହେଲମେଟ।...

ମେ’ ପହିଲାରୁ ୩ ମାସ ଯାଏଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

ଓଡ଼ିଶାଲାଇଭ୍ ବ୍ୟୁରୋ ୩ ମାସ ଯାଏଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। ଆସନ୍ତା ମେ’ ୧ ତାରିଖରୁ ଜୁଲାଇ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏଠାରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ...