‘୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ’ ଓ ‘ମୋ ସ୍କୁଲ ଅଭିଯାନ’କୁ ମିଳିଲା ସ୍କଚ୍ ଗୋଲ୍ଡ ଆୱାର୍ଡ  

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ଵର): ‘୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଓ ‘ମୋ ସ୍କୁଲ ଅଭିଯାନ’କୁ ମିଳିଛି ସମ୍ମାନ ଜନକ ସ୍କଚ୍ ଗୋଲ୍ଡ ଆୱାର୍ଡ। ମୋ ସ୍କୁଲ୍ ଅଭିଯାନର ‘ପୁରାତନ ଛାତ୍ର ସଂଯୋଗ କାର୍ଯ୍ୟକ୍ରମ’...

ଓଡ଼ିଶାରେ ନିର୍ବାଚନ ପାଇଁ କଂଗ୍ରେସର ରଣନୀତି, ଦଳର ୧୩ଟି ଜିଲ୍ଲା କମିଟିର ବଦଳିଲେ ସଭାପତି

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ରଣନୀତି ଆରମ୍ଭ କରିଛି ଓଡ଼ିଶା କଂଗ୍ରେସ। ଏହି ପରିପ୍ରେକ୍ଷୀରେ ରାଜ୍ୟର ୧୩ଟି ଜିଲ୍ଲା କଂଗ୍ରେସ କମିଟିର ସଭାପତି ବଦଳିଛନ୍ତି। ପିସିସି ସଭାପତି...

କଳାହାଣ୍ଡିରେ ପିକଅପ ଭ୍ୟାନ ଓଲଟି ୨ ଜଣଙ୍କର ମୃତ୍ୟୁ, ୫୦ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଡୋକରିପଡ଼ାଠାରେ ରବିବାର ସନ୍ଧ୍ୟାରେ ଗୋଟିଏ ପିକଅପ ଭ୍ୟାନ ଦୁର୍ଘଟଣା ଯୋଗୁଁ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ...

ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ପରଲୋକ ଘଟିଛି। ରବିବାର ଭୁବନେଶ୍ଵରରେ ୯୫ ବର୍ଷ ବୟସରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ସେ ନିଜ ଜୀବନରେ ଅନେକ ଗଳ୍ପ, ଉପନ୍ୟାସ...
Lokaseva Bhawan

ବଢ଼ିଲା ମଧୁବାବୁ ପେନସନ ଯୋଜନା ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ମଧୁବାବୁ ପେନସନ ଯୋଜନାରେ ୫୦୦ ଟଙ୍କା ବୃଦ୍ଧି ମଧୁବାବୁ ପେନସନ ଯୋଜନାରେ ସର୍ବନିମ୍ନ ସହାୟତା ୧୦୦୦ ଟଙ୍କା ଫେବ୍ରୁଆରି ୨୦ରୁ ୨୫ ତାରିଖ ମଧ୍ୟରେ ମିଳିବ ବର୍ଦ୍ଧିତ ପେନସନ ଟଙ୍କା ବାର୍ଷିକ ୩,୬୮୩  କୋଟି ଟଙ୍କା...

ସହଜ ହେବ ପୁରୀ ସ୍ଵର୍ଗଦ୍ଵାରରେ ଦାହ ସଂସ୍କାର କାର୍ଯ୍ୟ, ଲୋକାର୍ପିତ ହେଲା ସ୍ଵର୍ଗଦ୍ଵାର ଆପ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ସହଜ ହେବ ପୁରୀ ସ୍ଵର୍ଗଦ୍ଵରରେ ଦାହ ସଂସ୍କାର କାର୍ଯ୍ୟ। ଶବଦାହ ପାଇଁ ଅନଲାଇନ ମାଧ୍ୟମରେ କରିହେବ ରେଜିଷ୍ଟ୍ରେସନ। ଏଥିପାଇଁ ଶୁକ୍ରବାର ସନ୍ଧ୍ୟାରେ ସ୍ୱର୍ଗଦ୍ୱାର ମୋବାଇଲ ଆପ୍‌କୁ ଲୋକାର୍ପଣ କରିଛନ୍ତି ପୁରୀ...

ଓଡ଼ିଶାରେ ବୈଦ୍ୟୁତିକ ଯାନ କାରଖାନା ନିର୍ମାଣ କରିବ ଜେଏସଡବ୍ଲ୍ୟୁ ଗ୍ରୁପ୍, ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷରିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ବୈଦ୍ୟୁତିକ ଯାନ (ଇଭି) ଓ ବ୍ୟାଟେରୀ କାରଖାନା ନିର୍ମାଣ କରିବ ଜେଏସଡବ୍ଲ୍ୟୁ ଗ୍ରୁପ୍। ଏଥିପାଇଁ ୪୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। ଏନେଇ ଶନିବାର ଓଡ଼ିଶା ସରକାର...

ଓଡ଼ିଶାକୁ ପୁଣି ଫେରିଲା ଶୀତଲହରୀ, ଆଭ୍ୟନ୍ତରୀଣ ଜିଲ୍ଲାରେ କମୁଛି ପାରଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ କିଛି ଦିନ ପରେ ପୁଣି ଫେରିଛି ଶୀତଲହରୀ। ଶୁକ୍ରବାରଠାରୁ ରାଜ୍ୟରେ ଅଧିକାଂଶ ଅଞ୍ଚଳରେ କମିଛି ତାପମାତ୍ରା। ଆଉ ୨ରୁ ୩ ଦିନ ଯାଏଁ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର...

ଢେଙ୍କାନାଳରେ ଅଘଟଣ: ଇଟାଭାଟି ଯୋଗୁଁ ଚାଲିଗଲା ୪ ଜଣଙ୍କ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ଇଟାଭାଟିରେ ନିଆଁ ଲଗାଇ ଶୋଇଥିଲେ, ଚାଲିଗଲା ୪ ଜଣଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ କମଳାଙ୍ଗ ନିକଟରେ। ମୃତକମାନେ ଛତିଶଗଡ଼ର ଓ ଗୋଟିଏ...

କଂଗ୍ରେସରେ ଯୋଗଦେଲେ ଅଭିନେତା ମନୋଜ ମିଶ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ କଂଗ୍ରେସରେ ମିଶିଲେ ଅଭିନେତା ମନୋଜ ମିଶ୍ର। ଶନିବାର ଦିନ ଭୁବନେଶ୍ଵରସ୍ଥିତ ମୁଖ୍ୟାଳୟରେ ଦଳର ଓଡ଼ିଶା ପ୍ରଭାରୀ ଡାକ୍ତର ଅଜୟ କୁମାରଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗଦେଇଛନ୍ତି। ଏହି ମିଶ୍ରଣ ପର୍ବ ଅବସରରେ...