ଆଜି ବିଶ୍ଵକପ ମେଗା ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ଟକ୍କର, ୧୨ ବର୍ଷ ପରେ ଟ୍ରଫି ହାତେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ସୁପର ସଣ୍ଡେରେ ଆଇସିସି କ୍ରିକେଟ ବିଶ୍ଵକପର ମେଗା ଫାଇନାଲ। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ସହ ଟକ୍କର ନେବ ଟିମ୍ ଇଣ୍ଡିଆ। ବିଶ୍ଵକପ ଜିତି କୋଟି କୋଟି କ୍ରିକେଟପ୍ରେମୀଙ୍କ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ନଭେମ୍ବର ୨୦ରେ ସରିବ ପଞ୍ଜିକରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ ପଞ୍ଜିକରଣ ପ୍ରକ୍ରିୟା ନଭେମ୍ବର ୨୦ ତାରିଖରେ ଶେଷ ହେବ। ରାଜ୍ୟରେ ଥିବା ୩୧୪ଟି ଓଡ଼ିଶା ଆଦର୍ଶ...

ଏସସିଏସଟିଆରଟିଆଇ ପକ୍ଷରୁ ଜନଜାତି ଚିତ୍ରକଳା ପ୍ରଦର୍ଶନୀ, ୨୧ ଯାଏଁ ଖୋଲା ରହିବ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ‘ଜନଜାତୀୟ ଗୌରବ ଦିବସ’ ପାଳନ ଅବସରରେ ଭୁବନେଶ୍ୱରସ୍ଥିତ ‘ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ’ (ଏସସିଏସଟିଆରଟିଆଇ) ପକ୍ଷରୁ ଜନଜାତି ଚିତ୍ରକଳା ପ୍ରଦର୍ଶନୀର ଶୁଭାରମ୍ଭ ହୋଇଛି। ନଭେମ୍ବର...

ସୁସ୍ଥ ହୃଦୟ ପାଇଁ ଅଣ୍ଡା ଖାଇବା ଜରୁରୀ

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://youtu.be/yHg7peffa-M?si=Kulk392tXjWReAek ଅଣ୍ଡାର ଆବଶ୍ୟକତା ମାନସିକ ଏବଂ ଶାରୀରିକ ସୁସ୍ଥତା ପାଇଁ ଯେତିକି ଜରୁରୀ ସୁସ୍ଥ ହୃଦୟ ପାଇଁ ସେତିକି ଆବଶ୍ୟକ। ଅଣ୍ଡାରେ ଭରପୂର ମାତ୍ରାରେ ପ୍ରୋଟିନ ରହିଥିବାରୁ ଏହା ପିଲାଠାରୁ ବୁଢ଼ା...

ବଲାଙ୍ଗିରରେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବଲାଙ୍ଗିର ଜିଲ୍ଲାରେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର। ଏହି ଦୁଇଟି ପ୍ରକଳ୍ପ ପାଇଁ ୨୯୬.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। ସୁନଗଡ଼ ନଦୀରେ ସିଲେଟକଣି ନଦୀଗର୍ଭ ଜଳାଶୟ...

ଅନୁମତି ଦେଲେ ସରକାର, ଚାକିରିରୁ ଅବସର ନେବେ ପୋଲିସ ଡିଜି ସୁନୀଲ ବଂଶଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ପୋଲିସ ଡିଜି ସୁନୀଲ ବଂଶଲ ଚାକିରିରୁ ଅବସର ନେବେ। ଏଥିପାଇଁ ରାଜ୍ୟ ସରକାର ତାଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆସନ୍ତା...

ଦୁର୍ଗମ ଅଞ୍ଚଳକୁ ଔଷଧ ଯୋଗାଇବ ଡ୍ରୋନ୍: ରାୟଗଡ଼ା ଜିଲ୍ଲାରେ ପରୀକ୍ଷାମୂଳକ ଭାବେ ଯୋଜନା ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ଦୁର୍ଗମ ଅଞ୍ଚଳକୁ ଔଷଧ ପହଞ୍ଚାଇବା ପାଇଁ ମାଧ୍ୟମ ପାଲଟିବ ଡ୍ରୋନ୍। କନ୍ଧମାଳ ପରେ ରାୟଗଡ଼ା ଜିଲ୍ଲାରେ ପରୀକ୍ଷଣମୂଳକ ଭାବେ ଏହି ଯୋଜନା ଆରମ୍ଭ କରାଯାଇଛି। ଏହି ପରୀକ୍ଷଣ ସଫଳ ହେଲେ...

ଅସହ୍ୟ ଦୁର୍ଗନ୍ଧରେ ଅଣନିଶ୍ଵାସୀ ସ୍ମାର୍ଟ ସିଟି ଭୁବନେଶ୍ଵର

ଓଡ଼ିଶାଲାଇଭ୍ ବ୍ୟୁରୋ ଗାଡ଼କଣ ଡମ୍ପିଂ ୟାର୍ଡ ଦୁର୍ଗନ୍ଧରେ କଲବଲ ହେଲେଣି ରାଜଧାନୀ ବାସିନ୍ଦା। କେବଳ ସ୍ଥାନୀୟ ବାସିନ୍ଦାଙ୍କୁ ନୁହେଁ ଭୁବନେଶ୍ଵର ସାରା ଏହି ଗୁର୍ଗନ୍ଧ ଅଣନିଶ୍ଵାସୀ କଲାଣି। ଭୁବନେଶ୍ୱର ଗାଡ଼କଣ ଡମ୍ପିଂ ୟାର୍ଡ ଦୁର୍ଗନ୍ଧକୁ ନେଇ...

ସାତଦିନ ହେଲା ଚାଲିଛି ଉଦ୍ଧାର କାର୍ଯ୍ୟ, ଉତ୍ତରକାଶୀ ସୁଡ଼ଙ୍ଗରେ ଫସିଛି ୪୦ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନରାତି ଏକ କରି ସାତଦିନ ହେଲା ନାକେଦମ ହେଲେଣି ଉଦ୍ଧାରକାରୀ ଦଳ, ଉତ୍ତରକାଶୀ ସୁଡ଼ଙ୍ଗରେ ଫସି ରହିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଫିଟୁନି ବାଟ। ଉତ୍ତରାଖଣ୍ଡର ଉତ୍ତରକାଶୀଠାରେ ନିର୍ମାଣାଧୀନ ସିଲକୟାରା ସୁଡ଼ଙ୍ଗ...

ସୁରେଶ ଚନ୍ଦ୍ର ମହାପାତ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନୂଆ ମୁଖ୍ୟ ପରାମର୍ଶଦାତା

ଓଡ଼ିଶାଲାଇଭ୍ ବ୍ୟୁରୋ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ମିଳିଲା ନୂଆ ଦାୟିତ୍ଵ। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର...