ନଭେମ୍ବର ୨୧ରେ ଓଡ଼ିଶା ବିଧାନସଭା ଉପବାଚସ୍ପତି ନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ ନଭେମ୍ବର ୨୧ ତାରିଖରେ ଓଡ଼ିଶା ବିଧାନସଭା ଉପବାଚସ୍ପତି ନିର୍ବାଚନ। ସକାଳ ୯ଟା ୩୦ ମିନିଟରେ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ବିଧାନସଭାର ସମସ୍ତ ସଦସ୍ୟଙ୍କୁ ଚିଠିଲେଖି ଜଣାଇଛନ୍ତି ବିଧାନସଭା ସଚିବ ଦାସରଥୀ...

ସୋନପୁର: ବୋରଓ୍ଵେଲରୁ ଉଦ୍ଧାର ହୋଇଥିବା ବୃଦ୍ଧାଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ (ସୋନପୁର): ବୋରଓ୍ଵେଲରୁ ଉଦ୍ଧାର ହୋଇଥିବା ବୃଦ୍ଧା ଦୁଃଖୀ ନେଗୀଙ୍କର ମୃତ୍ୟୁ ହୋଇଛି। ମଙ୍ଗଳବାର ଦିନ ତାଙ୍କୁ ଉଦ୍ଧାର କରି ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା...

ସୋନପୁର: ଗଭୀର ବୋରୱେଲରେ ଖସି ପଡ଼ିଥିବା ବୃଦ୍ଧାଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଗଭୀର ବୋରୱେଲରେ ଖସି ପଡ଼ିଲେ ୮୦ ବର୍ଷୀୟ ବୃଦ୍ଧା। ସୋନପୁର ଜିଲ୍ଲା କଇଁଫୁଲ ଗାଁରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଛନ୍ତି। ବୃଦ୍ଧ...

ଆଜି ଶିଶୁ ଦିବସ – ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ଶିଶୁ ଦିବସ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନ। ଆଜିର ଦିନକୁ ସ୍କୁଲ ଏବଂ କଲେଜ ଆଦି ବିଭିନ୍ନ ସ୍ଥାନରେ ବେଶ ଉତ୍ସାହର ସହ ପାଳନ...

ଆଜି ‘ବିଶ୍ଵ ମଧୁମେହ ଦିବସ’: ଅନେକ ଘାତକ ରୋଗର କାରଣ ପାଲଟୁଛି ‘ମଧୁମେହ’

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ ବର୍ତ୍ତମାନ ଘରେ ଘରେ ଡାଏବେଟିସ୍। ପିଲାଠାରୁ ବୁଢ଼ାଙ୍କ ପର୍ଯ୍ୟନ୍ତ ‘ଡାଏବେଟିସ୍’ କବଳରେ ପଡ଼ୁଛନ୍ତି। ଡାଏବେଟିସ୍ ଏମିତି ଏକ ରୋଗ ଯାହା ଅନେକ ଘତକ ରୋଗର ମୂଳ କାରଣ ବୋଲି ଡାକ୍ତର...

ସିଆଇଏସଏଫରେ ୨୪୮ଟି ହେଡ କନଷ୍ଟେବଳ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି, ନଭେମ୍ବର ୨୮ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟନ ଅଧିନସ୍ଥ କେନ୍ଦ୍ରୀୟ ଔଦ୍ୟଗିକ ସୁରକ୍ଷା ବାହିନୀରେ (ସିଆଇଏସଏଫ) ୨୪୮ଟି ‘ହେଡ କନଷ୍ଟେବଳ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି। ସିଆଇଏସଏଫର ବିଭିନ୍ନ ବିଭାଗରେ ଖାଲିଥିବା ଏହିସବୁ...

ହାଇଦ୍ରାବାଦ ଆପର୍ଟମେଣ୍ଟ ଅଗ୍ନିକାଣ୍ଡ ଘଟଣା: ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ତେଲେଙ୍ଗାନା ରାଜ୍ୟର ରାଜଧାନୀ ହାଇଦ୍ରାବାଦ ସହର ନାମପଲ୍ଲୀ ନିକଟ ବଜାରଘାଟ ଅଞ୍ଚଳର ଆପାର୍ଟମେଣ୍ଟରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ଏହି...

ଡାଏବେଟିସ୍‌କୁ ନେଇ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ସଚେତନତା ଅଭିଯାନ ‘ଡାଏବେଟିସ୍ ସହିତ ଜୀବନ’

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ନଭେମ୍ବର ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଡାଏବେଟିସ୍‌କୁ ନେଇ ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ। ବର୍ତ୍ତମାନ ସମୟରେ ସାରା...

“ବିଶ୍ଵରେ ଦେଖା ଦେଇଥିବା ଖାଦ୍ୟ ସଙ୍କଟର ମୁକାବିଲା କରିବ ମିଲେଟ୍ସ”

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗାମୀ ୧୦ ବର୍ଷରେ ମିଲେଟ୍ସକୁ ନେଇ ବିଶ୍ଵରେ ନୀତି ନିର୍ଦ୍ଧାରଣ ପାଇଁ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ସ୍ଵତନ୍ତ୍ର ଅଧିବେଶନ।    ଆଜିର ସମୟରେ ସାରା ଦୁନିଆରେ ଖାଦ୍ୟ ଅଭାବକୁ ଦୂର କରିବା ପାଇଁ...

ନଭେମ୍ବର ୨୦ରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଓଡ଼ିଶା ଆବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ନଭେମ୍ବର ୨୦ ଓ ୨୧ ତାରିଖ ଦୁଇଦିନିଆ ମୟୂରଭଞ୍ଜ ଗସ୍ତରେ ଆସିବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବିଧିବଦ୍ଧ...