ଧବଳେଶ୍ଵର ମନ୍ଦିରରେ ତାଲା, ସକାଳ ୮ଟାରୁ ଧାଡ଼ିରେ ଛିଡ଼ାହୋଇ ନୟାନ୍ତ ହେଲେଣି ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଦର୍ଶନ ବ୍ୟବସ୍ଥାକୁ ନେଇ ପ୍ରଶାସନ ଏବଂ ପୂଜକ ମୁହାଁମୁହିଁ ହେବାରୁ ଆଠଗଡ଼ସ୍ଥିତ ବାବା ଧବଳେଶ୍ଵରଙ୍କ ପୀଠରେ ତାଲା ପଡ଼ିଛି। ଫଳରେ ସକାଳୁ ମନ୍ଦିର ଆସିଥିବା ଭକ୍ତ ଠାକୁରଙ୍କ ଦର୍ଶନରୁ ବଞ୍ଚିତ ରହିଛନ୍ତି। କାର୍ତ୍ତିକ...

ଆଦିବାସୀ ଜମି ହସ୍ତାନ୍ତର ଆଇନ ସଂଶୋଧନ ନିଷ୍ପତ୍ତିର ପୁନର୍ବିଚାର ହେବ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଦିବାସୀ ଜମି ହସ୍ତାନ୍ତର ଆଇନ ସଂଶୋଧନ ନିଷ୍ପତ୍ତିର ପୁନର୍ବିଚାର ହେବ। ବିରୋଧୀଙ୍କ ପ୍ରବଳ ବିରୋଧ ପରେ ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ...

ଆଜି ସନ୍ଧ୍ୟାରେ ଉଦ୍ଧାର ହେବେ ଉତ୍ତରକାଶୀ ସୁଡ଼ଙ୍ଗରେ ଫସି ରହିଥିବା ୪୧ ଶ୍ରମିକ!

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରାଖଣ୍ଡର ଉତ୍ତରକାଶୀ ସୁଡ଼ଙ୍ଗରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଉଦ୍ଧାର କରାଯିବାର ସମ୍ଭାବନା ରହିଛି। ନଭେମ୍ବର ୧୨ ତାରିଖ ସକାଳଠାରୁ ସୁଡ଼ଙ୍ଗ ଭିତରେ ଫସି ରହିଥିବା...

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଆକର୍ଷଣ ପାଲଟିଛି ଓଡ଼ିଶାର ‘କରୁଣା ସିଲ୍କ’

ଓଡ଼ିଶାଲାଇଭ୍ ବ୍ୟୁରୋ https://youtu.be/Killg2qoOwo?si=Y8iZSPRQZK4XBsE7 କରୁଣା ସିଲ୍କରୁ ଏବେ ପ୍ରସ୍ତୁତ ହେଉଛି ଶ୍ରୀମନ୍ଦିର ପାଇଁ ‘ଖଣ୍ଡୁଆ ପାଟ’ ଏଣ୍ଡିକୀଟକୁ ନମାରି ଖୋସାରୁ ନୂଆ ଉପାୟରେ ବାହାର କରାଯାଉଛି ସୂତା ବୟନଶିଳ୍ପ କ୍ଷେତ୍ରରେ ଅହିଂସାର ନୂଆ ବାଟ ହୋଇଛି ‘କରୁଣା ସିଲ୍କ’ ୫-ଟି...

ଏସସିଏସଟିଆରଟିଆଇ ପକ୍ଷରୁ ଚାଲିଥିବା ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀ ଉଦଯାପିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ପକ୍ଷରୁ ଚାଲିଥିବା ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀ ଉଦଯାପିତ...

ଜାନୁଆରି ୧୫ ତାରିଖରୁ ଆରମ୍ଭ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୨୦୨୪ ଜାନୁଆରି ୧୫ ତାରିଖରୁ ଆରମ୍ଭ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଜାନୁଆରି ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଧନୁଯାତ୍ରା ଚାଲିବ। ଧନୁଯାତ୍ରା କମିଟିର ଅଧ୍ୟକ୍ଷ...

ଓଡ଼ିଶାରେ ୫ ବର୍ଷରେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୨୫,୯୩୪ ଜଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ସଡ଼କ ଦୁର୍ଘଟଣା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିଛି। ରାଜ୍ୟରେ ସଡ଼କ ଦୁର୍ଘଟଣାରେ ଗତ ୫ ବର୍ଷ ମଧ୍ୟରେ ୨୫,୯୩୪ ଜଣଙ୍କର ଜୀବନ ଯାଇଛି। ଦୁର୍ଘଟଣାରେ ୫୧ ହଜାର...

ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଔଷଧ ଗୋଦାମରେ ଅଗ୍ନିକାଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଔଷଧ ଗୋଦାମରେ ଅଗ୍ନିକାଣ୍ଡ ଘଟି ବିପୁଳ ପରିମାଣର ଔଷଧ ଏବଂ ଆସବାବପତ୍ର ନଷ୍ଟ ହୋଇଯାଇଛି। ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସିଡିଏମଓଙ୍କ କାର୍ଯ୍ୟାଳୟ...

ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ, ଚାଲିପାରୁନି ବିଧାନସଭା ଗୃହକାର୍ଯ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଆଗେଇ ପାରୁନି ବିଧାନସଭା ଶୀତ ଅଧିବେଶନ। ବିଧାନସଭା ଶୀତ ଅଧିବେଶନର ଗୁରୁବାର ହେଉଛି ତୃତୀୟ ଦିନ। ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ଗୃହରେ ଜୋରଦାର ହଙ୍ଗାମା କରିବା...

ସୁନ୍ଦରଗଡ଼ ଜିଲ୍ଲାରେ ବଦଳୁଛି ଅନୁସୂଚିତ ଜାତି ଓ ଜନଜାତି ସ୍କୁଲ ହଷ୍ଟେଲର ରୂପ

ଓଡ଼ିଶାଲାଇଭ୍ ବ୍ୟୁରୋ (ସୁନ୍ଦରଗଡ଼): ଅନୂସୂଚିତ ଜାତି ଏବଂ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ଥିବା ଆବାସିକ ବିଦ୍ୟାଳୟ ହଷ୍ଟେଲଗୁଡ଼ିକର ରୂପ ବଦଳୁଛି। ଜିଲ୍ଲାର ମୋଟ ୫୧୫ଟି ହଷ୍ଟେଲ ମଧ୍ୟରୁ ୨୨୩ଟି ହଷ୍ଟେଲର...