ମହାଶିବରାତ୍ରୀ ପାଇଁ ଚାଲିଛି ପ୍ରସ୍ତୁତି: ଆସନ୍ତାକାଲି ରାତି ୧୦ଟାରେ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଉଠିବ ମହାଦୀପ

ଓଡ଼ିଶାଲାଇଭ୍ ବ୍ୟୁରୋ ସନ୍ତାକାଲି, ଶୁକ୍ରବାର ଦିନ ମହାଶିବରାତ୍ରୀ। ଏଥିପାଇଁ ସମସ୍ତ ଶିବ ମନ୍ଦିରରେ ଜୋରଦାର ପ୍ରସ୍ତୁତି ଚାଲିଛି। ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ମଧ୍ୟ ଜାଗର ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ଆସନ୍ତାକାଲି ରାତି ୧୦ଟାରେ...

ଷ୍ଟ୍ରୋକ୍ ପରେ ମାନସିକ ସ୍ୱାସ୍ଥ୍ୟର ଯତ୍ନ କିପରି ନେବେ?

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ https://youtu.be/-ye71-tKyAg?si=l27aUot-wlucVVFX ଆଜି ‘ବିଶ୍ଵ ଷ୍ଟ୍ରୋକ୍ ଦିବସ’। ଷ୍ଟ୍ରୋକ୍‌କୁ ନେଇ ସଚେତନତାର ଅଭାବ ଯୋଗୁଁ ପ୍ରତି ବର୍ଷ ଭାରତରେ ପ୍ରାୟ ୧୩ ଲକ୍ଷ ଲୋକ ପ୍ରାଣ ହରାଇଥାନ୍ତି ଏବଂ ଅନେକ ଶାରୀରିକ ଭାବେ...

ଦିଲ୍ଲୀ ଘଟଣା: ରାତିରେ ପ୍ରେମିକାକୁ ହତ୍ୟା, ସକାଳେ ଅନ୍ୟ ଝିଅକୁ ବିବାହ କଲା ପ୍ରେମିକ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ଦିଲ୍ଲୀରୁ ଆସିଲା ଛାତିଥରା ଖବର। ଶ୍ରଦ୍ଧା ହତ୍ୟା ଘଟଣାକୁ ଲୋକେ ଭୁଲି ନଥିବାବେଳେ ସେହିଭଳି ଜଘନ୍ୟ ଘଟଣାର ପୁନରାବୃତ୍ତି ହୋଇଛି। ଦୀର୍ଘ ଦିନର ପ୍ରେମିକାକୁ ରାତିରେ ହତ୍ୟା କରି ତା’ର ଶବକୁ...

କନ୍ଧମାଳ: ବ୍ରିଜ ତଳକୁ ସ୍କୁଟି ଖସି ଚାଲିଗଲା ୩ ସାଙ୍ଗଙ୍କ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରିଜ ତଳକୁ ସ୍କୁଟି ଖସି ପଡ଼ିବାରୁ ୩ ଜଣ ସାଙ୍ଗଙ୍କର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ମଣ୍ଡାକିଆ ବୁଡ଼ାମାହା ଅଞ୍ଚଳରେ। ମୃତକମାନେ ହେଲେ ରାଇକିଆର...

ଭୁବନେଶ୍ଵରରେ ପହଞ୍ଚିଲେ ଉତ୍ତରକାଶୀ ସୁଡ଼ଙ୍ଗରୁ ଉଦ୍ଧାର ହୋଇଥିବା ୪ ଓଡ଼ିଆ ଶ୍ରମିକ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରାଖଣ୍ଡର ଉତ୍ତରକାଶୀ ସୁଡ଼ଙ୍ଗରୁ ଉଦ୍ଧାର ହୋଇଥିବା ୪ ଜଣ ଓଡ଼ିଆ ଶ୍ରମିକ ଗୁରୁବାର ଭୁବନେଶ୍ଵରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଶ୍ରମିକମାନଙ୍କ ସହ ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା...

‘ଦ କଶ୍ମୀର ଫାଇଲ୍ସ’ ଚର୍ଚ୍ଚା ଯେତିକି ବିବାଦ ସେତିକି

ଓଡ଼ିଶାଲାଇଭ୍ ବ୍ୟୁରୋ ୯୦ ଦଶକରେ କଶ୍ମୀର ପଣ୍ଡିତମାନଙ୍କ ଉପରେ ହୋଇଥିବା ଅକଥନୀୟ ଅତ୍ୟାଚାର ଘଟଣାକୁ ନେଇ ନିର୍ମାଣ ହୋଇଥିବା ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଚାଲିଛି। ୩୦...

କନ୍ଧମାଳ-ବୌଦ୍ଧ ସୀମାନ୍ତରେ ମାଓବାଦୀ କ୍ୟାମ୍ପ ଧ୍ଵଂସ କଲେ ଏସଓଜି ଯବାନ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ପୁଣି ମାଓବାଦୀ କ୍ୟାମ୍ପ ଧ୍ଵଂସ କଲେ ଏସଓଜି ଯବାନ। ଗୁରୁବାର ଦିନ କନ୍ଧମାଳ-ବୌଦ୍ଧ ସୀମାନ୍ତ କଣ୍ଟାମାଳ ଥାନା ବୁଢ଼ାଖୋଲ ଜଙ୍ଗଲରେ ଏସଓଜି ଯବାନ ସର୍ଚ୍ଚ ଅପରେସନ...

କଟକରୁ ଭୁବନେଶ୍ଵର ରାସ୍ତା ହେଲା ଗ୍ରୀନ କରିଡର – ଅଧିକ ଚିକିତ୍ସା ପାଇଁ ଏସସିବିରୁ ସୁରତ ଗଲେ ଗୁରୁତର...

ଓଡ଼ିଶାଲାଇଭ୍ ବ୍ୟୁରୋ ଶନିବାର ସକାଳେ କଟକଠାରୁ ଭୁବନେଶ୍ଵର ରାସ୍ତାକୁ ଗ୍ରୀନ କରିଡର କରାଯାଇଥିଲା। ଏଥିପାଇଁ ଆଜି ସକାଳ ୯ଟାରୁ ପ୍ରାୟ ୩୫ ମିନିଟ ପର୍ଯ୍ୟନ୍ତ କଟକରୁ ଭୁବନେଶ୍ଵରର ଜନଗହଳିପୂର୍ଣ୍ଣ ରାସ୍ତା ଶୂନଶାନ ହୋଇଯାଇଥିଲା। ଜଣେ...

ସିଆଇଆଇ ଓଡ଼ିଶାର ବାର୍ଷିକ ସମ୍ମିଳନୀ: ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ଆଲୋଚନା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଓଡ଼ିଶାର ବାର୍ଷିକ ସମ୍ମିଳନୀ ବୁଧବାର ଭୁବନେଶ୍ଵରେ ଆୟୋଜନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ  ଓଡ଼ିଶାରେ କ୍ଷୁଦ୍ର, ମଧ୍ୟମ ଓ ଲଘୁ ଉଦ୍ୟୋଗ (ଏମଏସଏମଇ) ଏବଂ ଅନ୍ୟାନ୍ୟ ଶିଳ୍ପ...

ସାମାଜିକ ଓ ଅର୍ଥନୈତିକ ବିକାଶରେ କୃଷିର ଭୂମିକା ଗୁରୁତ୍ୱପୂର୍ଣ୍ଣ, ଜାଣନ୍ତୁ ଓଡ଼ିଶାରେ କୃଷି କ୍ଷେତ୍ରର ସ୍ଥିତି

ଭାସ୍କର ପରିଚ୍ଛା ଦେଶ ତଥା ରାଜ୍ୟର ସାମାଜିକ ଓ ଅର୍ଥନୈତିକ ବିକାଶରେ କୃଷି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଓଡ଼ିଶାର ଅର୍ଥନୀତିରେ କୃଷି କ୍ଷେତ୍ରର ବିଶେଷ ପ୍ରଭାବ ରହିଛି। ତେବେ କିଛି...