ସୁନ୍ଦରଗଡ଼ ଜିଲ୍ଲାରେ ବଦଳୁଛି ଅନୁସୂଚିତ ଜାତି ଓ ଜନଜାତି ସ୍କୁଲ ହଷ୍ଟେଲର ରୂପ

ଓଡ଼ିଶାଲାଇଭ୍ ବ୍ୟୁରୋ (ସୁନ୍ଦରଗଡ଼): ଅନୂସୂଚିତ ଜାତି ଏବଂ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ଥିବା ଆବାସିକ ବିଦ୍ୟାଳୟ ହଷ୍ଟେଲଗୁଡ଼ିକର ରୂପ ବଦଳୁଛି। ଜିଲ୍ଲାର ମୋଟ ୫୧୫ଟି ହଷ୍ଟେଲ ମଧ୍ୟରୁ ୨୨୩ଟି ହଷ୍ଟେଲର...

ଆଜିଠୁ ଆରମ୍ଭ କାର୍ତ୍ତିକ ପଞ୍ଚକ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁରୁବାରଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ପଞ୍ଚକ। ପଞ୍ଚକ ପାଇଁ ବଡ଼ଠାକୁରଙ୍କ ଦର୍ଶନ ଲାଗି ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମୁଛି। ପଞ୍ଚକ ପାଞ୍ଚ ଦିନ ଦାରୁ ଦିଅଁଙ୍କର ୫ଟି ସ୍ଵତନ୍ତ୍ର ବେଶ...

ଜମ୍ମୁ କଶ୍ମୀରରେ ସେନା-ଆତଙ୍କବାଦୀ ମୁହାଁମୁହିଁ, ୨ ସେନା ଅଧିକାରୀଙ୍କ ସମେତ ୪ ସହିଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଜମ୍ମୁ କଶ୍ମୀରର ରଜୌରୀରେ ଆତଙ୍କବାଦୀ ଆକ୍ରମଣରେ ଦୁଇଜଣ ସେନା ଅଧିକାରୀଙ୍କ ସହ ଦୁଇଜଣ ଯବାନ ସହିଦ ହୋଇଛନ୍ତି। ରଜୌରୀର ବାଜିମଲ ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇ ସେନା, ପୋଲିସ ଏବଂ...

ନୂଆଦିଲ୍ଲୀର ବାଣିଜ୍ୟ ମେଳାରେ ଓରମାସ୍ ପ୍ରସ୍ତୁତ ସାମଗ୍ରୀର ଚାହିଦା

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଚାଲିଥିବା ୪୨ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ବିଭିନ୍ନ ରାଜ୍ୟର ପାଭିଲିୟନ ମଧ୍ୟରେ ଝଲସୁଛି ଓଡ଼ିଶା ପାଭିଲିୟନ। ଏହାର ପରିସରରେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ...

ଏସସିଏସଟିଆରଟିଆଇ ପକ୍ଷରୁ ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀ

ଓଡ଼ିଶାଲାଇଭ୍ ବ୍ୟୁରୋ କବିତା ମାଧ୍ୟମରେ ଆଦିବାସୀ ଜୀବନ, ସଂସ୍କୃତି ଓ ପରମ୍ପରାର ପ୍ରତିଛବି (ଭୁବନେଶ୍ୱର): ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ)...

ଉତ୍ତରକାଶୀ ସୁଡ଼ଙ୍ଗ ଭିତରେ ୪୦ ଜୀବନ: ଶ୍ରମିକଙ୍କ ଉଦ୍ଧାର ପାଇଁ ଚାଲିଛି ଅହରହ ପ୍ରୟାସ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ୧୧ ଦିନ ହେଲା ଉତ୍ତରାଖଣ୍ଡର ଉତ୍ତରକାଶୀ ସୁଡ଼ଙ୍ଗ ଭିତରେ ଫସି ରହିଥିବା ୪୦ ଜଣ ଶ୍ରମିକଙ୍କ ଉଦ୍ଧାର ପାଇଁ ଚାଲିଛି ଅକ୍ଲାନ୍ତ ପରିଶ୍ରମ। ଶ୍ରମିକମାନଙ୍କୁ ମରଣ ମୁହଁରୁ ସୁରକ୍ଷିତ ଭାବେ...

ଭାରତରେ ଅପପୁଷ୍ଟିର ଅକୁହା ଚିତ୍ର

ଭାସ୍କର ପରିଚ୍ଛା ଭାରତରେ ପିଲାଙ୍କ ମଧ୍ୟରେ କୁପୋଷଣ ବା ଅପପୁଷ୍ଟି ସାଙ୍ଘାତିକ ଅବସ୍ଥାରେ ପହଞ୍ଚିଛି। ଏହାର ପ୍ରଭାବରୁ ଲକ୍ଷ ଲକ୍ଷ ପିଲା ଅତ୍ୟନ୍ତ ଖରାପ ସ୍ଥିତି ଦେଇ ଗତି କରୁଛନ୍ତି। ୟୁନିସେଫ ପକ୍ଷରୁ ନିକଟରେ...

ଚାଲିପାରୁନି ବିଧାନସଭା ଶୀତ ଅଧିବେଶନ, ଆସନ୍ତାକାଲି ଯାଏଁ ଗୃହ ମୁଲତବୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ସ୍ୱାଭାବିକ ହୋଇପାରୁନି ଗୃହକାର୍ଯ୍ୟ। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବାରମ୍ବାର ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ। ସର୍ବଦଳୀୟ ବୈଠକ...

ନଭେମ୍ବର ୨୬ରେ ଆସୁଛି ଲଘୁଚାପ!

ଓଡ଼ିଶାଲାଇଭ୍ ବ୍ୟୁରୋ ଆଣ୍ଡାମାନ ସାଗରରେ ଆସନ୍ତା ନଭେମ୍ବର ୨୬ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ସୃଷ୍ଟି ହେବା ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର...

ଏଣିକି ଚାଲାଣ କାଟିବେନି କି ଜୋରମାନା ଆଦାୟ କରିପାରିବେନି ଟ୍ରାଫିକ୍ ଏଏସଆଇ

ଓଡ଼ିଶାଲାଇଭ୍ ବ୍ୟୁରୋ କୌଣସି ଗାଡ଼ି ଚାଳକଙ୍କଠାରୁ ଚାଲାଣ କାଟିବା କିମ୍ବା ଜୋରିମାନା ଆଦାୟ କରିପାରିବେ ନାହିଁ ଟ୍ରାଫିକ୍ ଏଏସଆଇ। ଟ୍ରାଫିକ୍ ଏଏସଆଇଙ୍କ ଦ୍ଵାରା ଇ-ଚାଲାଣ ଏବଂ ଜୋରିମାନା ଆଦାୟ ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଛି ରାଜ୍ୟ...