ଅସହ୍ୟ ଦୁର୍ଗନ୍ଧରେ ଅଣନିଶ୍ଵାସୀ ସ୍ମାର୍ଟ ସିଟି ଭୁବନେଶ୍ଵର

ଓଡ଼ିଶାଲାଇଭ୍ ବ୍ୟୁରୋ ଗାଡ଼କଣ ଡମ୍ପିଂ ୟାର୍ଡ ଦୁର୍ଗନ୍ଧରେ କଲବଲ ହେଲେଣି ରାଜଧାନୀ ବାସିନ୍ଦା। କେବଳ ସ୍ଥାନୀୟ ବାସିନ୍ଦାଙ୍କୁ ନୁହେଁ ଭୁବନେଶ୍ଵର ସାରା ଏହି ଗୁର୍ଗନ୍ଧ ଅଣନିଶ୍ଵାସୀ କଲାଣି। ଭୁବନେଶ୍ୱର ଗାଡ଼କଣ ଡମ୍ପିଂ ୟାର୍ଡ ଦୁର୍ଗନ୍ଧକୁ ନେଇ...

ସାତଦିନ ହେଲା ଚାଲିଛି ଉଦ୍ଧାର କାର୍ଯ୍ୟ, ଉତ୍ତରକାଶୀ ସୁଡ଼ଙ୍ଗରେ ଫସିଛି ୪୦ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନରାତି ଏକ କରି ସାତଦିନ ହେଲା ନାକେଦମ ହେଲେଣି ଉଦ୍ଧାରକାରୀ ଦଳ, ଉତ୍ତରକାଶୀ ସୁଡ଼ଙ୍ଗରେ ଫସି ରହିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଫିଟୁନି ବାଟ। ଉତ୍ତରାଖଣ୍ଡର ଉତ୍ତରକାଶୀଠାରେ ନିର୍ମାଣାଧୀନ ସିଲକୟାରା ସୁଡ଼ଙ୍ଗ...

ସୁରେଶ ଚନ୍ଦ୍ର ମହାପାତ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନୂଆ ମୁଖ୍ୟ ପରାମର୍ଶଦାତା

ଓଡ଼ିଶାଲାଇଭ୍ ବ୍ୟୁରୋ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ମିଳିଲା ନୂଆ ଦାୟିତ୍ଵ। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର...

ଧର୍ମ ଓ ସାହିତ୍ୟରେ ଭିନ୍ନକ୍ଷମତାର ଉପସ୍ଥିତି ସମ୍ପର୍କରେ ଆଲୋଚନା

କପିଳାସ ଭୂୟାଁ ଭିନ୍ନକ୍ଷମତା ଏକ ଶାରୀରିକ ଅବସ୍ଥା ଏବଂ କେତେକ ବ୍ୟକ୍ତି ସେଭଳି ଅବସ୍ଥାରେ ଜନ୍ମ ହୋଇଥିଲା ବେଳେ ଅନ୍ୟ କିଛି ବ୍ୟକ୍ତି ପରିସ୍ଥିତି କ୍ରମେ ସେହି ଅବସ୍ଥାରେ ପଡ଼ିଥାଆନ୍ତି। ଯୁଗ ଯୁଗ ଧରି ଧର୍ମ,...

ଉଦଘାଟନ ହେଲା ନନ୍ଦନକାନନ ରୋପଓ୍ଵେ

ଓଡ଼ିଶାଲାଇଭ୍ ବ୍ୟୁରୋ ଉଦଘାଟନ ହେଲା ବହୁ ପ୍ରତୀକ୍ଷିତ ନନ୍ଦନକାନନ ରୋପଓ୍ଵେ। ଶୁକ୍ରବାର ଦିନ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପଦୀପ...

ଟଙ୍କା ଦେଲେ ସରକାର, ନିର୍ମାଣ ସୌଦ୍ଧ କୋଠାବାଡ଼ି ମୁଖ୍ୟ ଯନ୍ତ୍ରୀଙ୍କ ଆସବାବପତ୍ର ନିଲାମ ଅଟକିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଠିକାଦାରଙ୍କ ୧୮ ଲକ୍ଷ ଟଙ୍କା ଦେଇନପାରିବାରୁ ଅଦାଲତଙ୍କ ନିର୍ଦ୍ଦେଶରେ ନିଲାମ ହେବାକୁ ଯାଉଥିଲା ନିର୍ମାଣ ସୌଦ୍ଧ କୋଠାବାଡ଼ି ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଆସବାବ ପତ୍ର। କିନ୍ତୁ ସରକାର ଟଙ୍କା ଦେବାରୁ ଆସବାବପତ୍ର...

ଜମ୍ମୁ-କାଶ୍ମୀରରେ ୫ ଆତଙ୍କବାଦୀ ନିହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଆତଙ୍କବାଦୀମାନେ ଲୁଚି ରହିଥିବା ଘରକୁ ରକେର୍ଟ ଲଞ୍ଚଳର ଦ୍ଵାରା ଉଡ଼ାଇଦିଆଯିବା ଫଳରେ ସେଠାରେ ଥିବା ୫ ଜଣ ଆତଙ୍କବାଦୀଙ୍କର...

ଆରମ୍ଭ ହେଲା ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ

ଓଡ଼ିଶାଲାଇଭ୍ ବ୍ୟୁରୋ ଶୁକ୍ରବାର ଦିନଠାରୁ ଆରମ୍ଭ ହୋଇଛି ପୁରୀ ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାମ। ପ୍ରତିଦିନ ସକାଳ ୬ରୁ ରାତି ୧୦ଟା ମଧ୍ୟରେ ମରାମତି କାମ କରାଯିବ। ବଡ଼ଠାକୁରଙ୍କ କେଉଁ ନୀତି ପରେ କେତେ...

ଆଜି ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ଲାଗି ଚାଲିଛି ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଶୁକ୍ରବାର ଦିନ ମଧ୍ୟପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ଏବଂ ଛତିଶଗଡ଼ରେ ଦ୍ଵିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ଚାଲିଛି ମତଦାନ। ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୫ଟା ଯାଏଁ...

‘ଜନଜାତୀୟ ଗୌରବ ଦିବସ’ କାର୍ଯ୍ୟକ୍ରମ ଅବସରରେ ଏସସିଏସଟିଆରଟିଆଇ ପକ୍ଷରୁ ଜନଜାତି ଚିତ୍ରକଳା ଓ ପ୍ରଦର୍ଶନୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି। ଏହି ଅବସରରେ...