ବଲାଙ୍ଗିରରେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବଲାଙ୍ଗିର ଜିଲ୍ଲାରେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର। ଏହି ଦୁଇଟି ପ୍ରକଳ୍ପ ପାଇଁ ୨୯୬.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। ସୁନଗଡ଼ ନଦୀରେ ସିଲେଟକଣି ନଦୀଗର୍ଭ ଜଳାଶୟ...

ଅନୁମତି ଦେଲେ ସରକାର, ଚାକିରିରୁ ଅବସର ନେବେ ପୋଲିସ ଡିଜି ସୁନୀଲ ବଂଶଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ପୋଲିସ ଡିଜି ସୁନୀଲ ବଂଶଲ ଚାକିରିରୁ ଅବସର ନେବେ। ଏଥିପାଇଁ ରାଜ୍ୟ ସରକାର ତାଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆସନ୍ତା...

ଦୁର୍ଗମ ଅଞ୍ଚଳକୁ ଔଷଧ ଯୋଗାଇବ ଡ୍ରୋନ୍: ରାୟଗଡ଼ା ଜିଲ୍ଲାରେ ପରୀକ୍ଷାମୂଳକ ଭାବେ ଯୋଜନା ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ଦୁର୍ଗମ ଅଞ୍ଚଳକୁ ଔଷଧ ପହଞ୍ଚାଇବା ପାଇଁ ମାଧ୍ୟମ ପାଲଟିବ ଡ୍ରୋନ୍। କନ୍ଧମାଳ ପରେ ରାୟଗଡ଼ା ଜିଲ୍ଲାରେ ପରୀକ୍ଷଣମୂଳକ ଭାବେ ଏହି ଯୋଜନା ଆରମ୍ଭ କରାଯାଇଛି। ଏହି ପରୀକ୍ଷଣ ସଫଳ ହେଲେ...

ଅସହ୍ୟ ଦୁର୍ଗନ୍ଧରେ ଅଣନିଶ୍ଵାସୀ ସ୍ମାର୍ଟ ସିଟି ଭୁବନେଶ୍ଵର

ଓଡ଼ିଶାଲାଇଭ୍ ବ୍ୟୁରୋ ଗାଡ଼କଣ ଡମ୍ପିଂ ୟାର୍ଡ ଦୁର୍ଗନ୍ଧରେ କଲବଲ ହେଲେଣି ରାଜଧାନୀ ବାସିନ୍ଦା। କେବଳ ସ୍ଥାନୀୟ ବାସିନ୍ଦାଙ୍କୁ ନୁହେଁ ଭୁବନେଶ୍ଵର ସାରା ଏହି ଗୁର୍ଗନ୍ଧ ଅଣନିଶ୍ଵାସୀ କଲାଣି। ଭୁବନେଶ୍ୱର ଗାଡ଼କଣ ଡମ୍ପିଂ ୟାର୍ଡ ଦୁର୍ଗନ୍ଧକୁ ନେଇ...

ସାତଦିନ ହେଲା ଚାଲିଛି ଉଦ୍ଧାର କାର୍ଯ୍ୟ, ଉତ୍ତରକାଶୀ ସୁଡ଼ଙ୍ଗରେ ଫସିଛି ୪୦ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନରାତି ଏକ କରି ସାତଦିନ ହେଲା ନାକେଦମ ହେଲେଣି ଉଦ୍ଧାରକାରୀ ଦଳ, ଉତ୍ତରକାଶୀ ସୁଡ଼ଙ୍ଗରେ ଫସି ରହିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଫିଟୁନି ବାଟ। ଉତ୍ତରାଖଣ୍ଡର ଉତ୍ତରକାଶୀଠାରେ ନିର୍ମାଣାଧୀନ ସିଲକୟାରା ସୁଡ଼ଙ୍ଗ...

ସୁରେଶ ଚନ୍ଦ୍ର ମହାପାତ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନୂଆ ମୁଖ୍ୟ ପରାମର୍ଶଦାତା

ଓଡ଼ିଶାଲାଇଭ୍ ବ୍ୟୁରୋ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ମିଳିଲା ନୂଆ ଦାୟିତ୍ଵ। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର...

ଧର୍ମ ଓ ସାହିତ୍ୟରେ ଭିନ୍ନକ୍ଷମତାର ଉପସ୍ଥିତି ସମ୍ପର୍କରେ ଆଲୋଚନା

କପିଳାସ ଭୂୟାଁ ଭିନ୍ନକ୍ଷମତା ଏକ ଶାରୀରିକ ଅବସ୍ଥା ଏବଂ କେତେକ ବ୍ୟକ୍ତି ସେଭଳି ଅବସ୍ଥାରେ ଜନ୍ମ ହୋଇଥିଲା ବେଳେ ଅନ୍ୟ କିଛି ବ୍ୟକ୍ତି ପରିସ୍ଥିତି କ୍ରମେ ସେହି ଅବସ୍ଥାରେ ପଡ଼ିଥାଆନ୍ତି। ଯୁଗ ଯୁଗ ଧରି ଧର୍ମ,...

ଉଦଘାଟନ ହେଲା ନନ୍ଦନକାନନ ରୋପଓ୍ଵେ

ଓଡ଼ିଶାଲାଇଭ୍ ବ୍ୟୁରୋ ଉଦଘାଟନ ହେଲା ବହୁ ପ୍ରତୀକ୍ଷିତ ନନ୍ଦନକାନନ ରୋପଓ୍ଵେ। ଶୁକ୍ରବାର ଦିନ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପଦୀପ...

ଟଙ୍କା ଦେଲେ ସରକାର, ନିର୍ମାଣ ସୌଦ୍ଧ କୋଠାବାଡ଼ି ମୁଖ୍ୟ ଯନ୍ତ୍ରୀଙ୍କ ଆସବାବପତ୍ର ନିଲାମ ଅଟକିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଠିକାଦାରଙ୍କ ୧୮ ଲକ୍ଷ ଟଙ୍କା ଦେଇନପାରିବାରୁ ଅଦାଲତଙ୍କ ନିର୍ଦ୍ଦେଶରେ ନିଲାମ ହେବାକୁ ଯାଉଥିଲା ନିର୍ମାଣ ସୌଦ୍ଧ କୋଠାବାଡ଼ି ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଆସବାବ ପତ୍ର। କିନ୍ତୁ ସରକାର ଟଙ୍କା ଦେବାରୁ ଆସବାବପତ୍ର...

ଜମ୍ମୁ-କାଶ୍ମୀରରେ ୫ ଆତଙ୍କବାଦୀ ନିହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଆତଙ୍କବାଦୀମାନେ ଲୁଚି ରହିଥିବା ଘରକୁ ରକେର୍ଟ ଲଞ୍ଚଳର ଦ୍ଵାରା ଉଡ଼ାଇଦିଆଯିବା ଫଳରେ ସେଠାରେ ଥିବା ୫ ଜଣ ଆତଙ୍କବାଦୀଙ୍କର...