ସାଉଦି ତେଲ ଖଣିରେ ଆତଙ୍କୀ ଆକ୍ରମଣ – ଭାରତୀୟ ସେୟାର ମାର୍କେଟ୍‌ରେ ହଲଚଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ସେୟାର ମାର୍କେଟ୍‌ ଉପରେ ପଡ଼ିଲା ସାଉଦି ତେଲ ଖଣି ଆକ୍ରମଣର ପ୍ରଭାବ, ବୁଡ଼ିଗଲା ନିବେଶକଙ୍କ ୨.୩୦ କୋଟି ଟଙ୍କା। ସାଉଦି ଆରବର ତେଲ ଖଣିରେ ଆତଙ୍କବାଦୀଙ୍କ ଡ୍ରୋନ୍‌ ଆକ୍ରମଣ ଫଳରେ ବର୍ତ୍ତମାନ...

ସାଇରସ ମିସ୍ତ୍ରୀ କିଏ? ଯିଏ ପୁଣିଥରେ ହେବେ ଟାଟା କମ୍ପାନିର ଅଧ୍ୟକ୍ଷ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନ୍ୟାସନାଲ କମ୍ପାନି ଲ' ଟ୍ରିବୁନାଲ(ଏନ୍‌ସିଏଲ୍‌ଟି) ଟାଟା କମ୍ପାନିକୁ ଏକ ବଡ଼ ଝଟ୍‌କା ଦେଇଛି। ଏନ୍‌ସିଏଲ୍‌ଟି ଟାଟା ସନ୍‌ସର ଚେୟାରମ୍ୟାନ ପଦରୁ ସାଇରସ ମିସ୍ତ୍ରୀଙ୍କୁ ହଟାଇବା ନିଷ୍ପତ୍ତିକୁ ଭୁଲ କହିଛି। ଏଥିସହିତ ସାଇରସ...

ସଂସଦରେ ‘ପିଆଜ’ ଝଡ଼ – ପିଆଜ ମାଳ ପିନ୍ଧି ଧାରଣା ଦେଲେ ଆପ୍ ସାଂସଦ

ଓଡ଼ିଶାଲାଇଭ୍ ବ୍ୟୁରୋ ପିଆଜ ଦର ସାରା ଦେଶରେ ରେକର୍ଡ ଭାଙ୍ଗିଛି। ପ୍ରମୁଖ ସହରରେ ପିଆ କିଲୋ ୧୦୦ ଟପିଲାଣି। କେଉଁଠି ୧୦୦ ଟଙ୍କାରେ ବିକ୍ରି ହେଉଛି ତ ଆଉ କେଉଁଠି ୧୨୦ ଟଙ୍କା ଏବଂ...

ସଂସଦର ବଜେଟ୍‌ ଅଧିବେଶନ ଆରମ୍ଭ – ଲୋକସଭାରେ ବଜେଟ୍‌ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=e-0bxn4QPJM ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରି ନିର୍ମଳା ସୀତାରମଣ। ଲୋକସଭାରେ ସେ ବଜେଟ୍‌ ଆଗତ କରୁଛନ୍ତି। ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପାଳି ସରକାରର ଏହା ହେଉଛି...

ସଳଖ ରାସ୍ତାକୁ ଫେରୁଛି କି ଅର୍ଥନୀତି! ଅର୍ଥନୈତିକ ବିଶାରଦ ସନ୍ଦିହାନ

  କମଳାକାନ୍ତ ପତି କରୋନା କବଳିତ ଅର୍ଥନୀତିର ଖରାପ ସମୟ ଦୂର ହେଉଛି କି? ସେପ୍ଟେମ୍ବର ମାସରେ ଜିଏସଟି ଆଦାୟରେ ବୃଦ୍ଧି, ଶିଳ୍ପ ଉତ୍ପାଦନ ସୂଚକାଙ୍କରେ ଉତ୍ସାହ, ରପ୍ତାନୀରେ ସାମାନ୍ୟ ଅଗ୍ରଗତିରୁ ମିଳୁଥିବା ସୂଚନା କିଛିଟା...

ସରିଲା ମେଟଲ୍‌ ମିଟ୍‌-୨୦୧୯: ଆଇଜିଆଇଟି ସରାଙ୍ଗ ସିନିଅର, ମଦର୍ସ ପବ୍ଲିକ ସ୍କୁଲ ଜୁନିଅର ବର୍ଗରେ ପ୍ରଥମ

ଓଡ଼ିଶାଲାଇଭ୍ ବ୍ୟୁରୋ ମେଟଲ ମିଟ୍‌ର ଗ୍ରାଣ୍ଡଫିନାଲେ ସିନିଅର ବର୍ଗରେ ଏନ୍‌ଆଇଟି-ରାଉରକେଲା ଦ୍ୱିତୀୟ, ଏମ୍‌ସ ଭୁବନେଶ୍ୱର ତୃତୀୟ ଜୁନିଅର ବର୍ଗରେ ଡିଏଭି ପବ୍ଲିକ୍ ସ୍କୁଲ ୟୁନିଟ୍‌ ୮ ଦ୍ୱିତୀୟ ତୃତୀୟ ସ୍ଥାନ ହାସଲ କଲା...

ସରିଲା ଐତିହାସିକ କଟକ ବାଲିଯାତ୍ରା: ୧୦ ଦିନରେ ୨୦୦ କୋଟିର କାରବାର

ଓଡ଼ିଶାଲାଇଭ୍ ବ୍ୟୁରୋ କଟକରେ ୧୦ ଦିନଧରି ଚାଲିଥିବା ଐତିହାସିକ ବାଲିଯାତ୍ରା ଉଦଯାପିତ ହୋଇଛି। ବାଲିଯାତ୍ରାର ଉଦଯାପନୀ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ...

ସରକାରୀ ବ୍ୟାଙ୍କ ଉପରେ ନିୟନ୍ତ୍ରଣ ପାଇଁ ରିଜର୍ଭ ବ୍ୟାଙ୍କ ପାଖରେ ଆବଶ୍ୟକ କ୍ଷମତା ନାହିଁ

ଓଡ଼ିଶାଲାଇଭ୍ ବିଜ୍‌ନେସ୍ ବ୍ୟୁରୋ ରିଜର୍ଭ ବ୍ୟାଙ୍କ୍ ପାଇଁ ସଂସଦୀୟ ଷ୍ଟାଣ୍ଡିଂ କମିଟି ନିକଟରେ ଅଧିକ କ୍ଷମତା ମାଗିଲେ ଗଭର୍ଣ୍ଣର ଉର୍ଜିତ୍‌ ପଟ୍ଟେଲ୍। ଦେଶରେ ଏବେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଦେଖା ଦେଇଥିବା ଅନି।ୟମିତତା ସବୁଠାରୁ ବଡ଼ ଆର୍ଥିକ...

ସରକାରୀ ଚାକିରିଆଙ୍କୁ ପୂଜା ଭେଟି – ଅଗ୍ରୀମ ମିଳିବ ୧୦ ହଜାର ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କ୍ଷତିଗ୍ରସ୍ତ ଅର୍ଥନୀତିକୁ ସୁଧାରିବାକୁ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଏହିକ୍ରମରେ ସରକାରୀ ଚାକିରିଆଙ୍କୁ କେନ୍ଦ୍ର ସରକାର ଅଗ୍ରୀମ ୧୦ ହଜାର ଟଙ୍କା ବିନା...

ସମ୍ବଲପୁରରେ ଖୋଲିଲା ସୁପରମାର୍କେଟ ବ୍ରାଣ୍ଡ୍ ରିଲାଏନ୍ସ ସ୍ମାର୍ଟର ପ୍ରଥମ ଷ୍ଟୋର୍

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁରରେ ଖୋଲିଲା ରିଲାଏନ୍ସ ଗ୍ରୋସରି ସୁପରମାର୍କେଟର ପ୍ରଥମ ଷ୍ଟୋର। ସମ୍ବଲପୁରର ବୁଢ଼ାରଜା ମେନ୍ ରୋଡ୍‌ରେ ନିକଟସ୍ଥ ବାଲାଜୀ ଡେଭେଲପରରେ ରିଲାଏନ୍ସ ତା’ର ପ୍ରଥମ ଷ୍ଟୋର ଖୋଲିଛି। ଗୋଟିଏ ଛାତ ତଳେ ଗ୍ରୋସରି,...