rbi

ନୋଟ ଚିହ୍ନିବା ପାଇଁ ଆରବିଆଇ ଆଣିବ ନୂଆ ଆପ୍

ଓଡ଼ିଶାଲାଇଭ ବ୍ୟୁରୋ [youtube https://www.youtube.com/watch?v=1APx_AM2_2I] ନୋଟ ଚିହ୍ନିବା ଲାଗି ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଏକ ନୂଆ ମୋବାଇଲ ଆପ୍ଲିକେସନ ଶୀଘ୍ର ଆଣିବାକୁ ଯାଉଛନ୍ତି। ଏହା ଦ୍ଵାରା ଦୃଷ୍ଟିବାଧିତ ଲୋକମାନେ ଲାଭବାନ ହୋଇପାରିବେ। ଏହି...

SBI ଗ୍ରାହକଙ୍କ ପାଇଁ ଖୁସି ଖବର: ଅଗଷ୍ଟ ପହିଲାରୁ IMPS ଉପରେ ଦେବାକୁ ପଡ଼ିବନି ବ୍ୟାଙ୍କ ଚାର୍ଜ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=OJ6G8ODARpU]SBI ଗ୍ରାହକଙ୍କ ପାଇଁ ଖୁସି ଖବର। ଏଣିକି ଅଗଷ୍ଟ ପହିଲାରୁ IMPS ଉପରେ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ଶୁଳ୍କକୁ ହଟାଇ ଦେଇଛି। ପୂର୍ବରୁ...

Redmi Note 7 Pro ବନାମ Realme X ସ୍ମାର୍ଟଫୋନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚୀନ ସ୍ମାର୍ଟଫୋନ୍‌ କମ୍ପାନି ସାଓମୀ ଏବଂ ରିୟଲମି ମଧ୍ୟରେ ବର୍ତ୍ତମାନ ଭାରତ ବଜାରରେ ଟକ୍କର ଚାଲିଛି। ଗତ କିଛି ମାସ ତଳେ ସାଓମୀ ଲଞ୍ଚ୍‌ କରିଥିବା 'ରେଡ୍‌ମି ନୋଟ୍‌-୭ ପ୍ରୋ' ସ୍ମାର୍ଟଫୋନ୍‌କୁ...

ଏଟିଏମ କାର୍ଡ ବ୍ୟବହାର କଲାବେଳେ ଆପଣାନ୍ତୁ ଏହି ସାବଧାନତା

ଓଡ଼ିଶାଲାଇଭ ବ୍ୟୁରୋ ଆଜିକାଲି ଏଟିଏମ ବ୍ୟବହାର ବୃଦ୍ଧି ପାଇଛି। ପାଖରେ ଟଙ୍କା ରଖି କାରବାର କରିବା ଅପେକ୍ଷା ସମେସ୍ତ ଏଟିଏମରୁ ଟଙ୍କା ଉଠାଇବାକୁ ପସନ୍ଦ କରୁଛନ୍ତି। ଅନେକ ସମୟରେ ଏଟିଏମ ବ୍ୟବହାର କରିବା ସମୟରେ...

ବିଲ୍‌ ଗେଟ୍‌ସଙ୍କୁ ପଛରେ ପକାଇ ବେର୍‌ନାର୍ଡ ଆରନଲ୍ଟ ହେଲେ ବିଶ୍ୱର ଦ୍ୱିତୀୟ ଧନୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଫ୍ଟୱେରା କମ୍ପାନି ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସଙ୍କୁ ପଛରେ ପକାଇ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ହୋଇଛନ୍ତି ଏଲ୍‌ଭିଲମ୍‌ଏଚ୍‌ କମ୍ପାନିର ମାଲିକ ବେର୍‌ନାର୍ଡ ଆରନଲ୍ଟ। ୭୦ ବର୍ଷିୟ ବେର୍‌ନାର୍ଡଙ୍କ ନେଟ୍‌ ନେଟୱର୍ଥ ୭.୪୫...

ଭୋଡ଼ାଫୋନ୍‌ର ମନସୁନ୍‌ ଧମାକା – ଆସିଲା ୨୨୯ ପ୍ଲାନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୋଡାଫୋନ ଆଣିଲା ମନସୁନ୍‌ ଧମାକା। କମ୍ପାନି ନିଜର ପ୍ରିପେଡ ଗ୍ରାହକଙ୍କ ପାଇଁ ଆଣିଛି ୨୨୯ ଟଙ୍କାର ନୂଆ ପ୍ଲାନ୍‌। ଏହି ପ୍ଲାନ୍‌ ହେଉଛି ଭୋଡାଫୋନର ଏକ କମ୍ବୋ ଅଫର। ଏହି ପ୍ଲାନ୍‌ରେ...

ନିଜ ଆକାଉଣ୍ଟ ପାସଓ୍ୱାର୍ଡକୁ କେମିତି ରଖିବେ ସୁରକ୍ଷିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିକାଲି ସବୁ ଜିନିଷ ଡିଜିଟାଲ ମାଧ୍ୟମରେ କରାଯାଉଛି। ଅନ୍‌ଲାଇନ୍ ମାଧ୍ୟମରେ ହେଉ ବା ମୋବାଇଲ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ହେଉ ସବୁ ଡିଜିଟାଲ ମାଧ୍ୟମରେ ହେଉଛି। ଫେସବୁକ୍‌, ଜିମେଲ, ଟୁଇଟର ଆଦି ସୋସିଆଲ...

ଜାଣନ୍ତୁ କିପରି ଅନ୍‌ଲାଇନ୍‌ରେ କରିବେ ‘ଉଦ୍ୟୋଗ ଆଧାର’ ରେଜିଷ୍ଟ୍ରେସନ

ଓଡ଼ିଶାଲାଇଭ୍‌ ବିଜିନେସ୍‌ ବ୍ୟୁରୋ ଏମ୍‌ଏସ୍‌ଏମ୍‌ଇ ସଂସ୍ଥା ଭାବେ ପଞ୍ଜୀକରଣ ପାଇଁ ଆବଶ୍ୟକ ହେଉଥିବା 'ଉଦ୍ୟୋଗ ଆଧାର' ନିଜେ କରନ୍ତୁ, ମାଗଣାରେ କରନ୍ତୁ। କେନ୍ଦ୍ର ସରକାରଙ୍କ ୱେବସାଇଟ୍‌ ଯୋଗେ 'ଉଦ୍ୟୋଗ ଆଧାର' ପଞ୍ଜୀକରଣ କରନ୍ତୁ ସମ୍ପୂର୍ଣ୍ଣ...

ଆଜି ଭାରତରେ ଲଞ୍ଚ୍‌ ହେଲା Oppo K3 ସ୍ମାର୍ଟଫୋନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚୀନ୍‌ ସ୍ମାର୍ଟଫୋନ କମ୍ପାନି Oppo ଭାରତରେ ଲଞ୍ଚ କରିଛି ଏକ ନୂଆ ସ୍ମାର୍ଟଫୋନ୍‌ 'ଓପୋ କେ୩'। ଆଜି ସନ୍ଧ୍ୟା ୬ଟା ଭାରତରେ ଏହି ସ୍ମାର୍ଟଫୋନ ଲଞ୍ଚ୍‌ ହୋଇଛି। ଚଳିତ ବର୍ଷ ମେ'...

ଆପଣଙ୍କ ଗାଡ଼ିରେ ଫାସ୍‌ଟ୍ୟାଗ୍ ଅଛି କି? ଯଦି ନାହିଁ…

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣକି ଟୋଲ ଗେଟ୍‌ର ସମସ୍ତ ଗେଟ୍ ହେବ ଫାସ୍‌ଟ୍ୟାଗ୍ ଲେନ୍ ୨୦୧୭ ଡିସେମ୍ବର ପହିଲାରୁ କିଣାଯାଇଥିବା ଚାରିଚକିଆ ଗାଡ଼ିରେ ଫାସଟ୍ୟାଗ୍‌ ଲଗାଇବା ବାଧ୍ୟତାମୂଳକ ଜାତୀୟ ରାଜପଥର ଟୋଲ ଗେଟ୍‌ ଫି ପ୍ଲାଜାର...