ବିଶ୍ଵ ଦକ୍ଷତା କେନ୍ଦ୍ରର ବିଭିନ୍ନ ପାଠ୍ୟକ୍ରମ ଓ ସୁବିଧା ସମ୍ପର୍କରେ ଆଲୋଚନା, ଦେଖନ୍ତୁ ଓଡ଼ିଶାଲାଇଭ୍ ୟୁଟ୍ୟୁବରେ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରରେ ଥିବା ଓ୍ଵାର୍ଲ୍ଡ ସ୍କିଲ୍ ସେଣ୍ଟର ବା ବିଶ୍ଵ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ବର୍ଷିକିଆ ତାଲିମ ପାଠ୍ୟକ୍ରମ ଦିଆଯାଉଛି। ଉଭୟ ସରକାରୀ ଏବଂ ବେସରକାରୀ ଆଇଟିଆଇରୁ ୨ ବର୍ଷିଆ...

ଓଡ଼ିଶା ବଜାରରେ ପ୍ରବେଶ କଲା ଡାଲ୍‌ମିଆ ଇଭିର ଇଲେକ୍ଟ୍ରିକ୍ ଗାଡ଼ି

ଓଡ଼ିଶାଲାଇଭ୍ ବିଜିନେସ୍ ବ୍ୟୁରୋ ଓଡ଼ିଶା ବଜାରରେ ପ୍ରବେଶ କରିଛି ନୂଆ ଇଲେକ୍ଟ୍ରିକ୍ ଯାନ ବା ଇଭି। ବ୍ୟବସାୟିକ ପ୍ରତିଷ୍ଠାନ ଡାଲ୍‌ମିଆ ଗ୍ରୁପ ଅଫ କମ୍ପାନିଜ୍ ପକ୍ଷରୁ ଓଡ଼ିଶାରେ ଡାଲ୍‌ମିଆ ଇଭିର ନୂଆ ଇ-ବାଇକ୍, ଇ-ସ୍କୁଟର,...

ଜିଏସଟି ପରିଷଦର ୫୦ତମ ବୈଠକ: କ୍ୟାନସର ଏବଂ ଅନ୍ୟ ବିରଳ ରୋଗର ଔଷଧ ହେଲା ଟିକସମୁକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆଦିଲ୍ଲୀରେ ଜିଏସଟି ପରିଷଦର ୫୦ ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ବସିଥିବା ଏହି ବୈଠକରେ କ୍ୟାନସର, କେତେକ ବିରଳ ରୋଗର ଔଷଧ ଓ ଅନ୍ୟ କିଛି ଜିନିଷ ଉପରୁ ଜିଏସଟି...

ଚତୁର୍ଥ ଦିନରେ ଡିଏନ ଗ୍ରୁପ୍ ଉପରେ ଆୟକର ରେଡ୍ ଜାରି, ସଂସ୍ଥା ମୁଖ୍ୟ ଜଗଦୀଶ ନାୟକଙ୍କୁ ଜେରା

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରମୁଖ ବ୍ୟବସାୟିକ ସଂସ୍ଥା ଡିଏନ ଗ୍ରୁପ୍ ଉପରେ ଆୟକର ବିଭାଗର ଚଢ଼ାଉ ଶେଷ ହେବାର ନାଁ ଧରୁନି। ଶନିବାର ଲଗାତର ଚତୁର୍ଥ ଦିନରେ ପହଞ୍ଚିଛି ଆୟକର ବିଭାଗର ରେଡ୍। ଆୟକର ଅଧିକାରୀମାନେ...

ଡିଏନ୍ ଗ୍ରୁପ୍ ଉପରେ ଆୟକର ରେଡ୍ ଜାରି, ଆଗକୁ ତଦନ୍ତ କରିବ ଇଡି

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ୍ ଉପରେ ଆୟକର ବିଭାଗର ଚଢ଼ାଉ ଗୁରୁବାର ମଧ୍ୟ ଜାରି ରହିଛି। ଦ୍ଵିତୀୟ ଦିନରେ ଗ୍ରୁପର ବିଭିନ୍ନ କାର୍ଯ୍ୟାଳୟ ଓ ଅଧିକାରୀଙ୍କ ଘରେ ରେଡ କରାଯାଇଛି। ଏଥିରେ...

ଡିଏନ ଗ୍ରୁପ୍ ଉପରେ ଆୟକର ଚଢ଼ାଉ, କର୍ମଚାରୀଙ୍କ ଘରୁ ୩୦ କୋଟି ଟଙ୍କା ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରର ପ୍ରମୁଖ ବ୍ୟାବସାୟିକ ପ୍ରତିଷ୍ଠାନ ଡିଏନ ଗ୍ରୁପ୍ ଉପରେ ବୁଧବାର ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଟିକସ ଫାଙ୍କିବା ଅଭିଯୋଗରେ ଡିଏନ ଗ୍ରୁପର ଭୁବନେଶ୍ଵର ସମେତ ୨୦ରୁ ଅଧିକ ସ୍ଥାନରେ...

କମିବ ଖାଇବା ତେଲ ଦର: ୫ ପ୍ରତିଶତ ଆମଦାନୀ ଶୁଳ୍କ କମାଇଲେ କେନ୍ଦ୍ର ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ କମାଇଛନ୍ତି କେନ୍ଦ୍ର ସରକାର। ଏବେ ଦେଶକୁ ଆମଦାନୀ ହେଉଥିବା ରିଫାଇନଡ ସୋୟାବିନ ତେଲ ଓ ସନଫ୍ଲାୱାର ତେଲ ଉପରେ ୫ ପ୍ରତିଶତ ଆମଦାନୀ ଶୁଳ୍କ...

ଥମୁନି ଆଦାନୀ ଝଡ଼: ‘ହିଣ୍ଡେନବର୍ଗ’ ପରେ ଏବେ ‘ଡେଲଏଟ୍’ ବଢ଼ାଇଲା ଗ୍ରୁପର ଚିନ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଦାନୀ ଗ୍ରୁପ୍ ବିରୋଧରେ ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗର ରିପୋର୍ଟ ଆସିବା ମାମଲା ଶାନ୍ତ ପଡ଼ିନଥିବାବେଳେ ଏବେ ଆଉ ଏକ ଅଡିଟ ସଂସ୍ଥାର ପ୍ରକାଶିତ ତଥ୍ୟ ଗ୍ରୁପର ଚିନ୍ତା ବଢ଼ାଇଛି। ଏବେ ଅଡିଟ...

ସାରା ବିଶ୍ଵରେ ଅର୍ଥନୈତିକ ଅଭିବୃଦ୍ଧିରେ ସବୁଠୁ ଆଗରେ ଭାରତ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୭.୨ ପ୍ରତିଶତ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ୨୭୨.୪୧ ଲକ୍ଷ ଟଙ୍କା ଛୁଇଁଲା ସାରା ବିଶ୍ଵରେ ଭାରତର ଅର୍ଥନୈତିକ...

ମିଶନ ଶକ୍ତି ବିଭାଗର ସମୀକ୍ଷା: ଓଡ଼ିଶାରେ ଅଣପାରମ୍ପରିକ କାର୍ଯ୍ୟରେ ନିୟୋଜିତ ହୋଇ ରୋଜଗାରକ୍ଷମ ହୋଇଛନ୍ତି ମହିଳା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ମିଶନ ଶକ୍ତି ବିଭାଗ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି। ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ (ଡବ୍ଲୁଏସଏଚଜି) ମାଧ୍ୟମରେ ରାଜ୍ୟର ମହିଳାମାନେ ଏବେ ବିଭିନ୍ନ...