ହସ୍ତଶିଳ୍ପର ଉନ୍ନତିପାଇଁ ଫ୍ଲିପକାର୍ଟ ସହିତ ଓଡ଼ିଶା ସରକାରଙ୍କ ଚୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟର ହସ୍ତତନ୍ତ ଓ ହସ୍ତଶିଳ୍ପର ଉନ୍ନତି ତଥା ବିକ୍ରିବଟା ପାଇଁ ଓଡ଼ିଶା ସରକାର ଫ୍ଲିପକାର୍ଟ ସହିତ ଏକ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି। ଦେଶର ଅଗ୍ରଣୀ ଇ ପ୍ଲାଟଫର୍ମ କମ୍ପାନି ସହ ଚୁକ୍ତି...

ସ୍ୱାକ୍ଷର ହେଲା ବୁଝାମଣାପତ୍ର, ବିଶ୍ୱ ଦକ୍ଷତା କେନ୍ଦ୍ରରେ ଖୋଲିବ ‘ସ୍ପେଶିଆଲ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’ କେନ୍ଦ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ବର୍ତ୍ତମାନ ସାରା ବିଶ୍ୱରେ ବିଭିନ୍ନ କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାର ଆବଶ୍ୟକତା ବଢ଼ି ଚାଲିଛି। ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ବିଷୟରେ ଓଡ଼ିଶାର ଯୁବପିଢ଼ି ତାଲିମ ନେଇ କିପରି...

ସ୍ଵିସ୍ ବ୍ୟାଙ୍କରେ ଟଙ୍କା ଜମା ରଖିବା କ୍ଷେତ୍ରରେ ୭୪ତମ ତଳକୁ ଖସିଲା ଭାରତ

ଓଡ଼ିଶାଲାଇଭ ବ୍ୟୁରୋ ସ୍ଵିସ୍ ବ୍ୟାଙ୍କରେ ଟଙ୍କା ଜମା କରିବା କ୍ଷେତ୍ରରେ ଭାରତ ୭୪ତମ ସ୍ଥାନରେ ରହିଛି। ଗତବର୍ଷ ଭାରତ ୭୩ତମ ସ୍ଥାନରେ ରହିଥିଲା ଏବଂ ତା ପୂର୍ବ ବର୍ଷ ୮୮ତମ ସ୍ଥାନରେ ରହିଥିଲା। ସ୍ଵିସ୍...

ସ୍ମାର୍ଟଫୋନକୁ ନିଆଁ ଲାଗିବାରୁ କେମିତି ବଞ୍ଚାଇବେ? ଜାଣନ୍ତୁ, ୬ଟି ଉପାୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ମାର୍ଟଫୋନରେ ନିଆଁ ଲାଗିବା ଘଟଣା ଏବେ ଅଧିକରୁ ଅଧିକ ଶୁଣିବାକୁ ମିଳୁଛି। ଏହିଭଳି ଅନେକ ଘଟଣା ଘଟୁଛି ଯେଉଁଠି ବ୍ୟବହାରକାରୀଙ୍କ ଜୀବନ ବି ଚାଲିଯାଉଛି। ବିଶେଷ କରି ସାଓମି ସ୍ମାର୍ଟଫୋନଗୁଡ଼ିକ ଅଧିକ...

ସ୍ମାର୍ଟଫୋନ ବଜାରରେ ଦବ୍‌ଦବା ବଜାୟ ରଖିବା ପାଇଁ ଆପେଲ୍‍ ଏବଂ ସାମସଙ୍ଗର ନୂଆ ଷ୍ଟ୍ରାଟେଜି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ ନୂଆ ମୋବାଇଲ୍‍ ଫୋନ କମ୍ପାନି ବଜାରକୁ ଆସିବା ଫଳରେ ସ୍ମାର୍ଟଫୋନ କାରବାରରେ ଏକ ବଡ଼ ଧରଣର ହଲଚଲ ହୋ‍ଇଛି। ଏହି ହଲଚଲ ଆଗ ଧାଡ଼ିର...

ସ୍ମାର୍ଟ ସେଲଫି ପାଇଁ ବଜାରକୁ ଆସିଲା ଓପୋର ଅପଗ୍ରେଡେଡ୍‌ ମଡେଲ ଏ-୮୩: କମ୍ ଟଙ୍କାରେ ପାଇବେ ଅଧିକ ଫିଚର୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୋବାଇଲ କମ୍ପାନି ଓପୋ ପକ୍ଷରୁ ଏ-୮୩ ୨୦୧୮ସ୍ମାର୍ଟଫୋନ୍‌ର ଅପଗ୍ରେଡେଡ୍‌ ମଡେଲ ଭାରତରେ ଲଞ୍ଚ ହୋଇଛି। ମୁଖ୍ୟତଃ ସାମସଙ୍ଗ ଅନ୍-୭ ପ୍ରାଇମ୍‌, ରେଡମି ନୋଟ୍‌-୫ ଓ ଭିଭୋ ଭି୭ ସହ ଓପୋ ଏ-୮୩ର ପ୍ରତିଯୋଗିତା ହେବ...

ସ୍ନେକ୍‌ ଗେମ୍‌ ସହ ଭାରତରେ ଲଞ୍ଚ୍‌ ହେଲା ଫିଚର୍ ଫୋନ Nokia 110

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଏଚ୍‌ଏମ୍‌ଡି ଗ୍ଲୋବାଲ ଭାରତରେ ଲଞ୍ଚ କରିଛି ଏକ ନୂଆ ଫିଚର୍‌ ଫୋନ। ନିକଟରେ କମ୍ପାନି ପକ୍ଷରୁ ନୋକିଆ ୭.୨ ଏବଂ ନୋକିଆ ୬.୨ ସ୍ମାର୍ଟଫୋନ ଭାରତରେ ଲଞ୍ଚ୍‌...

ସ୍ଥାନୀୟ ଉତ୍ପାଦକୁ ବିଶ୍ୱସ୍ତରକୁ ନିଆଯିବ: ନିର୍ମଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘‘ଲୋକାଲ ବ୍ରାଣ୍ଡକୁ ସାରା ବିଶ୍ୱରେ ଉପଯୁକ୍ତ ପରିଚୟ ଦେବା ପାଇଁ ଉଦ୍ୟମ କରାଯିବ। ଆତ୍ମନିର୍ଭର ଭାରତର ଅର୍ଥ ହେଉଛି ଆତ୍ମନିର୍ଭରଶୀଳ ଭାରତ। ସ୍ଥାନୀୟ ଉତ୍ପାଦକୁ ବିଶ୍ୱସ୍ତରକୁ ନିଆଯିବ’’, କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା...

ସୋମା ମଣ୍ଡଳ ହେବେ ସେଲର ପରବର୍ତ୍ତୀ ମୁଖ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ପବ୍ଲିକ ଏଣ୍ଟର ପ୍ରାଇଜସ ସେଲେକ୍ସନ ବୋର୍ଡ଼ (ପିଇଏସ୍‌ବି) ପକ୍ଷରୁ ଷ୍ଟିଲ ଅଥରୀଟି ଅଫ ଇଣ୍ଡିଆ (ସେଲ୍‌)ର ପରବର୍ତ୍ତୀ ଅଧ୍ୟକ୍ଷ ପାଇଁ ସୋମା ମଣ୍ଡଳଙ୍କ ନାମ ସୁପାରିଶ କରା ଯାଇଛି। କେନ୍ଦ୍ର କ୍ୟାବିନେଟ...

ସେୟାର ମାର୍କେଟ୍‌ରେ ବ୍ୟାପକ ହ୍ରାସ – ନିବେଶକାରୀ ହରାଇଲେ ୨.୮୦ଲକ୍ଷ କୋଟି  

ଓଡ଼ିଶାଲାଇଭ୍‌ ବ୍ୟୁରୋ  ମଙ୍ଗଳବାର ସେୟାର ବଜାରର ଉଭୟ ସୂଚକାଙ୍କରେ ବ୍ୟାପକ ପରିବର୍ତ୍ତନ ଦେଖାଦେଇଛି। ବଜାର ଆରମ୍ଭରେ ନିଫ୍ଟି ୧୦,୯୬୦ ଥିଲାବେଳେ କିଛି ସମୟ ମଧ୍ୟରେ ମାତ୍ର ୭ ପଏଣ୍ଟ ବୃଦ୍ଧି ହୋଇ ୧୦,୯୬୭ ହୋଇଥିଲା।...