ଦେଶର ଟପ୍ ଟେନ୍ ଧନୀଙ୍କ ଭିତରେ ପାତଞ୍ଜଳି ଆୟୁର୍ବେଦ ମାଲିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାତଞ୍ଜଳି ଆୟୁର୍ବେଦର ମାଲିକ ଆଚାର୍ଯ୍ୟ ବାଳକୃଷ୍ଣ ଏକ ଲମ୍ବା କୁଦ ମାରିଛନ୍ତି। ସେ ବର୍ତ୍ତମାନ ଦେଶର ଟପ୍ ୧୦ ଧନୀ ଲୋକମାନଙ୍କ ମଧ୍ୟରେ ଅନ୍ୟତମ। ‘ହୁରୁନ ଇଣ୍ଡିଆ’ ନାମକ ଏକ ସଂସ୍ଥା...
୨୦୨୦ ସୁଦ୍ଧା ଭାରତରେ ୫ଜି: ସଜବାଜ ହେଲାଣି ଟେଲିକମ୍ ମନ୍ତ୍ରାଳୟ
ଓଡ଼ିଶାଲାଇଭ୍ ବ୍ୟୁରୋ
୪ଜିର ସଫଳତା ପରେ ଏବେ ଭାରତ ସରକାର ୫ଜି ଲଞ୍ଚ୍ କରିବାକୁ ସଜବାଜ ହେଲେଣି। ଏଥିପାଇଁ ୨୦୨୦କୁ ଟାର୍ଗେଟ୍ କରାଯାଇଛି। ଏହି ଟେକ୍ନୋଲୋଜିର ପ୍ରତିଷ୍ଠା ନେଇ ସରକାର ମଙ୍ଗଳବାର ଏକ ଉଚ୍ଚସ୍ତରୀୟ...
ମହଙ୍ଗା ପଡ଼ିଲା ଓଡ଼ିଆ ଭାଷାର କଦର୍ଥ: ‘ପୂଜା’ ଜାଗାରେ ‘ପୂଜୋ’ ଲେଖି କ୍ଷମା ମାଗିଲା ‘ପିଟର ଇଂଲଣ୍ଡ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆଙ୍କ ଭାବନାକୁ ପାଦରେ ଦଳି ଦେଉଛନ୍ତି ବଡ଼ ବଡ଼ କମ୍ପାନି। ଓଡ଼ିଶା ବଜାରକୁ ନବୁଝି ବିଜ୍ଞାପନ ମାଧ୍ୟମରେ ‘ପୂଜା’କୁ ‘ପୂଜୋ’ ବା ‘ରଜ’କୁ ‘ରାଜୋ’ ଲେଖି ୪ କୋଟି ଓଡ଼ିଆଙ୍କ ମାନସିକତାକୁ...
ଜିଏସ୍ଟିରେ ସଂଶୋଧନ: ଏଣିକି ୩ ମାସରେ ଦାଖଲ ହେବ ରିଟର୍ଣ୍ଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ମାସେ ନୁହେଁ, ୩ ମାସରେ ଥରେ ଦାଖଲ ହେବ ରିଟର୍ଣ୍ଣ। ଆଜି ଦିଲ୍ଲୀରେ ବସିଥିବା ଜିଏସ୍ଟି କାଉନ୍ସିଲ ବୈଠକରେ ନିଷ୍ପତ୍ତି ହୋଇଛି। ବ୍ୟବସାୟୀଙ୍କ ରିଟର୍ଣ୍ଣ ଫାଇଲ୍ ପ୍ରକ୍ରିୟାକୁ ସରଳ କରାଯାଇଛି।
ଜିଏସ୍ଟି...
ଜିଏସ୍ଟି: ପନ୍ଦର ଦିନ ଆଗରୁ ଦୀପାବଳି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁଇ ଦିନିଆ ଗୁଜରାଟ ଗସ୍ତରେ ଆସିଥିବା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱାରକାଠାରେ ସଧାରଣ ସଭାରେ ଯୋଗ ଦେଇ କହିଲେ ଯେ,୧୫ ଦିନ ଆଗରୁ ଦୀପାବଳି ଆସି ପହଞ୍ଚି ଯାଇଛି। ଭଲ...
ରଘୁରାମ୍ ରାଜନ ପାଇ ପାରନ୍ତି ଅର୍ଥନୀତିରେ ନୋବେଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ରଘୁରାମ ରାଜନ୍ଙ୍କୁ ମିଳିପାରେ ଅର୍ଥନୀତିରେ ନୋବେଲ୍। ଟପ୍ ୬ ଜଣ ସମ୍ଭାବ୍ୟ ପ୍ରାର୍ଥୀଙ୍କ ଭିତରେ ରାଜନ୍ଙ୍କ ନାମ ଅଛି। କୋର୍ପୋରେଟ୍ ଫାଇନାନ୍ସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜନଙ୍କୁ ଏହି ସମ୍ମାନଜନକ...
ଆଇଫୋନ ୮ ବେପାର ମାନ୍ଦା, ଆପଲର୍ ସେୟାର ଖସିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଲାଗୁଛି ନିଜ ଆଇଫୋନକୁ ନେଇ ଗର୍ବ ଅନୁଭବ କରୁଥିବା ବିଶ୍ଵ ପ୍ରସିଦ୍ଧ ଆପଲ କମ୍ପାନିରେ ସବୁ କିଛି ଠିକ୍ ଚାଲିନି।ଗତ ଶୁକ୍ରବାର ଦିନ ପ୍ରିମାର୍କେଟ ଟ୍ରେଡିଂରେ ଆପଲର ସେୟାରରେ ୧.୫ ପ୍ରତିଶତ...
‘ଇଜି ଅଫ୍ ଡୁଇଙ୍ଗ୍ ବିଜିନେସ୍’ ଇଣ୍ଡେକ୍ସ: ଟପ୍ ୧୦୦ ଦେଶରେ ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ବ ବ୍ୟାଙ୍କର 'ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍' ଇଣ୍ଡେକ୍ସରେ ଭାରତ ଗତବର୍ଷ ୧୩୦ତମ ସ୍ଥାନରେ ରହିଥିଲା। ହେଲେ ହେଲେ ୨୦୧୮ ବର୍ଷ ପାଇଁ ପ୍ରକାଶ ପାଇଥିବା ଇଣ୍ଡେକ୍ସରେ ଭାରତ ୧୦୦ତମ ସ୍ଥାନରେ...
ଦୁବାଇରେ ପ୍ରପର୍ଟି କିଣିବାରେ ଭାରତର ଲୋକେ ସବା ଆଗରେ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରପର୍ଟି କିଣିବା ପାଇଁ ସାରା ବିଶ୍ୱରେ ବର୍ତ୍ତମାନ ସବୁଠାରୁ ବଢିଆ ଜାଗା ହେଉଛି ଦୁବାଇ। ଦୁବାଇରେ ସମ୍ପତ୍ତି ଠୁଳ କରିବା କ୍ଷେତ୍ରରେ ଭାରତର ଲୋକଙ୍କ ସ୍ଥାନ ସର୍ବପ୍ରଥମ ବୋଲି ଜଣାପଡ଼ିଛି। ପୁର୍ବ ବର୍ଷମାନଙ୍କରେ...
ବିମୁଦ୍ରୀକରଣ: ସୁପରହିଟ୍ ନା ସୁପରଫ୍ଲପ୍?
ଭାସ୍କର ପରିଛା
ବିମୁଦ୍ରୀକରଣ ବା ନୋଟବନ୍ଦୀ ବା ଡିମନିଟାଇଜେସନକୁ ବର୍ଷେ ପୁରିଲା। ଗତ ବର୍ଷ ନଭେମ୍ବର ୮ତାରିଖ ସନ୍ଧ୍ୟାରେ ଅଚାନକ ଏକ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଘୋଷଣା ଥିଲା, ୫୦୦ ଓ ୧୦୦୦...