ଟ୍ଵିଟର କର୍ମଚାରୀଙ୍କ ପାଇଁ ଏଲନ ମସ୍କଙ୍କ ଘୋଷଣା, ଦୈନିକ ୧୨ ଘଣ୍ଟା ଓ ସପ୍ତାହକୁ ୭ଦିନ କରିବେ କାମ

ଓଡ଼ିଶାଲାଇଭ୍ ବ୍ୟୁରୋ ଟେସ୍ଲା ସିଇଓ ଏଲନ୍ ମସ୍କ୍ ନିକଟରେ ଟ୍ୱିଟରକୁ କ୍ରୟ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ପରିବର୍ତ୍ତନ ଲାଗି ମସ୍କ କେତେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ତେବେ ମସ୍କଙ୍କ ଏହି ନିଷ୍ପତ୍ତି କର୍ମଚାରୀଙ୍କ...

ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨ ପାଇଁ ପ୍ରକ୍ରିୟା ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨। ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଏହି କନକ୍ଲେଭ ପାଇଁ ମଙ୍ଗଳବାର ଦିନ ଭୁବନେଶ୍ୱର...

ଆଜିଠୁ ଆରମ୍ଭ ଡିଜିଟାଲ ମୁଦ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଡିଜିଟାଲ ରୁପି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଡିଜିଟାଲ ରୁପି ଅର୍ଥାତ୍ ଇ-ରୁପିର ପ୍ରଥମ ପାଇଲଟ ପ୍ରକଳ୍ପ ଆଜିଠାରୁ ଆରମ୍ଭ କରିବାକୁ ଯାଉଛି। ବ୍ଲାକଚେନ ଆଧାରିତ...

ଓଡ଼ିଶା ଟ୍ରାଭେଲ୍ ବଜାର-୨୦୨୨ ପ୍ରଦର୍ଶନୀ ଉଦ୍‌ଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା ଟ୍ରାଭେଲ ବଜାର। ଶୁକ୍ରବାର ସକାଳେ ଓଡ଼ିଶା ଟ୍ରାଭେଲ ବଜାର-୨୦୨୨ ପ୍ରଦର୍ଶନୀ ଉଦଘାଟିତ ହୋଇଛି। ଏହାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ ଏବଂ ପର୍ଯ୍ୟଟନ...

ଓଡ଼ିଶାର ୨୩ଟି ଅଗ୍ରଣୀ ଷ୍ଟାର୍ଟଅପକୁ ଆର୍ଥିକ ପ୍ରୋତ୍ସାହନ – ଷ୍ଟାର୍ଟଅପ୍ ଓଡ଼ିଶା ଟାସ୍କ ଫୋର୍ସ ପକ୍ଷରୁ ୧.୫୩ କୋଟି...

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆର୍ଥିକ ପ୍ରୋତ୍ସାହନ ପାଇଥିବା ପ୍ରମୁଖ ଷ୍ଟାର୍ଟଅପ୍‌ ଭିତରେ ଭାରତର ଅଗ୍ରଣୀ ତଥା ଲୋକପ୍ରିୟ ସ୍ୱାସ୍ଥ୍ୟଭିତ୍ତିକ ଡିଜିଟାଲ ଚ୍ୟାନେଲ ‘ସ୍ୱାସ୍ଥ୍ୟପ୍ଲସ୍‌’ ମିଡିଆ ନେଟୱର୍କ (ଓଡିକାଷ୍ଟ ଡିଜିଟାଲ୍)। ଓଡ଼ିଶାରେ ଷ୍ଟାର୍ଟଅପ୍ ଇକୋସିଷ୍ଟମର ବିକାଶ ପାଇଁ ଷ୍ଟାର୍ଟଅପ୍...

ଭୁବନେଶ୍ୱରରେ ଖୋଲିଲା ଆଇବିଏମର କ୍ଲାଏଣ୍ଟ ଇନୋଭେସନ ସେଣ୍ଟର

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରଠାରେ ଆଇବିଏମର ନୂତନ କ୍ଲାଏଣ୍ଟ ଇନୋଭେସନ ସେଣ୍ଟରର(ସିଆଇସି) ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଇବିଏମ୍ ନିଜର ଗ୍ରାହକ ସେବା ସମ୍ପ୍ରସାରଣ ଲକ୍ଷ୍ୟ ନେଇ ଓଡ଼ିଶାରେ ଏହି କେନ୍ଦ୍ର ଖୋଲିଛି। ଭୁବନେଶ୍ୱର...

ଭାରତୀୟ ବ୍ୟାଙ୍କିଙ୍ଗ୍ ଓ ଆର୍ଥିକ କ୍ଷେତ୍ରର ଗତ ତିନି ଦଶନ୍ଧିର ବ୍ୟାପକ ସଂସ୍କାର ଉପରେ ଇଂରାଜୀ ପୁସ୍ତକ

ନୀଳାମ୍ବର ରଥ ରିଜର୍ଭ ବ୍ୟାଙ୍କ୍‌ର ପୂର୍ବତନ ବରିଷ୍ଠ ଅଧିକାରୀ ଦାଶରଥି ମିଶ୍ରଙ୍କ ପୁସ୍ତକ ‘ଟ୍ରାନ୍ସଫର୍ମେସନ୍ – ଥ୍ରି ଡେକାଡସ୍ ଅଫ୍ ଇଣ୍ଡିଆସ୍ ଫାଇନାନ୍ସିଆଲ୍ ଆଣ୍ଡ ବ୍ୟାଙ୍କିଙ୍ଗ୍ ସେକ୍ଟର ରିଫର୍ମସ୍ ୧୯୯୧-୨୦୨୧’ - ଏକ ସଂକ୍ଷିପ୍ତ...

ଓଡ଼ିଶା ପର୍ଯ୍ୟଟନର ପ୍ରସାର ପାଇଁ ପୁଣି ଆସୁଛି ‘ଓଡ଼ିଶା ଟ୍ରାଭେଲ ବଜାର’

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=U94iIs6WIdw] ଭାରତ ତଥା ବିଦେଶୀ ପର୍ଯ୍ୟଟକମାନଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିବା ଲକ୍ଷ୍ୟରେ ‘ଓଡ଼ିଶା ଟ୍ରାଭେଲ ବଜାର’ ଆୟୋଜନ କରାଯାଉଛି। ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଫିକି ସହଯୋଗିତାରେ ଏହି ମେଗା ଇଭେଣ୍ଟ...

ଏଏସ୍‌ବିଏମ୍‌ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠା ଦିବସ ବକ୍ତୃତା ପ୍ରଦାନ କଲେ ସୁବ୍ରତ ବାଗଚି

ଓଡ଼ିଶାଲାଇଭ୍ ବ୍ୟୁରୋ ଏଏସ୍‌ବିଏମ୍ ବିଶ୍ଵବିଦ୍ୟାଳୟର ୧୬ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମାଇଣ୍ଡଟ୍ରିର ସହ ପ୍ରତିଷ୍ଠାତା ତଥା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚି ମୁଖ୍ୟ ଅତିଥି ଭାବେ...

‘ରୋଜିସ୍ କିଚେନ’ରୁ ସଫଳ ମହିଳା ଉଦ୍ୟୋଗୀ ସରୋଜା ଚୌଧୁରୀ

ସଂଗୀତା ମାନସିଂହ [youtube https://www.youtube.com/watch?v=P-0dzxp_1IY] ରୋଷେଇ ଆସୁନଥିଲା ବୋଲି ଦିନେ ଯିଏ ଶାଶୂଙ୍କଠାରୁ ପଦିଏ ମିଠା ଗାଳି ଶୁଣିଥିଲେ, ଏବେ ତାଙ୍କ ହାତ ରନ୍ଧା ଖାଦ୍ୟ ତାଙ୍କୁ ଦେଇଛି ସ୍ଵତନ୍ତ୍ର ପରିଚୟ ଏବଂ ପ୍ରତିଷ୍ଠା। ଭୁବନେଶ୍ୱରରେ...