ସମ୍‌ ହସ୍ପିଟାଲରେ ଗ୍ରହଣ ଖଣ୍ଡିଆ ଶିଶୁମାନଙ୍କୁ ନୂଆ ପୋଷାକ ବଣ୍ଟନ

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନଭର୍ସିଟି) ପରିଚାଳିତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ମାଗଣା ଗ୍ରହଣ ଖଣ୍ଡିଆ ଅସ୍ତ୍ରୋପଚାର କରାଯାଇଥିବା ଶିଶୁମାନଙ୍କୁ ମାଗଣା ପୋଷାକ ବଣ୍ଟନ କରାଯାଇଛି। ସୋଆର ନିର୍ଦ୍ଦେଶକ...

ସଫଳତା ପାଇଁ ଆଶିଷଙ୍କ 4H ଫର୍ମୁଲା

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=iJUNbRgRJFw] ସାରା ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ମାତ୍ର ୮୦୦ଟି ଇଣ୍ଟରନେଟ୍ ବ୍ୟବସାୟକୁ ‘ୟୁନିକର୍ନ’ ଆଖ୍ୟା ଦିଆଯାଇଛି। (ଅନ୍ତର୍ଜାତୀୟ ବଜାର ଭାଷାରେ ‘ୟୁନିକର୍ନ’ ହେଉଛି ସେହି ସଂସ୍ଥା, ଯାହାର ମୂଲ୍ୟାୟନ ୧୦୦ କୋଟି ଆମେରିକୀୟ...

ସଫଳ ଚାଷୀ ଓ ଉଦ୍ୟୋଗୀ ହେବେ କୃଷି ବିଭାଗର ବ୍ରାଣ୍ଡ୍‌ ଆମ୍ବାସଡର – କୃଷିମନ୍ତ୍ରୀ ଅରୁଣ ସାହୁ

ଓଡ଼ିଶାଲାଇଭ୍‌ ବିଜିନେସ ବ୍ୟୁରୋ କୃଷି ଓଡ଼ିଶାର ଉଦ୍‌ଯାପନୀ ଦିବସରେ କୃଷି ଉଦ୍ୟୋଗୀ ତଥା କୃଷି ଷ୍ଟାଟ୍‌-ଅପ୍‌ମାନଙ୍କ ସହ ଆଲୋଚନା। "ଓଡ଼ିଶାର ସଫଳ ଚାଷୀ ଏବଂ କୃଷି ଉଦ୍ୟୋଗୀମାନେ ହେବେ ରାଜ୍ୟ କୃଷି ବିଭାଗର ବ୍ରାଣ୍ଡ୍‌ ଆମ୍ବାସଡର।...

ସପିଂ, ଗେମିଂ, ଏଜୁକେଶନ ଓ ଏଣ୍ଟରଟେନ୍‌ମେଣ୍ଟ ଦୁନିଆରେ ଜିଓ ଆଣିବ ‘ମିକ୍ସଡ୍‌ ରିଆଲିଟି’ର ଯାଦୁ

ନୀଳାମ୍ବର ରଥ ଓ ସିତାଂଶୁ ଶେଖର ସୂତାର https://www.youtube.com/watch?v=buN85xgvjac ୨୦୨୦ ମଧ୍ୟ ଭାଗରେ ଆରମ୍ଭ ହେବାକୁ ଥିବା ଜିଓ ମିକ୍ସଡ୍‌ ରିଆଲିଟି ସେବା ଭାରତୀୟ ଡିଜିଟାଲ ବଜାରକୁ ବେଶ୍‌ ଉଷ୍ମ କରିବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବାର୍ଷିକ ଅଧିବେଶନ...

ସତରେ କ’ଣ ନୂଆ ବର୍ଷରୁ ବନ୍ଦ ହୋଇଯିବ ୨ ହଜାର ଟଙ୍କିଆ ନୋଟ୍‌?

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଆସନ୍ତା ଡିସେମ୍ବର ୩୧ ପରଠୁ ଦେଶରେ ୨ ହଜାର ଟଙ୍କିଆ ନୋଟ୍‌ ବନ୍ଦ ହେଇଯିବ। ଏଭଳି ଖବର ଶୁଣିବା ପରେ ଲୋକମାନଙ୍କ ଛାତିରେ ପୁଣି ଛନକା...

ସକ୍ଷମ ୨୦୨୦: ସରିଲା ତୈଳ ଓ ପ୍ରାକୃତିକ ଗ୍ୟାସ ସରଂକ୍ଷଣ ସଚେତନତା ଅଭିଯାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସକ୍ଷମ-୨୦୨୦ ସମ୍ମାନ ସମାରୋହ ଭୁବନେଶ୍ୱରସ୍ଥିତ ଆଇଏମ୍‌ଏମ୍‌ଟି ଅଡିଟୋରିୟମ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହର ମୂଳ ଉଦ୍ଦେଶ୍ୟ ହେଉଛି ଜନସାଧାରଣଙ୍କୁ ତୈଳଓଗ୍ୟାସ ସରଂକ୍ଷଣର ଆବଶ୍ୟକତା ଏବଂ ଏଥିପାଇଁ ଉଚିତ ପଦକ୍ଷେପ ବିଷୟରେ ସଚେତନ...

ସକାଳ ୧୦ରୁ ୪ ଖୋଲା ରହିବ ବ୍ୟାଙ୍କ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ସବୁ ସରକାରୀ ବ୍ୟାଙ୍କର ସମୟ ସକାଳ ୧୦ରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ। ଗ୍ରାହକମାନଙ୍କ  ସୁବିଧା ପାଇଁ ନୀତିଗତ ଭାବେ ଏହି ନିଷ୍ପତ୍ତି ଲାଗୁ ହୋଇଛି। ସବୁ ସରକାରୀ ବ୍ୟାଙ୍କର ସମାନ କାର୍ଯ୍ୟ ଅବଧି...

ଷ୍ଟେଟ୍‌ ବ୍ୟାଙ୍କ ଦେଲା ନୂଆବର୍ଷର ଭେଟି – ଶସ୍ତା ହେବ କାର୍‌ ଓ ଗୃହ ଋଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ନିଜ ଗ୍ରାହକଙ୍କ ପାଇଁ ନୂଆବର୍ଷର ଭେଟି ଆଣିଦେଇଛି। ଏସ୍‌ବିଆଇ ନିଜର ଏକ୍ସଟରନାଲ ବେଞ୍ଚମାର୍କ ରେଟ୍‌କୁ ୨୫ ପ୍ରତିଶତ କମାଇ ଦେଇଛି। ଏହା ଫଳରେ ଗୃହ ଋଣ ଏବଂ...

ଷ୍ଟାର୍ଟଅପ୍ ଷ୍ଟୋରି: କ୍ୟାନସର ଚିକିତ୍ସା ଲାଗି ନୂଆ ଜ୍ଞାନକୌଶଳ ବିକାଶ କରୁଥିବା ଓଡ଼ିଆ ଝିଅ ନୁସରତ୍ ସଂଘମିତ୍ରାଙ୍କ କାହାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=vg2xtJ8KOsM]ଓଡ଼ିଆ ଘରର ଝିଅ ନୁସରତ୍‌ ସଂଘମିତ୍ରା। ବାଲେଶ୍ୱର ସୋରର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ। ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଗବେଷଣା କରି ଆଜି ସେ ଯେଉଁ ନୂଆ ବାଟ ବାହାର କରିଛନ୍ତି,...

ଷ୍ଟାର୍ଟଅପ୍‌ ଷ୍ଟୋରି: ‘ଅଫ୍‌ବିଜିନେସ୍‌’ ସିଇଓ ଆଶିଷ ମହାପାତ୍ରଙ୍କ କାହାଣୀକୁ ସୋସିଆଲ ମିଡିଆରେ ପ୍ରଶଂସା

ଓଡ଼ିଶାଲାଇଭ୍‌ ବ୍ୟୁରୋ[youtube https://www.youtube.com/watch?v=Z5u89fn4eJQ] ଷ୍ଟାର୍ଟଅପ୍‌ ଜୀବନର ସଂଘର୍ଷକୁ ଅତିକ୍ରମ କରି ଯେଉଁମାନେ ସଫଳ ହୋଇଥାଆନ୍ତି, ସେମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥାନ୍ତି। ତେଣୁ ଏଭଳି ପ୍ରତିଭାବାନ ଯୁବ ଉଦ୍ୟୋଗୀଙ୍କ ସ୍ୱପ୍ନ, ସଂଘର୍ଷ ଓ ସଫଳତାର...