୨୬ ଓ ୨୭ ଖୋଲା ରହିବ ବ୍ୟାଙ୍କ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ୟାଙ୍କଗୁଡ଼ିକର ଚାରୋଟି ପ୍ରମୁଖ ସଂଘ: ଏଆଇବିଓଏ, ଏଆଇବିଓସି , ଏନଓବିଓ ଏବଂ ଆଇଏନବିଓସିର ପ୍ରତିନିଧିବୃନ୍ଦ ବିତ୍ତ ସଚିବ ରାଜୀବ କୁମାରଙ୍କୁ ଭେଟିଲେ। ୧୦ ଗୋଟି ବ୍ୟାଙ୍କର ମିଶ୍ରଣକୁ ନେଇ ଉପୁଜିଥିବା...

ଜିଓ ଲଞ୍ଚ କଲା ‘ପୋଷ୍ଟପେଡ୍ ପ୍ଲସ୍‌’ – ଗ୍ରାହକ ପାଇପାରିବେ ଏହି ସବୁ ଦମ୍‌ଦାର ଅଫର୍

ଓଡ଼ିଶାଲାଇଭ୍ ବ୍ୟୁରୋ ବିନା କୌଣସି ଅତିରିକ୍ତ ମୂଲ୍ୟରେ ପାଇପାରିବେ ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍‌, ଡିଜନି+ ହଟ୍‌ଷ୍ଟାର୍‌ ଫାମିଲି ପ୍ଲାନ୍ ସହ ଡାଟା ରୋଲ୍‌ଓଭର୍ ସୁବିଧା ବିଶ୍ୱର ଯେକୌଣସି ସ୍ଥାନରୁ ୧ ଟଙ୍କାରେ ଭାରତକୁ...

ବଜାର କୋଲକତା ପକ୍ଷରୁ ଭାଗ୍ୟଶାଳୀ ବିଜେତାଙ୍କୁ କାର ଉପହାର

ଓଡ଼ିଶାଲାଇଭ୍ ବ୍ୟୁରୋ ଜୁନ୍ ପହିଲାରେ ବଜାର କୋଲକତା ଦୋଳମୁଣ୍ଡାଇଠାରେ ଆଉ ଏକ ନୂଆ ସୋରୁମ ଉଦଘାଟନ କରିଥିଲା। ଏହି ଉଦଘାଟନୀ ଅବସରରେ ଇଦ୍ ଓ ରଜ ପର୍ବ ଉପଲକ୍ଷେ ଗ୍ରାହକମାନଙ୍କ ପାଇଁ ୨ହଜାର ଟଙ୍କା...

‘ଶିଶିର ସରସ’ ୨୦୨୦ – ଯେତେ କାରିଗରି, ସେତେ କାହାଣୀ

ଓଡ଼ିଶାଲାଇଭ୍‌ ସ୍ୱତନ୍ତ୍ର ପ୍ରତିନିଧି ଫଟୋ – ନିରଞ୍ଜନ ଦାସ ‘ଶିଶିର ସରସ’ ମେଳାରେ ସାମଗ୍ରୀ ନୂଆ ନୁହେଁ, କିନ୍ତୁ କାରିଗରିରେ ଥିବା ନିଆରା ପଣ ହିଁ‌ ସାଜିଛି ଆକର୍ଷଣ। ଶିଶିରମୟ ଶୀତୁଆ ସଂଜରେ ରାଜଧାନୀ ଭୁବନେଶ୍ୱରରେ ୨୫ଟି...

୬ ଘଣ୍ଟା ଧରି ହ୍ୱାଟସଆପ୍ ଓ ଫେସବୁକ ବନ୍ଦ, କ୍ଷମା ମାଗିଲେ ଜୁକରବର୍ଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ସମୟ ଧରି ଅଚଳ ରହିଥିଲା ସୋସିଆଲ ମିଡିଆ। ସୋମବାର ରାତି ପ୍ରାୟ ୧୦ ପାଖାପାଖି ସମସ୍ତ ସୋସିଆଲ ମିଡିଆ ବନ୍ଦ ହୋଇଯାଇଥିଲା। ତାହା ବର୍ତ୍ତମାନ ଧୀରେ ଧୀରେ ସ୍ଵାଭାବିକ୍ ହେବାରେ...

୧.୬ ଲକ୍ଷ କୋଟିର ରେଳ ବଜେଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯-୨୦ ଲାଗି ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ୨୭ ଲକ୍ଷ ୮୪ ହଜାର ୨୦୦ କୋଟିର ବଜେଟ ଘୋଷଣା କରିଛନ୍ତି। ଯାହା ଗତବର୍ଷ ତୁଳନାରେ ୧୩ ପ୍ରତିଶତ ଅଧିକ। ସଂସଦରେ ବଜେଟ୍‌ ଅଧିବେଶନରେ...

୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାରକୁ ନେଇ ଲୋକମାନେ ବିଚଳିତ ହୁଅନ୍ତୁ ନାହିଁ – ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଦେଶରେ ପ୍ରଚଳିତ ଥିବା ୨ ହଜାର ଟଙ୍କିଆ ନୋଟକୁ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଏବେ ବିଭିନ୍ନ...

ଏଣିକି ଘରେ ବସି ଅନଲାଇନରେ ଅର୍ଡର କରିପାରିବେ ପେଟ୍ରୋଲ!

ଓଡ଼ିଶାଲାଇଭ ବ୍ୟୁରୋ ଏଣିକି ଆଉ ପେଟ୍ରୋଲ ପମ୍ପରେ ଲମ୍ଵା ଲାଇନ କରିବାକୁ ପଡ଼ିବ ନାହିଁ। ଘରେ ବସି ସୁବିଧାରେ ପାଇପାରିବେ ପେଟ୍ରୋଲ। ପୂର୍ବରୁ ଡିଜେଲର ହୋମ ଡେଲିଭରି ସେବା ଭଳି ପେଟ୍ରୋଲ ହୋମ୍‌ ଡେଲିଭରି...
online gaming

ଲକ୍‌ଡାଉନରେ ଅନ୍‌ଲାଇନ ଗେମ୍‌ର ବଢୁଛି ଚାହିଦା, ଭାରତରେ ଡିଜିଟାଲ ଖେଳର ବ୍ୟବସାୟ ୧୨ ହଜାର କୋଟି ଛୁଇଁବ

ଓଡିଶାଲାଇଭ୍ ବ୍ୟୁରୋ ଏଇ ଲକ୍‌ଡାଉନରେ ଯେତେବେଳେ ବାହାରକୁ ଗୋଡ଼ କାଢ଼ି ହେଉନାହିଁ, ଘରେ ବସି ସମସ୍ତେ ବୋର୍ ହେବା ସ୍ୱାଭାବିକ କଥା। ଏହି ବୋର୍‌ଡମ୍ କାଟିବା ପାଇଁ ଅଧିକାଂଶ ଅନ୍‌ଲାଇନ୍ ଗେମ୍‌କୁ ପସନ୍ଦ କରୁଛନ୍ତି।...

ନୂଆଦିଲ୍ଲୀ: ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ‘ଓଡ଼ିଶା ପାଭିଲିୟନ’କୁ ସ୍ଵର୍ଣ୍ଣ ପଦକ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ଆୟୋଜିତ ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୩’ରେ ‘ଓଡ଼ିଶା ପାଭିଲିୟିନକୁ ମିଳିଛି ସ୍ଵର୍ଣ୍ଣ ପଦକ। ଏହି ବିଶାଳ ମେଳାରେ ଅଂଶଗ୍ରହଣ କରିଥିବା ରାଜ୍ୟ ଏବଂ କେନ୍ଦ୍ର ଶାସିତ...