କରୋନା ସତର୍କତା – ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ହେଲା କୋଣାର୍କ ମନ୍ଦିର

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ   ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ହେଲା କୋଣାର୍କ ମନ୍ଦିର। କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଏଭଳି ନିଷ୍ପତ୍ତି ନେଇଛି କୋଣାର୍କ ମନ୍ଦିର ପ୍ରଶାସନ। ଆଗାମୀ ନିର୍ଦ୍ଦେଶ ଯାଏଁ ପର୍ଯ୍ୟଟକଙ୍କ...

ବଢ଼ୁଛି କୋଭିଡ୍ ସଂକ୍ରମଣ, ଜରୁରୀ ବୈଠକ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଏବେ କୋଭିଡ୍-୧୯ ମମାଲା ଦିନକୁ ଦିନ ବଢ଼ୁଛି। ଶୁକ୍ରବାର ଦେଶରେ କୋଭିଡ୍ ସଂକ୍ରମଣ ୬ ହଜାର ପାର କରିଛି। ଏଥିଲାଗି ଏହାର ମୁକବିଲା ପାଇଁ କେନ୍ଦ୍ର ସରକାର ତତ୍ପର ହୋଇଛନ୍ତି।...

କରୋନାକୁ ନେଇ ଗୁଜବ – ଜାଣନ୍ତୁ ସଠିକ ତଥ୍ୟ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ [youtube https://www.youtube.com/watch?v=NriB9t3SHvM] ଦିନକୁ ଦିନ କରୋନା ଭାଇରସ ଯେତିକି ଆତଙ୍କ ସୃଷ୍ଟି କରୁଛି ଏହାକୁ ନେଇ ଲୋକଙ୍କ ମଧ୍ୟରେ ସେତିକି ଭ୍ରାନ୍ତ ଧାରଣା ମଧ୍ୟ ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି...

ଓଜନକୁ ନେଇ ଚିନ୍ତିତ କି? ଖାଆନ୍ତୁ କଳାଜିରା

ଓଡ଼ିଶାଲାଇଭ୍ ବ୍ୟୁରୋ ରୋଷେଇରେ ବ୍ୟବହାର ହେଉଥିବା ମସଲା ମଧ୍ୟରେ କଳାଜିରା ଅନ୍ୟତମ। କିନ୍ତୁ ସ୍ୱାଦ କଥା କହିଲେ ଏହା ଟିକିଏ କଡ଼ା ଲାଗେ। ଗବେଷକମାନଙ୍କ ଅନୁସାରେ ନିୟମିତ କଳାଜିରା ଖାଇବା ଦ୍ୱାରା ଓଜନ କମିଥାଏ। ତିନି...

ଗ୍ଲୋଇଙ୍ଗ ସ୍କିନ ଚାହୁଁଛନ୍ତି କି ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=zi-Eae2-7VY] ପୁଅ ହୁଅନ୍ତୁ ବା ଝିଅ ସମସ୍ତଙ୍କର ଇଚ୍ଛା ଥାଏ ସୁନ୍ଦର ଦିଶିବା ଏବଂ ଦାଗ ବିହୀନ ଗ୍ଲୋଇଙ୍ଗ ସ୍କିନ ପାଇବା ଲାଗି। ଏଥିପାଇଁ ସ୍ଵାସ୍ଥ୍ୟକର ଖାଦ୍ୟ ସାଙ୍ଗକୁ ପ୍ରଚୁର...

ରାଜ୍ୟରେ ଆରମ୍ଭ ହେଲା ୧୫ରୁ ୧୮ ବର୍ଷର ପିଲାଙ୍କ ଟିକାକରଣ

ଓଡ଼ିଶାଲାଇଭ୍ ବ୍ୟୁରୋ     ସକାଳ ୮ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଟିକାକରଣ ଭିଡ ଭଡ଼ିଲେ ଅପରାହ୍ଣରେ ଟିକାକରଣ ପାଇଁ ବ୍ୟବସ୍ଥା ହେବ ମାସକ ମଧ୍ୟରେ ପ୍ରଥମ ଡୋଜ ଟିକାକରଣ ସାରିବାକୁ ଲକ୍ଷ୍ୟ ୩୫ଟି...

କରୋନା ମୁକାବିଲା ପାଇଁ ଗଠନ ହେଲା ବିଏମସି ସ୍କ୍ଵାଡ୍

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଭାଇରସ ମୁକାବିଲା କରିବା ପାଇଁ ବିଏମସି ସ୍କ୍ଵାଡ୍ ଗଠନ ହୋଇଛି। ରାଜଧାନୀ ଭୁବନେଶ୍ଵରର ୩ଟି ଜୋନ୍ ପାଇଁ ୩ଟି ଟିମ୍ ଗଠନ ହୋଇଛି। ଏନେଇ ବିଏମସି କମିଶନର ସୂଚନା ଦେଇଛନ୍ତି। ଭୁବନେଶ୍ଵର...

ସରକାରଙ୍କୁ ଜାପାନୀ ଜ୍ୱର ଚିନ୍ତା: ୨୭ରୁ ୧୩ଟି ଜିଲ୍ଲାରେ ଟିକାକରଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୬ରେ ମାଲକାନଗିରି ଜିଲ୍ଲାରେ ଆତଙ୍କ ଖେଳାଇଥିବା ଜାପାନୀ ଜ୍ୱର। ୧୦୦ରୁ ଅଧିକ ଶିଶୁଙ୍କ ପ୍ରାଣ ନେଇଥିଲା ଏହି ଜ୍ୱର। ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ...

ଆଜି ବିଶ୍ୱ ଶ୍ରବଣ ଶକ୍ତି ଦିବସ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ‘ହିଅର ଡବ୍ଲୁଏଚଓ’ ଆପ୍ ମାଧ୍ୟମରେ କରନ୍ତୁ ନିଜର...

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ ଆଜି ବିଶ୍ୱ ଶ୍ରବଣ ଶକ୍ତି ଦିବସ ୨୦୨୪। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ ଏହି ଦିବସ ପାଳନ କରାଯାଉଛି। ଚଳିତବର୍ଷ ବିଶ୍ୱ ଶ୍ରବଣ ଶକ୍ତି ଦିବସର ଥିମ୍ ରହିଛି “ଚେଞ୍ଜିଂ...

ଆଖି ଆଗରେ ଦୁର୍ଘଟଣା ଦେଖିଲେ କେମିତି ଯୋଗାଇବେ ପ୍ରାଥମିକ ଚିକିତ୍ସା

ଓଡ଼ିଶାଲାଇଭ ବ୍ୟୁରୋ ଦୁର୍ଘଟଣା ଆକସ୍ମିକ ଭାବରେ ଘଟିଥାଏ। ଦୁର୍ଘଟଣାରେ ପ୍ରଭାବିତ ବ୍ୟକ୍ତି ସାମାନ୍ୟରୁ ଗୁରୁତର ଆହତ ହୋଇପାରନ୍ତି। ସାଧାରଣ ମଣିଷ ଭାବରେ ଆମ୍ଭେମାନେ ଦୁର୍ଘଟଣାର ସମ୍ମୁଖୀନ ହେଲେ କାତର ହୋଇପଡ଼ୁ। କିନ୍ତୁ ଏହି ସମୟରେ...