ଅଶାନ୍ତ ମଧ୍ୟପ୍ରାଚ୍ୟ: ଇରାନ୍‌ ଉପରେ କ୍ଷେପଣାସ୍ତ୍ର ମାଡ଼, ଡ୍ରୋନ୍ ଆକ୍ରମଣର ଜବାବ ଦେଲା ଇସ୍ରାଏଲ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଉତ୍ତେଜନା ମଧ୍ୟରେ ଇରାନ୍‌ ଉପରେ ଆକ୍ରମଣ କରିଛି ଇସ୍ରାଏଲ୍‌। ଶୁକ୍ରବାର ଇରାନର ଇସାଫାହାନ ସହରର ଏକ ଏୟାରବେସ୍ ଉପରେ ଇସ୍ରାଏଲ୍ କ୍ଷେପଣାସ୍ତ୍ର ମାରିଥିବା ଅନ୍ତର୍ଜାତୀୟ ମିଡିଆରେ ଖବର ପ୍ରସାରିତ...

ଲୋକସଭା ନିର୍ବାଚନ: ଗୁଜରାଟର ଗାନ୍ଧୀନଗରରୁ ପ୍ରାର୍ଥିପତ୍ର ଦାଖଲ କଲେ ବିଜେପି ନେତା ଅମିତ ଶାହ

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବରିଷ୍ଠ ବିଜେପି ନେତା ଅମିତ ଶାହ। ସେ ଶୁକ୍ରବାର ଗୁଜରାଟର ଗାନ୍ଧୀନଗର ଆସନରୁ ଦ୍ୱିତୀୟ ଥର ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି...

ତାତିରୁ ମିଳିବ ସାମାନ୍ୟ ଆଶ୍ଵସ୍ତି: ଆଗକୁ ଓଡ଼ିଶାରେ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା!

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ସାରା ଓଡ଼ିଶା। ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳିଗୁଳି ଯୋଗୁଁ ଛଟପଟ ହେଉଛନ୍ତି ଲୋକ। ଆଗାମୀ ତିନିଦିନ ମଧ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ହେବା ନେଇ ସୂଚନା...

ଅନୁଗୁଳ ଆସନରେ ବିଜେଡିର ମହିଳା କାର୍ଡ, କେମିତି ମୁକାବିଲା କରିବେ ବିରୋଧୀ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କେନ୍ଦ୍ରୀୟ ଓଡ଼ିଶାର ପ୍ରମୁଖ ଆସନ ଅନୁଗୁଳ। ଗତ ୫ଟି ପାଳିରୁ ବିଜେଡି ଦଖଲରେ ରହିଛି ଏହି ବିଧାନସଭା କ୍ଷେତ୍ର। ଏହା ସହିତ ଗତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଏଠାରେ ବିଜେଡି...

ବିଶ୍ୱ ଦକ୍ଷତା କେନ୍ଦ୍ରର ୪୩ ଜଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କମ୍ପାନିରେ ନିଯୁକ୍ତି ସୁଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଭୁବନେଶ୍ୱର ସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ପାଠ୍ୟକ୍ରମ ଶେଷ କରିଥିବା ଛାତ୍ରଛାତ୍ରୀଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର କମ୍ପାନିରେ ନିଯୁକ୍ତି ସୁଯୋଗ ଦିଆଯାଉଛି। ଏହି...

ଲୋକସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ: ପ୍ରଥମ ପର୍ଯ୍ୟାୟରେ ୧୦୨ ଆସନରେ ମତଦାନ ଜାରି    

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଭାରତରେ ଲୋକସଭା ନିର୍ବାଚନ ୨୦୨୪ ଲାଗି ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଆରମ୍ଭ ହୋଇଛି। ଦେଶର ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ଭୋଟରମାନେ ନିଜ ଭୋଟ...

ବଲାଙ୍ଗିରରେ ହେବ ନୂଆ ଲଢ଼େଇ: ଲୋକସଭା ଆସନ ପାଇଁ ମୁହାଁମୁହିଁ ହେବେ ସୁରେନ୍ଦ୍ର-ସଂଗୀତା-ମନୋଜ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ପାର୍ଟି ପ୍ରସ୍ତୁତ, ପ୍ରାର୍ଥୀ ବି ପ୍ରସ୍ତୁତ ଏଥର ରୋଚକ ହେବ ବଲାଙ୍ଗିର ଲୋକସଭା ଆସନ ପାଇଁ ଲଢ଼େଇ। ଓଡ଼ିଶାର ୨୧ ଲୋକସଭା ଆସନ ମଧ୍ୟରୁ ବଲାଙ୍ଗିର ଆସନରେ ଏଥର ରୋଚକ ହେବାକୁ...

ଦାୟିତ୍ୱହୀନ ଅଭିଭାବକ, ନିଜ ପିଲାଙ୍କ ଜୀବନ ସହ ଖେଳୁଛନ୍ତି ଖେଳ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ନିଜ ପିଲାଙ୍କ ସୁରକ୍ଷା ଚିନ୍ତା କୋଉ ବାପା ମା’ଙ୍କର ବା ନଥାଏ। ବେଳେ ବେଳେ କିଛି ବାପା ମା’ ପିଲାଙ୍କ ସୁରକ୍ଷା କଥା ଚିନ୍ତା ନକରି ଦାୟିତ୍ୱହୀନ...

ଏଥର ନିର୍ବାଚନ ମଇଦାନରେ ଅରୁଣ-ପ୍ରତ୍ୟୁଷା ଟକ୍କର: କିଏ ଜିତିବ ନୟାଗଡ଼?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ନୟାଗଡ଼ ବିଧାନସଭା ଆସନକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା। ବିଜେଡିର ଗଡ଼ ରହି ଆସିଛି ଏହି ଆସନ। ୨୦୨୪ରେ ଏଠାରେ ବିଜେଡି ପୁଣି ବାଜି ମାରିବ ନା ବିଜେପି...

ଆଜି ତତଲା ସହର ପାଲଟିଲା ଭୁବନେଶ୍ଵର, ୪୩ ଡିଗ୍ରୀ ଟପିଲା ତାପମାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଅସହ୍ୟ ରୌଦ୍ରତାପରେ ଜଳୁଛି ସାରା ଓଡ଼ିଶା। ଆଜି, ଗୁରୁବାର ଦିନ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଲା ରାଜଧାନୀ ଭୁବନେଶ୍ଵର। ଦିନ ୨ଟା ୩୦ ସୁଦ୍ଧା ଏଠାରେ ସର୍ବାଧିକ ତାପମାତ୍ରା ୪୩.୬...