ଲୋକାର୍ପିତ ହେଲା ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ ହେଲା। ଲୋକାର୍ପିତ ହେଲା ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ବୁଧବାର ଦିନ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର...

ଆସନ୍ତାକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ, ବନ୍ଦ ରହିବ ଓଡ଼ିଶାର ସବୁ ସ୍କୁଲ କଲେଜ

ଓଡ଼ିଶାଲାଇଭ୍ ବ୍ୟୁରୋ ବୁଧବାର ଦିନ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏଥିଲାଗି ଜାନୁଆରି ୧୭ ତାରିଖକୁ ସରକାରୀ ଛୁଟି ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହି ଦିନ...

ଓଡ଼ିଶାର କୃଷି ବିକାଶରେ ମହିଳାମାନଙ୍କର ବିଶେଷ ଭୂମିକା ରହିଆସୁଛି – ରାଜ୍ୟପାଳ

ଓଡ଼ିଶାଲାଇଭ୍ ବ୍ୟୁରୋ ସରିଲା ବାର୍ଷିକ ବିଶାଳ କୃଷି ପ୍ରଦର୍ଶନୀ କୃଷି ଓଡ଼ିଶା-୨୦୨୪ “ଗ୍ରାମାଞ୍ଚଳରେ ବିକାଶ ହେଲେ ଦେଶର ବିକାଶ ହେବ” ବ୍ଲକସ୍ତରରେ କୃଷି ଯନ୍ତ୍ରପାତି ମେଳାର ଆୟୋଜନ କରାଯିବ – ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମାର୍କେଟିଂ ଓ...

କୃଷି କ୍ଷେତ୍ରରେ ମହିଳାମାନେ ଆହୁରି ଆଗକୁ ବଢ଼ିବାର ସମୟ ଆସିଛି – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ କୃଷି ଓଡ଼ିଶା-୨୦୨୪କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷି କ୍ଷେତ୍ରରେ ମହିଳାଙ୍କ ଯୋଗଦାନକୁ ସମ୍ମାନ ଜଣାଇ ଏ ବର୍ଷର କୃଷିମେଳା କୃଷି ଉଦ୍ୟୋଗ ଭବନ ଏବଂ ଇମେଜ (ଆଇଏମଏଜିଇ)ର ନୂଆ କ୍ୟାମ୍ପସ ପାଇଁ...

ଭୁବନେଶ୍ୱରରେ ଶୁକ୍ରବାରଠାରୁ ‘କୃଷି ଓଡ଼ିଶା-୨୦୨୪’: କୃଷି କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ଓ ସଫଳତା ହେବ ପ୍ରଦର୍ଶିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ଜାନୁଆରି ୧୨ରୁ ୧୪ ଯାଏଁ ‘କୃଷି ଓଡ଼ିଶା-୨୦୨୪’ ଯୋଗଦେବେ ୫୦୦୦ ମହିଳା ଚାଷୀ, ୨୦୦୦ ଏସଏଚଜି ଓ କୃଷି ଉଦ୍ୟୋଗୀ ଚଳିତ ବର୍ଷ ପ୍ରଦର୍ଶନୀର ଥିମ - ‘କୃଷି ପ୍ରଗତିରେ ମହିଳା’ ଭୁବନେଶ୍ୱରରେ ଶୁକ୍ରବାରଠାରୁ...

ଭୁବନେଶ୍ୱରରେ ଜାତୀୟ ଜନଜାତି ଶିଳ୍ପ ମେଳା ଏବଂ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ • ଓଡ଼ିଶା ସହିତ ୧୨ଟି ରାଜ୍ୟର ୨୦୦ରୁ ଅଧିକ ଜନଜାତି ଶିଳ୍ପୀ ସାମିଲ• ଜନଜାତି ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଉତ୍ପାଦର ପ୍ରଦର୍ଶନ ଓ ବିକ୍ରି• ଓଡ଼ିଶାର ୧୬ଟି ଜନଜାତି କଳାକୃତିର...

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ କଣ୍ଟିଲୋ ନୀଳମାଧବ ମନ୍ଦିରକୁ ନିମନ୍ତ୍ରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକର୍ପଣ ଉତ୍ସବ। ଏହି ଭବ୍ୟ ସମାରୋହରେ ସାମିଲ ହେବା ଲାଗି ପୁରୀ ଶ୍ରୀମନ୍ଦିରରୁ ନୟାଗଡ଼ ଜିଲ୍ଲା କଣ୍ଟିଲୋ ନୀଳମାଧବ ମନ୍ଦିରକୁ ଆସିଛି ନିୟନ୍ତ୍ରଣ।...

ଆରମ୍ଭ ହୋଇଛି ବୌଦ୍ଧ ମହୋତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକୁଛି ସହର

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ଆରମ୍ଭ ହୋଇଛି ବୌଦ୍ଧ ମହୋତ୍ସବ। ଜିଲ୍ଲା ଗଠନର ୩୦ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୌଦ୍ଧ ମହୋତ୍ସବର ଆୟୋଜନ କରାଯାଇଛି। ଏହା ସହିତ ପଲ୍ଲିଶ୍ରୀ...

ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ଘୋଷଣା ହେଲା ସମ୍ମାନ ଓ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶିଷ୍ଟ ଔପନ୍ୟାସିକ ଭାଗୀରଥି ଦାସଙ୍କୁ ‘ସାହିତ୍ୟଶ୍ରୀ’ ଓ ଯୁବ ସାହିତ୍ୟିକ ସୁବ୍ରତ କୁମାର ସେନାପତିଙ୍କୁ ମିଳିବ 'ଉଦୟ ପ୍ରତିଭା’ ପୁରସ୍କାର।    (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ...

ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ

ଓଡ଼ିଶାଲାଇଭ୍ ବ୍ୟୁରୋ ବଲାଙ୍ଗିରର ବିକାଶରେ ଯୋଡ଼ି ହେଲା ନୂଆ ଅଧ୍ୟାୟ - ମୁଖ୍ୟମନ୍ତ୍ରୀ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଳ ସେଚନ ପ୍ରକଳ୍ପ ଦ୍ଵାରା ଉପକୃତ ହେବେ ବଲାଙ୍ଗିର ଓ...