ଅନ୍ତର୍ଜାତୀୟ ଧଉଳି କଳା ମହୋତ୍ସବ ଉଦ୍‌ଯାପିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶାନ୍ତିସ୍ତୁପ ଧଉଳିଠାରେ ଚାଲିଥିବା ଅନ୍ତର୍ଜାତୀୟ ଧଉଳି କଳା ମହୋତ୍ସବ ମଙ୍ଗଳବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସଦସ୍ୟ ପ୍ରଶାନ୍ତ ନନ୍ଦ ମୁଖ୍ୟ ଅତିଥି ଭାବେ...

ଯାଆରେ ଉଡ଼ି, ଏ ମୋର ଗୁଡ଼ି…

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରିପୋର୍ଟ - ଜୟ ମହାନ୍ତି, ଫଟୋ - ରଶ୍ମୀରଞ୍ଜନ ମହାପାତ୍ର) କଟକ ଆକାଶରେ ଉଡୁଛି ରଙ୍ଗ ବେରଙ୍ଗର ଗୁଡ଼ି। ‘‘ଉଡ଼ି ଉଡ଼ି ଉଡ଼ି... ଯାଆରେ ଉଡ଼ି… ଏ ମୋର ଗୁଡ଼ି... ଖାଆନା ଖାଆନା ତୁ...

ଦଶମ ଦିନରେ ବରଗଡ଼ ଧନୁଯାତ୍ରା – କୃଷ୍ଣ, ବଳରାମଙ୍କ ମଥୁରା ଭ୍ରମଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବରଗଡ଼: କୃଷ୍ଣ, ବଳରାମ ବେନୀଭାଇ ମାମୁ କଂସଙ୍କ ନିମନ୍ତ୍ରଣ ପାଇ ମଥୁରାରେ ପହଞ୍ଚିଛନ୍ତି। କୃଷ୍ଣ ଓ ବଳରାମ ନଗର ଭ୍ରମଣ କରୁଥିବା ବେଳେ କଂସଙ୍କ ରଜକ ଓ ସୁଦାମା ମାଳି ସହିତ...

ନବମ ଦିନରେ ବରଗଡ଼ ଧନୁଯାତ୍ରା – କୃଷ୍ଣ ବଳରାମଙ୍କୁ ଅଶ୍ରୁଳ ବିଦାୟ ଦେଲେ ଗୋପପୁରବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବରଗଡ଼: ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରାର ନବମ ଦିନରେ ମଥୁରା ନଗରୀରେ ପ୍ରବଳ ପ୍ରତାପୀ କଂସଙ୍କ ରାଜତ୍ୱ ଚାଲିଥିବାବେଳେ ଗୋପପୁରରେ ଦେଖିବାକୁ ମିଳିଥିଲା ଶୋକାକୂଳ ପରିବେଶ।  ନନ୍ଦରାଜା ଓ ଯଶୋଦାଙ୍କ ସମେତ...

ଏମ୍‌ଏସ୍‌ଏମ୍‌ଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୦ ଉଦ୍‌ଘାଟିତ: ‘‘ନୂଆ ଶିଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶାରେ ପରିବେଶ ଅନୁକୂଳ ରହିଛି’’

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=sV70ABCP66U] ଭୁବନେଶ୍ୱରରେ ଆରମ୍ଭ ହେଲା ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଜାନୁଆରି ୧୨ ଯାଏଁ ଚାଲିବ ମେଳା ଭାଗ ନେଇଛନ୍ତି ଦେଶ ବିଦେଶର ଶିଳ୍ପଦ୍ୟୋଗୀ ଇରାନ୍‌ରୁ ୨୦ ଏବଂ ବାଂଲାଦେଶରୁ ୧୨...

‘ଶିଶିର ସରସ’ ୨୦୨୦ – ଯେତେ କାରିଗରି, ସେତେ କାହାଣୀ

ଓଡ଼ିଶାଲାଇଭ୍‌ ସ୍ୱତନ୍ତ୍ର ପ୍ରତିନିଧି ଫଟୋ – ନିରଞ୍ଜନ ଦାସ ‘ଶିଶିର ସରସ’ ମେଳାରେ ସାମଗ୍ରୀ ନୂଆ ନୁହେଁ, କିନ୍ତୁ କାରିଗରିରେ ଥିବା ନିଆରା ପଣ ହିଁ‌ ସାଜିଛି ଆକର୍ଷଣ। ଶିଶିରମୟ ଶୀତୁଆ ସଂଜରେ ରାଜଧାନୀ ଭୁବନେଶ୍ୱରରେ ୨୫ଟି...

ଭୁବନେଶ୍ଵରରେ ଉଦ୍‌ଘାଟିତ ହେଲା ‘ଶିଶିର ସରସ’ ମେଳା – ୩୦୦ ଷ୍ଟଲରେ ଚାଲିଛି କିଣାବିକା, ୧୧ ଦିନ ଯାଏଁ...

ଓଡ଼ିଶାଲାଇଭ୍ ବ୍ୟୁରୋ ଶିଶିର ସରସ -୨୦୨୦ ଉଦ୍‌ଘାଟିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଉଦଘାଟନ ମେଳାରେ ୨୫ଟି ରାଜ୍ୟର ୩୦୦ ଷ୍ଟଲ ଜାନୁଆରି ୧୪ ଯାଏଁ ଚାଲିବ ମେଳା ମେଳା ବୁଲିଲେ ମୁଖ୍ୟମନ୍ତ୍ରୀ,...

ଶେଷ ହେଲା ରାଜ୍ୟ ଆଥ୍‌ଲେଟିକ୍ ମିଟ୍ – କଟକ ଚାମ୍ପିଅନ୍, ସୁନ୍ଦରଗଡ ରନର୍ସଅପ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ମନିଷା ଶ୍ରେଷ୍ଠ ମହିଳା ଆଥ୍‌ଲେଟ୍‌ ଓ ବିଘ୍ନରାଜ ଶ୍ରେଷ୍ଠ ପୁରୁଷ ଆଥ୍‌ଲେଟ୍‌ କଟକ: ବାରବାଟୀ ଷ୍ଟାଡିୟମଠାରେ ଚାଲିଥିବା ୬୭ତମ ରାଜ୍ୟ ଆଥ୍‌ଲେଟିକ୍ ମିଟ୍ ଶେଷ ହୋଇଛି। ୫୫୭ ପଏଣ୍ଟ ପାଇ କଟକ ଚାମ୍ପିଅନ୍...

ଡିସେମ୍ବର ୨୯ରେ କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ-୨୦୧୯ର ଫାଇନାଲ୍‍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୨୮ ଓ ୨୯ ତାରିଖ ଦୁଇ ଦିନଧରି କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ପରିସରରେ ଅନୁଷ୍ଠିତ ହେବ ବହୁ ପ୍ରତିକ୍ଷୀତ 'କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ-୨୦୧୯'। ୨୯...

ଆମ ଲୋକକଳା, ଆମ ସଂସ୍କୃତି – ଦର୍ଶକଙ୍କ ମନ ମୋହିଲା ଶବର ଶବରୁଣୀ ନୃତ୍ୟ ଓ ଦାସକାଠିଆ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=yy2E-QTB_JQ] ବୌଦ୍ଧର ଶବର ଶବରୁଣୀ ନୃତ୍ୟ ଓ ଗଞ୍ଜାମର ଦାସକାଠିଆରେ ଜମିଲା ଏ ମାସର ‘ଆମ ଲୋକକଳା - ଆମ ସଂସ୍କୃତି’ କାର୍ଯ୍ୟକ୍ରମ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ...