ବୌଦ୍ଧରେ ଆରମ୍ଭ ହେଲା ପଲ୍ଲୀଶ୍ରୀ ମେଳା ଓ ମା’ ଭୈରବୀ ମହୋତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ):  ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେଲା ପଲ୍ଲୀଶ୍ରୀ ମେଳା ଓ ମା’ ଭୈରବୀ ମହୋତ୍ସବ। ହରଭଙ୍ଗା ବ୍ଳକ ପୁରୁଣାକଟକ ମିନି ଷ୍ଟାଡିୟମଠାରେ ଏହି ମହୋତ୍ସବର ଶୁଭାରମ୍ଭ ହୋଇଛି। ଅଧିଷ୍ଠାତ୍ରୀ...

କୋରାପୁଟ: ସହିଦଙ୍କ ଜନ୍ମମାଟିରୁ ଆଦିବାସୀ ଲୋକ ମହୋତ୍ସବ ‘ପରବ’ର ଶୁଭାରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ (କୋରାପୁଟ): କୋରାପୁଟର ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୨ର ଶୁଭାରମ୍ଭ ହୋଇଛି। ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମମାଟି ତେନ୍ତୁଳିଗୁମ୍ମାରୁ ଆରମ୍ଭ ହୋଇଛି ଏହି ଉତ୍ସବ। ଶୁଭାରମ୍ଭ ଦିନ ଆଦିବାସୀ ନାଚ ଗୀତରେ ଦୁଲୁକି...

ନଭେମ୍ବର ୩୦ରୁ ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭ, ତୃତୀୟ ସଂସ୍କରଣ ପାଇଁ ଚାଲିଛି ପ୍ରସ୍ତୁତି

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=hPuBqE_TESw] ଦେଶ ବିଦେଶର ପୁଞ୍ଜି ନିବେଶକାରୀଙ୍କୁ ଓଡ଼ିଶାକୁ ଆକର୍ଷିତ କରିବା ଲାଗି ରାଜ୍ୟ ସରକାରଙ୍କର ଏକ ଅନନ୍ୟ ପ୍ରୟାସ ହେଉଛି 'ମେକ୍ ଇନ୍ ଓଡ଼ିଶା କନକ୍ଲେଭ’। ୨୦୧୬ ମସିହାରୁ ଭୁବନେଶ୍ୱରଠାରେ ଆରମ୍ଭ...

ଆଜି ସରିବ ଐତିହାସିକ ବାଲିଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ   ଆଜି ସରିବ କଟକର ଐତିହାସିକ ବାଲିଯାତ୍ରା। ଲୋକଙ୍କ ଚାହିଦାକୁ ଦେଖି ଜିଲ୍ଲା ପ୍ରଶାସନ ବାଲିଯାତ୍ରାର ଅବଧିକୁ ଗୋଟିଏ ଦିନ ବୃଦ୍ଧି କରିଥିଲେ। ଆଜି ଶେଷ ଦିନରେ ପ୍ରବଳ ଗହଳି ହେବର ସମ୍ଭାବନା...

ଆଜି ଜାତୀୟ ପ୍ରେସ୍‌ ଦିବସ: ଗଣମାଧ୍ୟମ ଓ ଗଣତନ୍ତ୍ର

ଡକ୍ଟର ମୃଣାଳ ଚାଟାର୍ଜୀ ୧୯୬୬ ମସିହାରେ ନଭେମ୍ବର ୧୬ ତାରିଖରେ ଭାରତରେ ପ୍ରଥମ ପ୍ରେସ୍‌ କାଉନସିଲ୍‌ କାମ ଆରମ୍ଭ କରିଥିଲା। ସମ୍ବାଦବାହୀ ଗଣମାଧ୍ୟମକୁ ସାମଗ୍ରିକ ଭାବେ ପ୍ରେସ୍‌ ବୋଲି କୁହାଯାଏ। ଏକ ମୁକ୍ତ ଓ...

ନଭେମ୍ବର ୩୦ରୁ ୪ ଯାଏଁ ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭର ତୃତୀୟ ସଂସ୍କରଣ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=7g8564slV8s?list=PLKig8_kZBmDMeTEvyVIIHe74opLsrLZIh] ଦେଶ ବିଦେଶର ପୁଞ୍ଜି ନିବେଶକାରୀଙ୍କୁ ଓଡ଼ିଶାକୁ ଆକର୍ଷିତ କରିବା ଲାଗି ରାଜ୍ୟ ସରକାରଙ୍କର ଏକ ଅନନ୍ୟ ପ୍ରୟାସ ହେଉଛି ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭ। ୨୦୧୬ ମସିହାରୁ ଭୁବନେଶ୍ୱରଠାରେ ଆରମ୍ଭ...

‘ଉଡ୍ର’ର ନିଆରା କାର୍ଯ୍ୟକ୍ରମ ‘ତାରେ ଜମିନ୍ ପର୍‌’

ଓଡ଼ିଶାଲାଇଭ୍ ବ୍ୟୁରୋ ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ‘ତାରେ ଜମିନ୍ ପର୍‌’ ନାମକ ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ର ଗେମ୍ ଜୋନ୍‌ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ‘ଉଡ୍ର’ଚାରିଟେବୁଲ୍...

ଆସ ବୁଲିଯିବା କୁଆଖାଇ ନଦୀପଠାରେ ‘ଆମ ବାଲିଯାତ୍ରା’

ଓଡ଼ିଶାଲାଇଭ୍ ବ୍ୟୁରୋ ଆରମ୍ଭ ହେଲା ‘ଆମ ବାଲିଯାତ୍ରା’। ଭୁବନେଶ୍ୱର କୁଆଖାଇ ନଦୀପଠା ବାଲିଯାତ୍ରା ପଡ଼ିଆରେ କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଛି ଏ ବର୍ଷର ବାଲିଯାତ୍ରା। ଦୁଇ ବର୍ଷ ପରେ ଭୁବନେଶ୍ୱରରେ ବାଲିଯାତ୍ରାର ଆୟୋଜନ କରାଯାଇଥିବାରୁ...

ବାଲିଯାତ୍ରା ଉତ୍ସବ- ୨୦୨୨: କଟକ ସହରରେ ଟ୍ରାଫିକ ବ୍ୟବସ୍ଥା, ଜାଣନ୍ତୁ କେଉଁଠି ରଖିବେ ଗାଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ ନଭେମ୍ବର ୮ ତାରିଖରୁ ପ୍ରସିଦ୍ଧ କଟକ ବାଲିଯାତ୍ରା ଉତ୍ସବ ୨୦୨୨। ଏହି ସମୟରେ ଭିଡ଼ ବଢ଼ିବାର ସମ୍ଭାବନା ଥିବାରୁ ଲୋକଙ୍କ ଗମନାଗମନର ସୁବିଧା ନିମନ୍ତେ କମିଶନରେଟ ପୋଲିସ ପକ୍ଷରୁ କଟକ ସହର...

ଓଡ଼ିଶା ଟ୍ରାଭେଲ୍ ବଜାର-୨୦୨୨: ସ୍ଥାନୀୟ ସଂସ୍ଥାଗୁଡ଼ିକ ସହ ଯୋଡ଼ି ହେବେ ବିଦେଶୀ ଟୁର୍ ଅପରେଟର୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ଅକ୍ଟୋବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଆୟୋଜିତ ଓଡ଼ିଶା ଟ୍ରାଭେଲ୍ ବଜାର-୨୦୨୨ ଉଦଯାପିତ ହୋଇଯାଇଛି। ଏହି ମେଗା ଇଭେଣ୍ଟ ଅବସରରେ ପର୍ଯ୍ୟଟନ, ଟ୍ରାଭେଲ ଏବଂ ଆତିଥେୟତା କ୍ଷେତ୍ରରେ ଓଡ଼ିଶାର ବିଭିନ୍ନ...