ଓଡ଼ିଶା ହେବ ପ୍ରମୁଖ ଷ୍ଟାର୍ଟଅପ୍ ହବ୍: ୫ ବୁଝାମଣାପତ୍ର ଓ ୭ଟି ଆଗ୍ରହପତ୍ର ସ୍ଵାକ୍ଷରିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ଓଡ଼ିଶାକୁ ପ୍ରମୁଖ ଷ୍ଟାର୍ଟଅପ୍ ହବ୍ ଭାବେ ଗଢ଼ିତୋଳିବାକୁ ରାଜ୍ୟ ସରକାର ବହୁମୁଖୀ ପଦକ୍ଷେପ ଗ୍ରହଣ କରୁଛନ୍ତି। ରାଜ୍ୟରେ ଷ୍ଟାର୍ଟଅପ୍ ଅଭିବୃଦ୍ଧିକୁ ଜୋରଦାର କରିବା ଲକ୍ଷ୍ୟରେ ଭୁବନେଶ୍ଵର ଜନତା ମଇଦାନଠାରେ ଆୟୋଜିତ...

ନିବେଶ ପାଇଁ ଓଡ଼ିଶା ଉପଯୁକ୍ତ ସ୍ଥାନ – ହୀରୋସି ସୁଜୁକି

ଓଡ଼ିଶାଲାଇଭ୍ ବ୍ୟୁରୋ ‘ମେକ୍ ଇନ୍ ଓଡ଼ିଶା’ର ତୃତୀୟ ସଂସ୍କରଣର ଗୁରୁବାର ହେଉଛି ଦ୍ୱିତୀୟ ଦିନ। ଭୁବନେଶ୍ଵର ଜନତା ମଇଦାନଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଛି ଏହି ଦ୍ଵିବାର୍ଷିକ ନିବେଶକ ସମ୍ମିଳନୀ। ‘ମେକ୍ ଇନ୍...

ଓଡ଼ିଶା ଭାରତର ପ୍ରଗତିରେ ଏକ ଅଗ୍ରଣୀ ଭୂମିକା ବହନ କରିବ – ଅନିଲ ଅଗ୍ରୱାଲ

ଓଡ଼ିଶାଲାଇଭ୍ ବ୍ୟୁରୋ ‘ମେକ୍ ଇନ୍ ଓଡ଼ିଶା’ର ତୃତୀୟ ସଂସ୍କରଣର ଗୁରୁବାର ହେଉଛି ଦ୍ୱିତୀୟ ଦିନ। ଭୁବନେଶ୍ଵର ଜନତା ମଇଦାନଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଛି ଏହି ଦ୍ଵିବାର୍ଷିକ ନିବେଶକ ସମ୍ମିଳନୀ। ‘ମେକ୍ ଇନ୍...

‘ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ’ର ତୃତୀୟ ସଂସ୍କରଣକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆରମ୍ଭ ହେଲା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ। ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରର ଜନତା ମଇଦାନଠାରେ ଆୟୋଜିତ ଏହି ଶିଳ୍ପ ମହାକୁମ୍ଭକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଦଘାଟନୀ ଉତ୍ସବରେ...

ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ର ହେବ ହିନ୍ଦୀ ରିମେକ

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଆସୁଛି ସୁବର୍ଣ୍ଣ ସୁଯୋଗ। ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ର ହେବ ହିନ୍ଦୀ ରିମେକ। ଏହି ସିନେମାର ହିନ୍ଦୀ ରିମେକ କରିବାକୁ ଘୋଷଣା କରିଛନ୍ତି ବଲିଉଡର ଭେଟେରାନ କଳାକାର...

ବୌଦ୍ଧରେ ଆରମ୍ଭ ହେଲା ପଲ୍ଲୀଶ୍ରୀ ମେଳା ଓ ମା’ ଭୈରବୀ ମହୋତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ):  ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେଲା ପଲ୍ଲୀଶ୍ରୀ ମେଳା ଓ ମା’ ଭୈରବୀ ମହୋତ୍ସବ। ହରଭଙ୍ଗା ବ୍ଳକ ପୁରୁଣାକଟକ ମିନି ଷ୍ଟାଡିୟମଠାରେ ଏହି ମହୋତ୍ସବର ଶୁଭାରମ୍ଭ ହୋଇଛି। ଅଧିଷ୍ଠାତ୍ରୀ...

କୋରାପୁଟ: ସହିଦଙ୍କ ଜନ୍ମମାଟିରୁ ଆଦିବାସୀ ଲୋକ ମହୋତ୍ସବ ‘ପରବ’ର ଶୁଭାରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ (କୋରାପୁଟ): କୋରାପୁଟର ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୨ର ଶୁଭାରମ୍ଭ ହୋଇଛି। ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମମାଟି ତେନ୍ତୁଳିଗୁମ୍ମାରୁ ଆରମ୍ଭ ହୋଇଛି ଏହି ଉତ୍ସବ। ଶୁଭାରମ୍ଭ ଦିନ ଆଦିବାସୀ ନାଚ ଗୀତରେ ଦୁଲୁକି...

ନଭେମ୍ବର ୩୦ରୁ ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭ, ତୃତୀୟ ସଂସ୍କରଣ ପାଇଁ ଚାଲିଛି ପ୍ରସ୍ତୁତି

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=hPuBqE_TESw] ଦେଶ ବିଦେଶର ପୁଞ୍ଜି ନିବେଶକାରୀଙ୍କୁ ଓଡ଼ିଶାକୁ ଆକର୍ଷିତ କରିବା ଲାଗି ରାଜ୍ୟ ସରକାରଙ୍କର ଏକ ଅନନ୍ୟ ପ୍ରୟାସ ହେଉଛି 'ମେକ୍ ଇନ୍ ଓଡ଼ିଶା କନକ୍ଲେଭ’। ୨୦୧୬ ମସିହାରୁ ଭୁବନେଶ୍ୱରଠାରେ ଆରମ୍ଭ...

ଆଜି ସରିବ ଐତିହାସିକ ବାଲିଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ   ଆଜି ସରିବ କଟକର ଐତିହାସିକ ବାଲିଯାତ୍ରା। ଲୋକଙ୍କ ଚାହିଦାକୁ ଦେଖି ଜିଲ୍ଲା ପ୍ରଶାସନ ବାଲିଯାତ୍ରାର ଅବଧିକୁ ଗୋଟିଏ ଦିନ ବୃଦ୍ଧି କରିଥିଲେ। ଆଜି ଶେଷ ଦିନରେ ପ୍ରବଳ ଗହଳି ହେବର ସମ୍ଭାବନା...

ଆଜି ଜାତୀୟ ପ୍ରେସ୍‌ ଦିବସ: ଗଣମାଧ୍ୟମ ଓ ଗଣତନ୍ତ୍ର

ଡକ୍ଟର ମୃଣାଳ ଚାଟାର୍ଜୀ ୧୯୬୬ ମସିହାରେ ନଭେମ୍ବର ୧୬ ତାରିଖରେ ଭାରତରେ ପ୍ରଥମ ପ୍ରେସ୍‌ କାଉନସିଲ୍‌ କାମ ଆରମ୍ଭ କରିଥିଲା। ସମ୍ବାଦବାହୀ ଗଣମାଧ୍ୟମକୁ ସାମଗ୍ରିକ ଭାବେ ପ୍ରେସ୍‌ ବୋଲି କୁହାଯାଏ। ଏକ ମୁକ୍ତ ଓ...