ସୋଆ ସାହିତ୍ୟ ଉତ୍ସବ : ‘‘କବିତାକୁ ବୁଝିହେଲା ଭଳି ଲେଖାଯିବା ଦରକାର’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉଦ୍‌ଯାପିତ ହେଲା ଦୁଇ ଦିନିଆ ସୋଆ ସାହିତ୍ୟ ଉତ୍ସବ। ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚାଲିଥିବା ସୋଆ ସାହିତ୍ୟ ଉତ୍ସବ ରବିବାର ଉଦ୍‌ଯାପିତ ହୋଇଛି। ଏହି ଉଦ୍‌ଯାପନୀ ସନ୍ଧ୍ୟାରେ ବିଶିଷ୍ଟ...

ସେପ୍ଟେମ୍ବର ୧୮ରେ ଚତୁର୍ଥ ଓଡ଼ିଶା ଟୁରିଜିମ୍ କନକ୍ଲେଭ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବା ପାଇଁ ଆସନ୍ତା ସେପ୍ଟେମ୍ବର ୧୮ ତାରିଖରେ ହେବାକୁ ଯାଉଛି ଚତୁର୍ଥ ଓଡ଼ିଶା ଟୁରିଜମ କନକ୍ଲେଭ। ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶା (ଏଚଆରଏଓ)...

ସେପ୍ଟେମ୍ବର ୧୮ରେ ଏଚଆରଏଓ ପକ୍ଷରୁ ହେବାକୁ ଯାଉଛି ଚତୁର୍ଥ ‘ଓଡ଼ିଶା ଟୁରିଜମ କନକ୍ଲେଭ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ପର୍ଯ୍ୟଟନର ବିକାଶକୁ ଆଗେଇ ନେବା ପାଇଁ ଆସନ୍ତା ସେପ୍ଟେମ୍ବର ୧୮ ତାରିଖରେ ହେବାକୁ ଯାଉଛି ଚତୁର୍ଥ 'ଓଡ଼ିଶା ଟୁରିଜମ କନକ୍ଲେଭ'। ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶା(ଏଚଆରଏଓ) ପକ୍ଷରୁ...

ସୁସ୍ମିତା ଦାସଙ୍କ କଣ୍ଠରେ ନୂଆ ରଜ ଗୀତ: ଲାଜ ଲାଜ ହୋଇ ଆସିଲା ରଜଲୋ…

ଓଡ଼ିଶାଲାଇଭ୍‍ ବ୍ୟୁରୋ ଗୀତିକାର ଦେବଦାସ ଛୋଟରାୟ, ସଙ୍ଗୀତକାର ଓମ୍‌ପ୍ରକାଶ ମହାନ୍ତି ଏବଂ ଗାୟିକା ସୁସ୍ମିତା ଦାସ ଟ୍ରାୟୋଙ୍କ ରଜଭେଟି ଲାଜ ଲାଜ ହୋଇ ଆସିଲା ରଜଲୋ ଏପଟେ ଖରା, ସେପଟେ ଛାଇ... ଦାଣ୍ଡ ପାହାଚରେ କିଏ...

ସୁସ୍ଥ ଜୀବନଶୈଳୀ ଦେଇପାରେ ଷ୍ଟ୍ରୋକ୍ ମୁକ୍ତ ଜୀବନ

ସିଦ୍ଧାର୍ଥ ରଥ ଆଜି ‘ବିଶ୍ଵ ଷ୍ଟ୍ରୋକ୍ ଦିବସ’। ଷ୍ଟ୍ରୋକ୍‌କୁ ନେଇ ସଚେତନତାର ଅଭାବ ଯୋଗୁଁ ପ୍ରତି ବର୍ଷ ଭାରତରେ ପ୍ରାୟ ୧୩ ଲକ୍ଷ ଲୋକ ପ୍ରାଣ ହରାଇଥାନ୍ତି ଏବଂ ଅନେକ ଶାରୀରିକ ଭାବେ ଅକ୍ଷମ...

ସୁସ୍ଥ ଜୀବନ ପାଇଁ ଫିଜିଓଥେରାପିର ଆବଶ୍ୟକତା

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ ଆଜି ହେଉଛି ବିଶ୍ଵ ଫିଜିଓଥେରାପି ଦିବସ। ଫିଜିଓଥେରାପି ମେଡିକାଲ ସାଇନ୍ସର ଏକ ଅଂଶ କହିଲେ ଅତ୍ୟୁକ୍ତି ହେବ ନାହିଁ। ଗୋଟିଏ ସୁସ୍ଥ ଜୀବନ ବଞ୍ଚିବା ପାଇଁ ବର୍ତ୍ତମାନ ପିଜିଓଥେରାପିର ଗୁରୁତ୍ଵପୂର୍ଣ୍ଣ...

ସୁସ୍ଥ କିଡନି ପାଇଁ ସଠିକ ଡାଏଟ୍

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=dZ91tLJnQJ8 କିଡନି ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ରକ୍ତରୁ ବର୍ଜ୍ୟ ବସ୍ତୁକୁ ଛାଣିବାରେ ସାହାଯ୍ୟ କରିଥାଏ। ତେଣୁ କିଡନିକୁ ସୁସ୍ଥ ରଖିବା ନିହାତି ଜରୁରୀ। କିଡନିକୁ ସୁସ୍ଥ ରଖିବା...

ସୁନ୍ଦରଗଡ଼ରେ ତିନିଦିନିଆ ଜୋନସ୍ତରୀୟ ‘ସରଗି ଫୁଲ୍’ କାର୍ଯ୍ୟକ୍ରମ ଆରମ୍ଭ: ୧୫ଟି ଜିଲ୍ଲାର ୬୩୮ଜନଜାତି ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ...

ଓଡ଼ିଶାଲାଇଭ୍ ବ୍ୟୁରୋ (ସୁନ୍ଦରଗଡ଼): ଓଡ଼ିଶାର ଜନଜାତି ବର୍ଗର ସ୍କୁଲ ଛାତ୍ରଛାତ୍ରୀଙ୍କ ଭିତରେ ରହିଥିବା ପ୍ରତିଭାକୁ ଚିହ୍ନଟ ଓ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଉଛି ବାର୍ଷିକ ଶିଶୁ ମହୋତ୍ସବ ‘ସରଗି...

ସୁନ୍ଦରଗଡ଼ରେ ଜୋନସ୍ତରୀୟ ଶିଶୁ ମହୋତ୍ସବ ‘ସର୍ଗି ଫୁଲ୍’ର ତୃତୀୟ ଦିନ: ବିଜ୍ଞାନ ପ୍ରଦର୍ଶନୀ ସହିତ କାଗଜ କଣ୍ଢେଇ ପ୍ରସ୍ତୁତି...

ଓଡ଼ିଶାଲାଇଭ୍ ବ୍ୟୁରୋ (ସୁନ୍ଦରଗଡ଼): ସୁନ୍ଦରଗଡ଼ ଭବାନିପୁରସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଠାରେ ଚାଲିଛି ‘ସର୍ଗି ଫୁଲ୍’ ଶିଶୁ ମହୋତ୍ସବ। ଏହି ଅବସରରେ ଶନିବାର ଦିନ ଏକ ବିଜ୍ଞାନ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଜନଜାତି ଛାତ୍ରଛାତ୍ରୀମାନଙ୍କ...

ସୁନ୍ଦରଗଡ଼ରେ ଜୋନସ୍ତରୀୟ ଶିଶୁ ମହୋତ୍ସବ ‘ସରଗି ଫୁଲ୍’, ଜନଜାତି ଛାତ୍ରଛାତ୍ରୀଙ୍କ ଭିତରେ ଉତ୍ସାହ

ଓଡ଼ିଶାଲାଇଭ୍ ବ୍ୟୁରୋ ‘ସରଗି ଫୁଲ୍’ ଶିଶୁ ମହୋତ୍ସବରେ ବିଭିନ୍ନ ସର୍ଜନାତ୍ମକ କାର୍ଯ୍ୟକ୍ରମ ସହ ବକ୍ତୃତା, ସ୍ଲୋଗାନ, ନୃତ୍ୟ ଓ କ୍ରୀଡ଼ା ପ୍ରତିଯୋଗିତା। ସୁନ୍ଦରଗଡ଼ ଭବାନିପୁରସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଠାରେ ଚାଲିଛି ଉତ୍ତର-ଓଡ଼ିଶା ଜୋନସ୍ତରୀୟ...