ରୋମାଞ୍ଚରେ ଭରପୂର ଥିଲା ବହୁଚର୍ଚ୍ଚିତ ଯାତ୍ରା ନାଟକ ‘ରାଜଧାନୀ ଏକ୍ସପ୍ରେସ’

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଇଷ୍ଟର୍ଣ୍ଣ ପିଙ୍କ୍ ଦ୍ଵାରା ପ୍ରଯୋଜିତ ବେଶ୍ କେତୋଟି ନାଟକ ଯଲିଉଡରେ ଖୁବ୍ ଚର୍ଚ୍ଚିତ ଓ ଲୋକପ୍ରିୟ ହୋଇଛି। ସେଥିମଧ୍ୟରୁ ଗୋଟିଏ ହେଲା ‘ରାଜଧାନୀ ଏକ୍ସପ୍ରେସ’। ଏହାର କାହାଣୀ ବେଶ୍ ମଜାଦାର...

ଜିତେନ୍ଦ୍ରଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଥିଲେ ପତ୍ନୀ ଶୋଭା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ କିଏ କହେ ତାଙ୍କୁ ଜମ୍ପିଂ ଜ୍ୟାକ୍ ତ ପୁଣି ଏଭରଗ୍ରିନ୍ ଷ୍ଟାର। ସେ କେତେବେଳେ ନିଜର ଡ୍ୟାନ୍ସ ଦ୍ୱାରା ଦର୍ଶକଙ୍କୁ ପ୍ରଲୁବ୍ଧ କରିଥିଲେ ତ ପୁଣି କେତେବେଳେ ନାୟିକାଙ୍କ ସହ...

ପରଦାରେ ଏହି କଳାକାରମାନେ ବନିଥିଲେ ସମଲିଙ୍ଗୀ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡରେ କଳାକାରମାନେ ଆଉ ଷ୍ଟେରିଓ ଟାଇପ୍ ରୋଲ୍ କରିବାକୁ ଚାହାନ୍ତି ନାହିଁ। ସେମାନେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିବାକୁ ଚାହାନ୍ତି, ଏହି କାରଣରୁ କେତେକ ବଲିଉଡ୍ କଳାକାର ଫିଲ୍ମରେ...

ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି ଏବେ କ୍ୟାରିଅରରେ ପନ୍ଦର ବର୍ଷ ପୂରଣ କରିବାକୁ ଯାଉଛନ୍ତି। ଆସନ୍ତୁ ଜାଣିବା ଏଯାଏଁ ସେ କେଉଁ ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି। ୨୦୦୩ ମସିହାରେ ଓଲିଉଡରେ...

ପରଦାକୁ ଆସୁଛି ଓଡ଼ିଆ ଥ୍ରିଡି ସିନେମା ‘ରହସ୍ୟ’

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ବଲିଉଡ ପରି ଓଲିଉଡରେ ମଧ୍ୟ କେତୋଟି ଥ୍ରିଡି ଫିଲ୍ମ ନିର୍ମିତ ହୋଇଛି। ଏବେ ପୁଣି ଏକ ଓଡ଼ିଆ ଥ୍ରିଡି ମୁଭି ପରଦାକୁ ଆସୁଛି। ବଲିଉଡରେ ‘ଶିବା କା ଇନସାଫ୍’ ଓ ‘ଛୋଟା...

ଓଲିଉଡକୁ ଫେରିବେ ସୁପରହିଟ୍ ଯୋଡି ସିଦ୍ଧାନ୍ତ-ରଚନା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଓଲିଉଡ ଷ୍ଟାର ସିଦ୍ଧାନ୍ତ ଓ ଚୁଲବୁଲି ନାୟିକା ରଚନାଙ୍କ ଯୋଡ଼ିକୁ ଖୁବ୍‌ ପସନ୍ଦ କରିଆସିଛନ୍ତି ଓଡ଼ିଆ ସିନେପ୍ରେମୀମାନେ। ବେଶ୍‌ କିଛି ବର୍ଷ ପରେ ଏହି ଯୋଡ଼ିଙ୍କୁ ଖୁବ୍‌ ଶୀଘ୍ର ଦେଖିବାକୁ...

କିଏ ବଲିଉଡର ସବୁଠୁ ଧନୀ ନାୟିକା?

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡରେ ଅଭିନେତାମାନଙ୍କ ଭଳି ଅଭିନେତ୍ରୀମାନେ ମଧ୍ୟ ଗୋଟିଏ ଫିଲ୍ମ ପାଇଁ କୋଟି କୋଟି ଟଙ୍କା ନିଅନ୍ତି। ଆଉ କେତେକ ଅଭିନେତ୍ରୀ ଲଗାତାର ଫିଲ୍ମ ଫ୍ଲପ୍ ହେବାପରେ ନିଜର ପାରିବାରିକ ବ୍ୟବସାୟରେ ପାଦ...

ଫିଲ୍ମି ଫ୍ରାଇଡେ: ଭାଇକୁ ଟକ୍କର ଦେଉଛନ୍ତି ସୋନମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମସକକଲି ଗାର୍ଲ ସୋନମ ଓ ଭାଇ ହର୍ଷବର୍ଦ୍ଧନ କପୁରଙ୍କ ମଧ୍ୟରେ ଲଢ଼େଇ। ରିଅଲ୍‌ରେ ନୁହେଁ ରିଲ୍‌ରେ ଦୁହେଁ ପରସ୍ପର ଟକ୍କର ଦେବାକୁ ଯାଉଛନ୍ତି। ୨ଟି ବଲିଉଡ଼ ଫିଲ୍ମ ‘ବୀର୍ ଦି ୱେଡିଂ’ ଓ...

ଡାକ୍ତର ହେବାର ସ୍ୱପ୍ନ ଦେଖୁଛନ୍ତି ଏହିସବୁ ଓଲିଉଡ ନାୟିକା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ପିଲାଦିନରୁ ସମସ୍ତଙ୍କର କିଛି ନା କିଛି ଲକ୍ଷ୍ୟ ଥାଏ। କିଏ ବଡ଼ ହେଲେ ଶିକ୍ଷକ ହେବେ ତ ପୁଣି ଡାକ୍ତର ହେବାର ସ୍ୱପ୍ନ ଦେଖିଥାନ୍ତି। ଏଥିରୁ ବାଦ୍ ପଡ଼ିନାହାନ୍ତି ଆମ ଓଲିଉଡର ନାୟିକାମାନେ। ଆସନ୍ତୁ...

ରାଜେଶ ରୋଶନଙ୍କ ଜିଦ୍ ଯୋଗୁଁ ଫିଲ୍ମ ‘ୟାରାନା’ରେ ରହିଥିଲା ଏହି ରୋମାଣ୍ଟିକ୍ ଗୀତ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ସୁପରହିଟ୍ ହିନ୍ଦୀ ଫିଲ୍ମ ‘ୟାରାନା’ର ସର୍ବାଧିକ ଲୋକପ୍ରୀୟ ଗୀତ ‘ଛୁକର ମେରେ ମନ୍‌କୋ କିୟା ତୁନେ କ୍ୟା ଇସାରା…’ ଗୀତଟିର ନିର୍ମାଣ ପଛର କିଛି ରୋଚକ କଥା। ‘ଛୁକର...