୧୭ ଫ୍ଲପ୍ ଫିଲ୍ମ ପରେ ଅଭିଷେକ ବଚ୍ଚନଙ୍କ ଭାଗ୍ୟ ଚମକାଇଲା ଓ୍ୱେବ୍ ସିରିଜ୍ ‘ବ୍ରିଥ୍’

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ବିଭିନ୍ନ ଚରିତ୍ରରେ ପରଦାକୁ ଓହ୍ଲାଇଛନ୍ତି। କେତେବେଳେ ପୋଲିସ ଅଫିସର ତ ଆଉ କେତେବେଳେ ବିଜନେସମ୍ୟାନ ଭାବେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗଇଛନ୍ତି। କିନ୍ତୁ କମ୍ ଲୋକ...

ଗଡଫାଦର ଥାଇ ବି ବଲିଉଡରେ କମାଲ କରପାରିଲେନି ଏହି ଅଭିନେତା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡରେ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ କଳାକାର ପରିବାରରେ ଜନ୍ମ ହୋଇଛନ୍ତି। ଯେଉଁମାନଙ୍କ ବାପା, ମା ମଧ୍ୟ ଇଣ୍ଡଷ୍ଟ୍ରିର ବଡ଼ ନାଁ। ହେଲେ ସେମାନଙ୍କ ପିଲାମାନେ କିନ୍ତୁ ସେମିତି...
priya choudhury

ପରଦାକୁ ଫେରୁଛନ୍ତି ଓଲିଉଡର ଡ୍ରିମଗାର୍ଲ ପ୍ରିୟା ଚୌଧୁରୀ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଡ଼ ପରଦାକୁ ଫେରୁଛନ୍ତି ଓଲିଉଡର ଡ୍ରିମଗାର୍ଲ ପ୍ରିୟା ଚୌଧୁରୀ। କିଛି ଦିନର ବିରତି ପରେ ନୂଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’ ଜରିଆରେ ପୁଣି ପରଦାରେ ନଜର ଆସିବେ ପ୍ରିୟା।...

ଜନ୍ମଦିନ ସ୍ପେଶାଲ- ଏହି ଫିଲ୍ମ କରିଥିଲା ଉର୍ମିଳାଙ୍କୁ ବଲିଉଡ ସୁପରଷ୍ଟାର

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ୪୭ ବର୍ଷ ବୟସରେ ପାଦ ଦେଲେ ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର। ୧୯୭୪ ମସିହାରେ ଆଜିର ଦିନରେ ମୁମ୍ବାଇରେ ଜନ୍ମ ହୋଇଥିଲେ ଉର୍ମିଳା। ବଲିଉଡରେ ଉର୍ମିଳା ମତୋଣ୍ଡକର ଜଣେ ଖ୍ୟାତନାମା ଅଭିନେତ୍ରୀ।...

ପ୍ରଥମେ ନିର୍ଦ୍ଦେଶକ, ପରେ ଅଭିନେତା ହୋଇଛନ୍ତି ଏହି କଳାକାର

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡରେ କେତେଜଣ କଳାକାର ପ୍ରଥମେ ନିର୍ଦ୍ଦେଶନାରେ ପାଦ ଦେବା ପରେ ଅଭିନୟକୁ ଓହ୍ଲାଇଛନ୍ତି। ସବୁଠୁ ଖାସ ଖାସ ଏହି କଳାକାରମାନେ ନିର୍ଦ୍ଦେଶନାରେ ଯେମିତି ସଫଳତା ହାସଲ କରିଛନ୍ତି ଅଭିନୟ କ୍ଷେତ୍ରରେ...

ପ୍ରଥମ ଫିଲ୍ମରେ ଷ୍ଟାର ବନିଥିଲେ ଶମିତା ସେଟ୍ଟୀ, ଏବେ ବଡ଼ ପରଦାରୁ ଦୂରରେ

ଓଡ଼ିଶାଲାଇଭ ବ୍ୟୁରୋ ବଲିଉଡର କେତେକ ଅଭିନେତ୍ରୀ ନିଜର ପ୍ରଥମ ଫିଲ୍ମରେ ହିଁ ରାତାରାତି ଷ୍ଟାର ବନିଛନ୍ତିା ମାତ୍ର ପରବର୍ତ୍ତୀ ସମୟରେ ତାଙ୍କର ଫିଲ୍ମରେ ଆଉ ଦେଖା ମିଳିନାହିଁ। ଏହି ଅଭିନେତ୍ରୀଙ୍କ ମଧ୍ୟରେ ରହିଛନ୍ତି ଶମିତା...

୫ ଫିଲ୍ମ, ଯାହା ମହାତ୍ମା ଗାନ୍ଧୀଙ୍କ ଜୀବନ ବିଷୟରେ କହେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୋହନଦାସ କରମଚାନ୍ଦ ଗାନ୍ଧୀ, ଯାହାକୁ ସାରା ବିଶ୍ୱ ମହାତ୍ମା ଗାନ୍ଧୀଙ୍କ ନାମରେ ଜାଣେ। ମହାତ୍ମା ଗାନ୍ଧୀ ସତ୍ୟ ଓ ଅହିଂସାକୁ ନିଜର ଅସ୍ତ୍ର କରି ନେଇଥିଲେ। ଏପରି ଅସ୍ତ୍ର ଯାହା ବ୍ରିଟିଶ...

ଖୋଲିବ ଯାତ୍ରା ମଞ୍ଚ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫେବ୍ରୁଆରି ମାସ ପାଇଁ ରାଜ୍ୟ ସରକାର ଦେଇଥିବା ଗାଇଡଲାଇନରେ ଯାତ୍ରା କଳାକାର ଓ ଯାତ୍ରା ପାର୍ଟି ମାଲିକ ଆଶ୍ୱସ୍ତ ହୋଇଛନ୍ତି। କାରଣ ଏହି ମାସ ଗାଇଡଲାଇନରେ ସରକାର ଯାତ୍ରା ମଞ୍ଚ ଖୋଲିପାରିବ...

ଛୋଟ ପରଦାର ଟପ୍ ହିରୋ, ବଡ଼ ପରଦାରେ ଦେଖାଇ ପାରିଲେନି ଜଲଓ୍ୱା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ କିଛି କଳାକାର ଅଛନ୍ତି ଯେଉଁମାନେ ଷ୍ଟାର ହେବା ସ୍ୱପ୍ନ ଦେଖି ଫିଲ୍ମରେ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି। କିନ୍ତୁ ତାଙ୍କୁ ସେହି ସଫଳତା ଫିଲ୍ମରୁ ନୁହେଁ ବରଂ ଟିଭି ସୋ’ରୁ...

ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଆସିବେ କଙ୍ଗନା ରଣାଓ୍ୱତ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବିବାଦୀୟ ମନ୍ତବ୍ୟ ଦେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ ପୁଣି ଏକ ପଲିଟିକାଲ ଡ୍ରାମା ଫିଲ୍ମ ପାଇଁ ସାଇନ କରିଛନ୍ତି। ଏଥିରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ...