୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ଆଲିଆ ଭଟ୍ଟ ଓ କ୍ରୀତି ସାନନଙ୍କୁ...

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମଙ୍ଗଳବାର ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି। ଏଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତା କଳାକାରମାନଙ୍କୁ...

ପରଲୋକରେ ଓଡ଼ିଆ ଚଳଚ୍ଚିତ୍ରର ପ୍ରଥମ ମହିଳା ଗୀତିକାର ବିନୋଦିନୀ ଦେବୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଥମ ମହିଳା ଗୀତିକାର ବିନୋଦିନୀ ଦେବୀଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ମସ୍ତିଷ୍କାଘାତରେ ଦୀର୍ଘ ମାସ ହେବ ସେ ଶଯ୍ୟାଶାୟୀ ଥିଲେ।...

‘ସ୍ତ୍ରୀ’ ଚଳଚ୍ଚିତ୍ର ଥିଲା ଗୌରପ୍ରସାଦ-ପାର୍ବତୀ ଘୋଷଙ୍କ ପାଇଁ ମାଇଲଖୁଣ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଷ୍ଟ୍ରପତି ପୁରସ୍କାର ପାଇଥିଲା ୧୯୬୮ ମସିହାରେ ସିଦ୍ଧାର୍ଥଙ୍କ ନିର୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ସ୍ତ୍ରୀ’। ୧୯୬୮ ମସିହାରେ ଓଡ଼ିଶାରେ ମାତ୍ର ଦୁଇଟି ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା, 'କିଏ କାହାର' ଓ 'ସ୍ତ୍ରୀ'। ସିଦ୍ଧାର୍ଥଙ୍କ...

ପୁଣି ଚର୍ଚ୍ଚାରେ ଅନୁଭବ ମହାନ୍ତିଙ୍କ ନୂଆ ଭିଡିଓ, ଛାଡ଼ପତ୍ର ସ୍ଵୀକାର କରିବାକୁ ବର୍ଷାଙ୍କୁ କଲେ ଅନୁରୋଧ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ଚର୍ଚ୍ଚାରେ ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନୂଆ ଭିଡିଓ। ଏହି ଭିଡିଓରେ ଛାଡ଼ପତ୍ର ସ୍ଵୀକାର କରିବା ଲାଗି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ସେ ଅନୁରୋଧ କରିଛନ୍ତି। ମଙ୍ଗଳବାର ସକାଳେ...

ହତ୍ୟା ଧମକ୍: ଶାହାରୁଖ ଖାନଙ୍କୁ ମିଳିବ ଓ୍ଵାଇ ପ୍ଲସ ସୁରକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡ ବାଦଶାହ ଶାହାରୁଖ ଖାନଙ୍କୁ ମିଳିବ ଓ୍ଵାଇ ଫ୍ଲସ ସୁରକ୍ଷା। ଲଗାତର ହତ୍ୟା ଧମକ୍ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ମହାରାଷ୍ଟ୍ର ସରକାରଙ୍କ ନିକଟରେ ଆବେଦନ କରିଥିଲେ ଶାହାରୁଖ ଖାନ। ମହାରାଷ୍ଟ୍ର...

ପ୍ରଥମ ଓଡ଼ିଆ: ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମାର ନୂଆ ନିର୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଜଣାଶୁଣା ଅଭିନେତା, ପ୍ରଯୋଜକ ତଥା ନିର୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀଙ୍କୁ ଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମା (ଏନଏସଡି)ର ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଏହି ସମ୍ମାନଜନକ ପଦବୀ ପାଇବାରେ ସେ ହେଇଛନ୍ତି...

‘ବର୍ଷା ମୁଁ ତୁମକୁ ହୃଦୟର ସହ ଭଲ ପାଇଥିଲି’ ଏମିତି ଲେଖିଲେ ଅନୁଭବ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ପୁଣି ଆରମ୍ଭ ହୋଇଛି ଚର୍ଚ୍ଚା। ବିବାହ ବିଚ୍ଛେଦ ପରେ ବନ୍ଧୁ ହୋଇ ରହିବା ପାଇଁ ବର୍ଷାଙ୍କୁ ଅନୁରୋଧ କରିଛନ୍ତି...

ପରଦାକୁ ଆସୁଛି ‘ମିଶନ ରାନିଗଞ୍ଜ: ଦି ଗ୍ରେଟ ଭାରତ ରେସକ୍ୟୁ’

ଓଡ଼ିଶାଲାଇଭ୍ ବ୍ୟୁରୋ ବିବାହ ପରେ ମୁକ୍ତିଲାଭ କରିବ ପରିଣୀତିଙ୍କ ପ୍ରଥମ ଚଳଚ୍ଚିତ୍ର ‘ମିଶନ ରାନିଗଞ୍ଜ’। ଅକ୍ଟୋବର ୬ ତାରିଖ ବା ଶୁକ୍ରବାର ରିଲିଜ ହେବ ଚଳଚ୍ଚିତ୍ର ‘ମିଶନ ରାନିଗଞ୍ଜ: ଦି ଗ୍ରେଟ ଭାରତ ରେସକ୍ୟୁ’। ପୁଣି...

ଓଡ଼ିଆ ଚଳଚ୍ଚିତ୍ରର ଏକ ମାଇଲଖୁଣ୍ଟ ‘ଶ୍ରୀ ଲୋକନାଥ’

ଓଡ଼ିଶାଲାଇଭ୍ ବ୍ୟୁରୋ ‘ଶ୍ରୀ ଲୋକନାଥ’ ଜାତୀୟ ପୁରସ୍କାର ଲାଭ କରିବାରେ ଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର। ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶ୍ରୀ ଲୋକନାଥକୁ ଏକ ସ୍ମରଣୀୟ ଚଳଚ୍ଚିତ୍ର ବୋଲି ଧରାଯାଏ। ୧୯୬୦ ମସିହାରେ ନିର୍ମିତ ଏହି...

‘ତେଜସ’ର ଟିଜର ରିଲିଜ, ଦମଦାର ଭୂମିକାରେ କଙ୍ଗନା ରାଣାୱତ

ଓଡ଼ିଶାଲାଇଭ୍ ବ୍ୟୁରୋ କଙ୍ଗନା ରାଣାୱତଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ତେଜସ'ର ଟିଜର ରିଲିଜ ହୋଇଛି। କଙ୍ଗନା ରାଣାୱତଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ତେଜସ'ର ରିଲିଜ ହୋଇଛି ଟିଜର। ଏହି ଚଳଚ୍ଚିତ୍ରରେ କଙ୍ଗନା ଭାରତୀୟ ବାୟୁସେନା ଭୂମିକାରେ...