ପୀତବାସ: ଏଥର ଶ୍ରୀଦେବୀଙ୍କ ମମ୍‌‌‍ରେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଆ ପୁଅ ପୀତବାସ ତ୍ରିପାଠୀ ପୁଣି ଚର୍ଚ୍ଚାରେ। ଏଥର ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହ ଆସିଛନ୍ତି ଆଜି ରିଲିଜ ହୋଇଥିବା ମମ୍ ଚଳଚ୍ଚିତ୍ରରେ। ପୂର୍ବରୁ ସେ ଅନେକ ବଲିଉଡ ଚିତ୍ରରେ ଅଭିନୟ...

ଦର୍ଶକଙ୍କ ମନ ମୋହିଲା ଷାଠିଏ ଦଶକର କ୍ଲାସିକ୍‌ ଓଡ଼ିଆ ସିନେମା ‘ସାଧନା’

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ୱାମୀ-ସ୍ତ୍ରୀର ସମ୍ପର୍କରେ ସନ୍ଦେହର ନିଆଁ କୁହୁଳିଲେ ତା’କୁ ଲିଭାଇବା ସାଧ୍ୟ ହୁଏ ନାହିଁ। ଏହି ନିଆଁରେ ଭଲପାଇବାର ବନ୍ଧନରେ ବାନ୍ଧି ହୋଇ ସଂସାର ଗଢ଼ିଥିବା ନାରୀ ଓ ପୁରୁଷ ଦଗ୍‌‍ଧ ହୋଇଯା’ନ୍ତି।...

ପାର୍ଥ ସାରଥୀ ରାୟଙ୍କ ନୂଆ ସିନେମା ‘ଆଉ ଏକ ଦିନ’

ଓଡ଼ିଶାଲାଇଭ୍‌ ବ୍ୟୁରୋ “ପ୍ରତ୍ୟେକ ଓଡ଼ିଆ ଭିତରେ ଜଣେ ଖାରବେଳ ଅଛି। ସେ ହାରିଯାଇଥିବା ମାନସିକ ସ୍ଥିତିରୁ ନିଜକୁ ପୁଣି ଥରେ ବାହାରକରି ଜୀବନ ଯୁଝିବାକୁ ପ୍ରସ୍ତୁତ ହୋ‌ଇଥାଏ। ମୋ’ର ଚରିତ୍ର ବି ଠିକ୍‌ ସେହିପରି।...

ଅଣ୍ଟାରିଓ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ ଚଳଚ୍ଚିତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରର ଚଳଚ୍ଚିତ୍ର ନିର୍ମାଣକାରୀଙ୍କ ପାଇଁ ଖୁସି ଖବର। ସେମାନେ ଆନନ୍ଦିତ ହେବାର କାରଣ ମଧ୍ୟ ରହିଛି। ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ସେମାନଙ୍କର କାମକୁ ସ୍ୱୀକୃତି ମିଳିବାରେ ଲାଗିଛି। ସ୍ୱୀକୃତି...

‘ତୁ ମୋ ହିରୋ’ରେ ଜ୍ୟୋତି ରଞ୍ଜନଙ୍କ ଡାନ୍ସର ଧମାଲ୍‍

ଓଡ଼ିଶାଲାଇଭ୍‍ ବ୍ୟୁରୋ କଲର୍ସ ଓଡ଼ିଆ ଚ୍ୟାନେଲ୍‌ରେ ପ୍ରସାରିତ ‘ମିଠା ମିଠା ଯୋଡ଼ି’ର ବିଜେତା ଜ୍ୟୋତି ରଞ୍ଜନ ନାୟକ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରେ ତାଙ୍କ ଅଭିନୟ ତଥା ନାଚର ଜାଦୁରେ ଦର୍ଶକଙ୍କ ମନ ଜିତି ସାରିଛନ୍ତି।...

ଗଣେଶ ପୂଜାରେ ‘ସପନର ପଥେ ପଥେ’, ରିଲିଜ ଅପେକ୍ଷାରେ ‘ଲଭ୍ ୟୁ ଜେସିକା’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ଗଣେଶ ପୂଜା ଅବସରରେ ରିଲିଜ ହେବାକୁ ଯାଉଛି ସୁଶାନ୍ତ ମଣିଙ୍କ ଦ୍ୱାରା ନିର୍ଦ୍ଦେଶିତ ସିନେମା ‘ସପନର ପଥେ ପଥେ’। ଏହି ସିନେମାର ସୁଟିଂ ଓ ପୋଷ୍ଟ ପ୍ରଡକ୍ସନସ୍‌‌ କାମ ପ୍ରାୟ ଶେଷ...

ବୁର୍ଖା ତଳେ ଲିପଷ୍ଟିକ୍ ଓ ଅନ୍ୟାନ୍ୟ କଥା

ଭାସ୍କର ପରିଛା ଭାରତରେ ଫିଲ୍ମ ସାର୍ଟିଫିକେସନ ଏକ ଜଟିଳ ସମସ୍ୟା। ପ୍ରେକ୍ଷାଳୟରେ ପ୍ରଦର୍ଶନ ପାଇଁ ଯେଉଁ ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥା ରହିଛି ତାହାକୁ ଅନେକ ସମୟରେ ଦୁରୂପଯୋଗ କରାଯାଇଥାଏ। ସାର୍ଟିଫିକେସନ ନାମରେ ଚିତ୍ରରେ କାଟଛାଣ୍ଟ ନିର୍ଦ୍ଦେଶର ଭୟ...

‘ସୁନା ପିଲା ଟିକେ ସ୍କୃ ଢ଼ିଲା’ରେ ଶୀତଲ ଓ ବାବୁସାନଙ୍କ ଯୋଡ଼ି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାଂପ୍ରତିକ ଘଟଣା ତଥା ବାଦ-ବିବାଦକୁ ନେଇ ଏକ ନୂଆ ଢଙ୍ଗରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରସ୍ତୁତ ହୋଇଥିବା ସିନେମା ‘ସୁନା ପିଲା ଟିକେ ସ୍କୃ ଢିଲା’ ଆଜି ସାରା ଓଡ଼ିଶାରେ ମୁକ୍ତିଲାଭ...

ମୁମ୍ବାଇରେ କାର୍ଯ୍ୟରତ ଓଡ଼ିଆ ଷ୍ଟେଡିକ୍ୟାମ୍ ଚାଳକ ମନୋଜ ମିଶ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘ଲାଇଟ୍ କ୍ୟାମେରା ଏବଂ ଆକସନ୍’- ଏହି ତିନୋଟିର ଉପଯୁକ୍ତ ସମନ୍ୱୟରେ ପ୍ରସ୍ତୁତ ସିନେମା ଓ ଟେଲିଭିଜନର କାର୍ଯ୍ୟକ୍ରମ ଆମର ମନୋରଞ୍ଜନ କରିବାରେ ସମର୍ଥ ହୋଇଥାଏ। କୌଣସି ସିନେମାରେ କ୍ୟାମେରାମ୍ୟାନ୍‌ର ଭୂମିକା ସମ୍ପର୍କରେ...

ସାମ୍ବାଦିକାର ଚରିତ୍ର ପାଇଁ ପରିଶ୍ରମ କରୁଛି: ଭୂମିକା ଦାଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘ତୁ ମୋ ଲଭ୍‌ ଷ୍ଟୋରି’ ସିନେମାର ସଫଳତା ପରେ ଭୂମିକା ଦାଶ ଓଡ଼ିଆ ସିନେଇଣ୍ଡଷ୍ଟ୍ରିଜ୍‌ ହିରୋଇନ୍‌ମାନଙ୍କ ମଧ୍ୟରେ ନିଜର ସ୍ଥାନ ସୁରକ୍ଷିତ ରଖିବାରେ ସମର୍ଥ ହୋଇଛନ୍ତି। ଏହାର ପ୍ରମାଣ ହେଉଛି ତରଙ୍ଗ...