ରୋମରେ ବିରାଟ – ଅନୁଷ୍କା: ଭାରତ ଫେରିଲେ ଅନୁଷ୍କାଙ୍କ ପରିବାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇଟାଲିର ଟସ୍କିନ୍ ସହରରେ ସିକ୍ରେଟ ବିବାହ କରିବା ପରେ ହନିମୁନରେ ରୋମ୍‌ ଯାଇଛନ୍ତି ବିରାଟ - ଅନୁଷ୍କା। ଆସନ୍ତା ସପ୍ତାହରେ ଉଭୟ ଭାରତ ଫେରିବେ। ଡିସେମ୍ବର ୨୧ ଓ ୨୬ ତାରିଖରେ...

ଅନୁଷ୍କାଙ୍କ ଫିଟନେସ୍ ରହସ୍ୟ: ଜିମ୍ ଯିବା ସହ ଦୁଇଥର ଯୋଗ କରନ୍ତି ଏହି ସେଲିବ୍ରିଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିନକୁ ଦୁଇଥର ଯୋଗ କରିବା ସହ ଜିମ୍‌ ଯାଆନ୍ତି ସେଲିବ୍ରିଟି ଅନୁଷ୍କା ଶର୍ମା। ଏହାସହ ଅନୁଷ୍କା ଜଙ୍କ୍‌ଫୁଡକୁ ନା କୁହନ୍ତି। ଡିସେମ୍ବର ୧୧ରେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା କ୍ରିକେଟର ବିରାଟ କୋହଲିଙ୍କୁ...

ହନିମୁନରେ ବିରାଟ-ଅନୁଷ୍କା: ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଅନୁଷ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ ହନିମୁନ୍‌ରେ ରୋମ୍‌ ଯାଇଛନ୍ତି ବିରାଟ-ଅନୁଷ୍କା। ସୋସିଆଲ ମିଡିଆରେ ଫଟୋ ସେୟାର କରି ଅନୁଷ୍କା ଏହା ସ୍ପଷ୍ଟ କରିଛନ୍ତି। ଇଟାଲିରେ ସିକ୍ରେଟ ବିବାହ କରିବା ପରେ ବିରାଟ-ଅନୁଷ୍କା ହନିମୁନ୍‌ ପାଇଁ ରୋମ୍‌ ଯାଇଛନ୍ତି। ଏନେଇ...

ବିରାଟ-ଅନୁଷ୍କାଙ୍କ ବାହାଘର: ହିନ୍ଦୀରେ ଅନୁବାଦ ହେଲା ସଂସ୍କୃତ ଶ୍ଲୋକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାହାଘର ବେଳେ ସଂସ୍କୃତ ଭାଷାରେ ମନ୍ତ୍ର ଉଚ୍ଚାରଣ କରାଯାଇଥାଏ। କିନ୍ତୁ ଏହି ସେଲିବ୍ରିଟିଙ୍କ ବାହାଘରରେ ନିଆରା ଢଙ୍ଗରେ ମନ୍ତ୍ରପାଠ କରାଯାଇଥିଲା। ସଂସ୍କୃତ ଶ୍ଲୋକକୁ ହିନ୍ଦୀ ଭାଷାରେ ଅନୁବାଦ କରାଯାଇଥିଲା। ସେଲିବ୍ରିଟି ବିରାଟ-ଅନୁଷ୍କାଙ୍କ ସିକ୍ରେଟ...

ନାୟିକାରୁ ଖଳନାୟିକା ସାଜିଲେ ପ୍ରକୃତି

ଓଡ଼ିଶାଲାଇଭ୍‍ ବ୍ୟୁରୋ ଟେଲିଭିଜନରେ ପ୍ରସାରିତ ମେଗା ସିରିଅଲ୍‌ରେ ସଫଳତା ପଛରେ ଖଳନାୟିକା ଅଥବା 'ଭ୍ୟାମ୍ପ' ଚରିତ୍ରର ଅବଦାନ ବେଶ୍‍ ଗୁରୁତ୍ୱପୂର୍ଣ୍ଣ। ନକରାତ୍ମକ ଚରିତ୍ରରେ ନିଜର ଅଭିନୟର ପରାକାଷ୍ଠା ପ୍ରମାଣିତ କରି ଅନେକ କଳାକାର ଲୋକପ୍ରିୟତା...

ଆସନ୍ତା ଜାନୁଆରୀରେ ‘ହାପି ଲକି’, ଜ୍ୟୋତି ଓ ଏଲିନା ଏକାଠି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁଇ ଭାଇ ଓ ଦୁଇ ଭଉଣୀଙ୍କ ପ୍ରେମ କାହାଣୀକୁ ନେଇ ତରଙ୍ଗ ସିନେ ପ୍ରଡକ୍ସନର ନୂଆବର୍ଷର ଉପହାର ‘ହାପି ଲକି’ର ସୁଟିଙ୍ଗ୍ ଜୋରସୋରରେ ଆଗେଇ ଚାଲିଛି। ସୁଧାଂଶୁ ସାହୁଙ୍କ ନିର୍ଦ୍ଦେଶିତ ଏହି...

ମୁମ୍ବାଇରେ ବିରୁଷ୍କାଙ୍କ ରିସେପସନ୍: ସାମିଲ ହେଲେ ବଲିଉଡ-କ୍ରିକେଟ ଜଗତର ସେଲିବ୍ରିଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ଦ୍ୱିତୀୟ ରିସେପସନ୍‌ ମୁମ୍ବାଇର ହୋଟେଲ ରେଗିସ୍‌ରେ ଶେଷ ହୋଇଛି। ଏହି ହାଇପ୍ରୋଫାଇଲ ରିସେପସନ୍‌ରେ କ୍ରିକେଟ ଏବଂ ବଲିଉଡ ତାରକା ସାମିଲ ହୋଇଥିଲେ। ଏହି ରିସେପସନ୍‌ରେ ଅମିତାଭ...

୨୦୧୭ର ଚର୍ଚ୍ଚିତ ବଲିଉଡ ତାରକା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଭିନୟ ଯାଦୁରେ ବଲିଉଡ ଅଭିନେତା ଓ ଅଭିନେତ୍ରୀମାନେ କେବଳ ଲୋକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ନାହାନ୍ତି, ସେମାନଙ୍କ ମାନବିକତା ଓ ଦରଦୀ ହୃଦୟ ଭିନ୍ନ ଏକ ପରିଚୟ ଦେଇଛି।...

ବର୍ଷାରେ ଭିଜିଲେ ସୁପ୍ରିୟା-ବାବୁସାନ୍

ଓଡ଼ିଶାଲାଇଭ୍‍ ବ୍ୟୁରୋ ସୁଟିଂସେଟ୍‌ରେ ବର୍ଷାରେ ଓଦା ହେବାର ମଜା କିଛି ନିଆରା। ଏମିତି କିଛି ନିଆରା ଅନୁଭବ ପାଇଛନ୍ତି ଓଲିଉଡର ହଟ୍‌ ନାୟିକା ସୁପ୍ରିୟା ନାୟକ। ଫିଲ୍ମ ‘ଓନ୍‌ଲି ପ୍ୟାର୍’ ସୁଟିଂ ବେଳେ ବର୍ଷାରେ...

୮ ଦିନରେ ୨୧୭ କୋଟି କମାଇଲା ‘ଟାଇଗର୍ ଜିନ୍ଦା ହୈ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ବକ୍ସ ଅଫିସ୍‌ରେ ବାଜିମାତ୍‌ କରିଛି ଫିଲ୍ମ 'ଟାଇଗର୍‌ ଜିନ୍ଦା ହୈ।' ମାତ୍ର ୮ ଦିନରେ ୨୧୭ କୋଟି ଟଙ୍କାର ବ୍ୟବସାୟ କରି ରେକର୍ଡ ସୃଷ୍ଟି କରିଛି ଏହି ଫିଲ୍ମ। ବକ୍ସ ଅଫିସ୍‌ରେ ଜବରଦସ୍ତ...